CORONAVIRUS UPDATE: ରାଜ୍ୟରେ ୨୪ ଜିଲାରୁ ୪୫୬ ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬ରେ ପହଞ୍ଚିଲା
ଭୁବନେଶ୍ୱର, ୬।୭(ବ୍ୟୁରୋ): ରାଜ୍ୟରେ ସୋମବାର ପୁଣି ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…
ସ୍ବାମୀ ବିବେକାନନ୍ଦ ଯେଉଁଠି ଭାଷଣ ଦେଇ ବିଶ୍ୱବିଖ୍ୟାତ ହୋଇଥିଲେ ସେଠାରେ ଆଜି ଏମିତି ଲେଖା ଅଛି
ସ୍ବାମୀ ବିବେକାନନ୍ଦ ୧୮୯୩ ମହିହା ସେପ୍ଟେମ୍ବର ୧୧ରେ ଆମେରିକାର ଚିକାକୋ ସହରରେ ଭାଷଣ ଦେଇ ସାରା ବିଶ୍ୱକୁ ଥରାଇ ଦେଇଥିଲେ। ବିଶ୍ୱ ଧର୍ମ ସମ୍ମିଳନୀରେ ସେ ଦେଇଥିବା ଏହି ଭାଷଣର ପ୍ରତିଟି ଧାଡିରେ ଭାରତର ବେଦ ଉପନିଷେଦ କଥା କୁହାଯାଇଥିଲା। ଯେତେବେଳେ…
ଚାଇନାରେ ବ୍ୟୁବୋନିକ୍ ପ୍ଲେଗ୍ ଆତଙ୍କ: ୨ ଆକ୍ରାନ୍ତ ଚିହ୍ନଟ
ବେଜିଂ,୬।୭: ଚାଇନାରେ ଗୋଟିଏ ପରେ ଗୋଟିଏ ସଂକ୍ରମଣ ଆରମ୍ଭ ହେବାରେ ଲାଗିଛି। ସାରା ପୃଥିବୀରେ ଉହାନ ସହରରୁ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିବାର ଇତିମଧ୍ୟରେ ୬ ମାସ ବିତିଛି। ଚାଇନାରେ ଏବେ ବ୍ୟୁବୋନିକ୍ ପ୍ଲେଗ୍ ସଂକ୍ରମଣ ଆରମ୍ଭ ହୋଇଛି। ରବିବାର…
ଗାଲ ଧରିବାକୁ ହେଲେ ସ୍ତ୍ରୀଙ୍କ ଅନୁମତି ଆଣିବାକୁ ପଡିବ, ଯୁବରାଜଙ୍କୁ କାହିଁକି ଏମିତି କହିଲେ ରୋହିତ୍ ଶର୍ମା
ଭାରତୀୟ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ସ୍ତ୍ରୀ ରିତିକା ସଜଦେହଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଏହା ଦେଖି ତାଙ୍କୁ ଟ୍ରେଲ କରିଛନ୍ତି ପୂର୍ବତନ ଅଲରାଉରାଉଣ୍ଡର ଯୁବରାଜ ସିଂ। ରୋହିତ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ସେ…
ପ୍ରତିଦିନ ସ୍କୁଲକୁ ୨୪ କିଲୋମିଟର ସାଇକେଲରେ ଯାଆନ୍ତି ଏହି ଛାତ୍ରୀ: ହାଇସ୍କୁଲ ପରୀକ୍ଷାରେ ରଖିଛନ୍ତି ୯୮.୫ ପ୍ରତିଶତ ନମ୍ବର
ଭୋପାଳ,୬ା୭: କଥାରେ ଅଛି କଠିନ ପରିଶ୍ରମର ଫଳ ଦିନେ ଦିନେ ମିଳିଥାଏ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲା ଅନ୍ତର୍ଗତ ଆଜନୋଲ୍ ଗାଁର ଦଶମ ଶ୍ରେଣୀ ଛାତ୍ରୀ ରୋଶ୍ନି ଭଦୌରିଆ। ହାଇସ୍କୁଲ ପରୀକ୍ଷାରେ ସେ ୯୮.୫ ପ୍ରତିଶତ…
ପୁଣି ଘନେଇଲା ବିପଦ: ବାୟୁରେ ବି ବ୍ୟାପି ପାରେ କରୋନା
ଓ୍ବାଶିଂଟନ,୬।୭: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ୩୨ ଦେଶର ୨୩୯ ବୈଜ୍ଞାନିକ ଦାବି କରିଛନ୍ତି ଯେ, କରୋନା ଭୂତାଣୁ ବାୟୁ ଦ୍ୱାରା ବି ବ୍ୟାପିପାରେ। ଏନେଇ ଶୀଘ୍ର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଆବଶ୍ୟକ ମାର୍ଗଦର୍ଶିକା ଜାରି କରୁ…
ଆଜିକୁ ଠିକ୍ ବର୍ଷେ ପୂର୍ବେ ଇତିହାସ ରଚିଥିଲେ ରୋହିତ ଶର୍ମା
ଆଇସିସି ବିଶ୍ୱକପ ୨୦୧୯ରେ ରୋହିତ ଶର୍ମା ଦମଦାର ଫର୍ମରେ ଥିଲେ। ଆଜିକୁ ବର୍ଷେ ପୂର୍ବେ ବିଶ୍ୱକପରେ ଇତିହାସ ସେ ଏକ ରେକର୍ଡ ସୃଷ୍ଟି କରିଥିଲେ। ରୋହିତ ଗୋଟିଏ ବିଶ୍ୱକପରେ ଲଗାତର ୫ଟି ଶତକ ମାରିବାରେ ବିଶ୍ୱର ଏକମାତ୍ର କ୍ରିକେଟର ଥିଲେ। ୨୦୧୯,…
ଗୋବର କିଣିବେ ସରକାର: ଚାଷୀ ହେବେ ମାଲାମାଲ୍
ରାୟପୁର, ୬।୭: ଛତିଶଗଡ଼ ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାର ଚାଷୀଙ୍କଠାରୁ କିଲୋ ପିଛା ଦେଢ଼ ଟଙ୍କାରେ ଗୋବର କିଣିବେ। ଏନେଇ ରାଜ୍ୟ କୃଷିମନ୍ତ୍ରୀ ରବିନ୍ଦ୍ର ଚୌବେ ସୂଚନା ଦେଇଛନ୍ତି। ଏସମ୍ପର୍କରେ…
କରୋନା ଲଢେଇରେ ଜିତିଲେ ୧୦୬ ବର୍ଷୀୟ ବୃଦ୍ଧ, ୪ ବର୍ଷ ବୟସରେ ଦେଖିଥିଲେ ସ୍ପାନିଶ୍ ଫ୍ଲୁ
ନୂଆଦିଲ୍ଲୀ,୬।୭: ନିକଟରେ ଦିଲ୍ଲୀରେ ଜଣେ ୧୦୬ ବର୍ଷୀୟ ବୃଦ୍ଧ କରୋନା ଲଢେଇରେ ଜିତିଛନ୍ତି। ୧୯୧୮ରେ ବ୍ୟାପିଥିବା ସ୍ପାନିଶ୍ ଫ୍ଲୁ ସମୟରେ ଉକ୍ତ ବୃଦ୍ଧ ଜଣଙ୍କୁ ମାତ୍ର ୪ ବର୍ଷ ହୋଇଥିଲା। ବୃଦ୍ଧଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ସ୍ପାନିଶ୍ ଫ୍ଲୁ ଦେଖିଥିବା…
ଶିକ୍ଷୟିତ୍ରୀଙ୍କୁ ହାଣିଲେ ଦୁର୍ବୃତ୍ତ: ସ୍ବାମୀ, ଝିଅ ଗୁରୁତର
ଧର୍ମଶାଳା,୬ା୭(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତ ସାରଙ୍ଗକିରଣ ଗାଁରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିବା ସହ ତାଙ୍କ ସ୍ବାମୀ ଓ ଝିଅଙ୍କୁ ହାଣି ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…
ଭାରତ-ଚାଇନା ସଙ୍କଟ: ତିବ୍ବତ କାର୍ଡ ଖେଳିବେ କି ମୋଦି
ଧର୍ମଶାଳା,୬।୭: ଭାରତ ଚାଇନା ସଙ୍କଟ ମଧ୍ୟରେ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ସୋମବାର ୮୫ ବର୍ଷରେ ପାଦ ଦେଇଛନ୍ତି। ଦଲାଇ ଲାମାଙ୍କୁ ନେଇ ତିବ୍ବତ କାର୍ଡ ଖେଳିବାକୁ ଭାରତ ପକ୍ଷରୁ ଚିନ୍ତା କରାଯିବା ସପକ୍ଷରେ କେତେକ ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି। ଏହା…
ଶିଖର ଧାଓ୍ବନଙ୍କ ବଦାନ୍ୟତା: ହିନ୍ଦୁ ଶରଣାର୍ଥୀଙ୍କୁ ସହାୟତା ପାଇଁ ଆଗେଇ ଆସିଲେ
ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ସହାୟତା ଦେବାକୁ ଆଗେଇ ଆସିଛନ୍ତି ଭାରତୀୟ କ୍ରିକେଟ ଖେଳାଳି ଶିଖର ଧାୱନ। ରାଜଧାନୀ ଦିଲ୍ଲୀର ମଜଲିସ ପାର୍କ ମେଟ୍ରୋ ଷ୍ଟେଶନ ନିକଟ କଲୋନୀରେ ପହଞ୍ଚି ହିନ୍ଦୁ ଶରଣାର୍ଥୀଙ୍କ ସହ କିଛି ସମୟ ବିତାଇ ଥିଲେ। ଏହାର ଫଷଟା…
Archives


