Home

ଦୁର୍ଗା ପେଣ୍ଡାଲରେ ଦେଖିବାକୁ ମିଳିବ ପ୍ରବାସୀ ଶ୍ରମିକଙ୍କ ଦୁଃଖ

କୋଲକତା, ୫।୧୦: ଆଗକୁ ଆସୁଛି ଦୁର୍ଗାପୂଜା। କରୋନା ଯୋଗୁ ଏଥର ଦୁର୍ଗାପୂଜା ଫିକା ପଡିବାର ସମ୍ଭାବନା ରହିଛି। ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକତାରେ ଏବର୍ଷ ଏକ ନିଆରା ଦୁର୍ଗାପୂଜା ପାଳନ କରାଯିବ। ଦୁର୍ଗା ପେଣ୍ଡାଲରେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ଦେଖିବାକୁ ମିଳିବ।…

ଜରା ଯନ୍ତ୍ରଣା

ସତୁରି ବର୍ଷ ପରେ ମଣିଷ ଜରାଗ୍ରସ୍ତ ହୁଏ। ଏହି ବୟସରେ ଅନେକ ବ୍ୟାଧି ଦେଖାଯାଏ। ଶାରୀରିକ, ମାନସିକ ଓ ସାମାଜିକ ସମସ୍ୟା ବଞ୍ଚତ୍ବାର ଆଶାକୁ ଧୂଳିସାତ କରିଦିଏ। ଯୌଥପରିବାର ଦେଖିବାକୁ ମିଳୁନାହିଁ। ମହିଳାମାନେ ସ୍ବାବଲମ୍ବୀ ହୋଇ ଚାକିରି କରୁଛନ୍ତି। ବୃଦ୍ଧମାନେ ଘରେ…

ମିଳିନି ଫସଲ ବୀମା କ୍ଷତିପୂରଣ, ଜିଲାପାଳଙ୍କଠାରେ ଫେରାଦ ହେଲେ ଚାଷୀ

ବରଗଡ଼ ଅଫିସ,୫ା୧୦: ବରଗଡ଼ ବ୍ଲକ ଅନ୍ତର୍ଗତ ଏସ୍‌. ଡୁମ୍ବେରପାଲି ଗ୍ରାମର ଅଧିକାଂଶ ଚାଷୀଙ୍କୁ ଗତ ଫସଲ କ୍ଷତିପୂରଣ ବୀମା ମିଳିପାରି ନ ଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ଅନେକ ଚାଷୀ ଗତବର୍ଷ ବରଗଡ଼ରେ ଥିବା ଏକ ବ୍ୟାଙ୍କରେ ବୀମା ପ୍ରିମିୟମ…

ବନ୍ଧୁ କହିଲେ ମୋତେ ଉପେକ୍ଷା କରୁଛ, ଏହାର ଜବାବରେ ଅମିତାଭ ବଚ୍ଚନ କହିଲେ ଏମିତି

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଏବେ ଲୋକପ୍ରିୟ ଟିଭି ଶୋ’ ‘କୌନ୍‌ ବନେଗା କରୋଡପତି’ ସିଜିନ୍‌ ୧୨ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କରୋନା ସମୟରେ ସେ ୧୨-୧୫ ଘଣ୍ଟା କାମ କରୁଛନ୍ତି। ଏହି କାରଣରୁ ସେ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ ସମୟ…

ଚିନ୍ତାରୁ ମୁକ୍ତି ପାଇବାର ସରଳ ଉପାୟ

ଚିନ୍ତାରୁ ମୁକ୍ତି ପାଇବାକୁ କିଏ ବା ଚେଷ୍ଟା କରି ନ ଥାଏ। ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ଯୋଗ, ପ୍ରାଣାୟମ କରନ୍ତି ତେବେ ସେ ନିଜକୁ ଚିନ୍ତାଠାରୁ କେତେକାଂଶରେ ଦୂରେଇ ରଖିପାରିବେ। ଏ ସମ୍ପର୍କରେ ଗବେଷଣା କରିବା ସମୟରେ…

ପ୍ରକୃତି, ପରିବେଶ ଓ ସ୍ବାସ୍ଥ୍ୟ

ନିଜ ଘରଠାରୁ ଆରମ୍ଭ କରି ସମାଜ, ଗାଁ, ଜିଲା, ରାଜ୍ୟ ଓ ଦେଶ ସ୍ତରରେ ମଧ୍ୟ ସମୟ ଅନୁଯାୟୀ ଆବଶ୍ୟକ ପଦାର୍ଥ ବହୁମୂଲ୍ୟରେ କ୍ରୟ କରି ପରବର୍ତ୍ତୀ ସମୟରେ ସେହି ପଦାର୍ଥ ପୁରୁଣା ଅଦରକାରୀ ହୋଇ ପାହାଡ଼ ସଦୃଶ ଜମା ହୋଇଥାଏ…

ଆଜି ରାଜ୍ୟରୁ ପୁଣି ୧୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୨୪ରେ ପହଞ୍ଚିଲା

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୭ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୨୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପୁରୀ ଏବଂ କଟକରୁ…

CORONAVIRUS UPDATE: ରାଜ୍ୟରେ ଆଜି ୨୬୧୭ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୨୬୧୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।…

ଏଲ୍‌ଏସିରେ ଚାଇନାକୁ ସହଯୋଗ କରୁଛି ପାକିସ୍ତାନ ସୈନ୍ୟ ବାହିନୀ

ନୂଆଦିଲ୍ଲୀ, ୫।୧୦: ଏଲ୍‌ଏସିରେ ଚାଇନା ଭାରତ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତକୁ ହଇରାଣ କରିବା ଲାଗି ଏଠାରେ ପାକିସ୍ତାନ ସୈନ୍ୟ ବାହିନୀ ଚାଇନାକୁ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଚାଇନା ଗଣମାଧ୍ୟମ ପ୍ରତିନିଧି ଶେନ୍‌ ଶିବାଇଙ୍କ ପକ୍ଷରୁ ଶୁଟିଂ କରାଯାଇଥିବା…

ପୁଣି ପ୍ରେମରେ ପଡିଲେ ନେହା କକ୍କର!

ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ପୁଣି ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି। ହିଂମାଶ କୋହଲିଙ୍କଠାରୁ ବ୍ରେକ୍‌ ଅପ୍‌ ହେବାପରେ ନେହା ଏବେ ପିଲାଦିନର ବନ୍ଧୁ ରୋହନପ୍ରୀତ ସିଂଙ୍କ ପ୍ରେମରେ ପଡିଛନ୍ତି। ଚଳିତମାସରେ ସେ ବିବାହ କରିବେ ବୋଲି ଆଲୋଚନା ହେଉଛି।…

ମୋଦିଙ୍କ ସହିତ ରହିଛି ଶରିଫ୍‌ଙ୍କର ନିବିଡ଼ ସମ୍ପର୍କ !

ଇସଲାମାବାଦ୍‌, ୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କର ନିବିଡ଼ ସମ୍ପର୍କ ରହିଛି। ଏନେଇ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କର ବିଶେଷ ରାଜନୈତିକ ସହାୟକ ଶାହବାଜ୍‌ ଗିଲ୍‌ ଅଭିଯୋଗ ଆଣିଛନ୍ତି। ନଓ୍ବାଜ୍‌ ଜଣେ ଦେଶଦ୍ରୋହୀ ବୋଲି ଗିଲ୍‌…

ହାଥରସ୍‌ ଘଟଣା: ସାମ୍ପ୍ରଦାୟିକ ଦଙ୍ଗା ପାଇଁ ରାତା ରାତି ତିଆରି କରାଯାଇଥିଲା ଓ୍ବେବସାଇଟ୍‌

ନୂଆଦିଲ୍ଲୀ, ୫।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାରେ ଗୋଇନ୍ଦା ବିଭାଗ ବଡ଼ ଷଡ଼ଯନ୍ତ୍ର ସମ୍ପର୍କରେ ଗୁପ୍ତ ତଥ୍ୟ ହାସଲ କରିଛି। ଉତ୍ତରପ୍ରଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଲାଗି ରାତା ରାତି ଓ୍ବେବସାଇଟ୍‌ ତିଆରି କରାଯାଇଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ହାଥରସ୍‌ ଘଟଣାକୁ ନେଇ ଏଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri