Home

ଏକକ ପିଜି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ: କରୋନା ଆକ୍ରାନ୍ତ ଦେଇପାରିବେ ପରୀକ୍ଷା

ଭୁବନେଶ୍ୱର,୯ା୧୦(ବ୍ୟୁରୋ): ଏକକ ପିଜି ପ୍ରବେଶିକା ପରୀକ୍ଷା ନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଆସନ୍ତା ୧୨ ତାରିଖରୁ ଚଳିତବର୍ଷ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ପିଜି ଶ୍ରେଣୀରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା…

ବ୍ୟାଙ୍କ ଲୁଟିବାକୁ ଆସିଥିଲେ ଏହି ଲୁଟେରା, ଏମିତି ପଡ଼ିଲେ ଧରା

ଜୟପୁର,୯ା୧୦: ରାଜସ୍ଥାନର ସିକରରେ ଥିବା ବ୍ୟାଙ୍କ ଲୁଟିବା ପାଇଁ ଜଣେ ଦୁର୍ବୃତ୍ତ ଆସିଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି। ଫଳରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ସିକର ଉଦ୍ୟୋଗ ନଗର ଥାନା ଅନ୍ତର୍ଗତ କାନାଡା ବ୍ୟାଙ୍କକୁ ଜଣେ ଅପରାଧୀ ଲୁଟିବା…

କ୍ୟାନ୍‌ସର ଠାରୁ ଦୂରେଇ ରଖିବ ବ୍ରୋକୋଲି

ବ୍ରୋକୋଲିକୁ ପରିବା ଭାବରେ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ପଲିଫେନଲ ଥିବାରୁ ଏହା କ୍ୟାନସର ବିରୋଧୀ ଅଟେ। ଏହାବ୍ୟତିତ ଏଥିରେ ଜଣେ ବୟସ୍କ ଲୋକଙ୍କ ଆବଶ୍ୟକତା ଅନୁସାରେ ଅନ୍ୟ ପୁଷ୍ଟିକାରକ ଦ୍ରବ୍ୟ ମଧ୍ୟ ମହଜୁଦ ରହିଛି। ବ୍ରୋକୋଲିରେ ଡ୍ରାଇଲଣ୍ଡ୍ରୋଲିଲ ମିଥେନ୍‌…

ମେଡ ଇନ୍ ଇଣ୍ଡିଆର ଦମ୍ : ଆଣ୍ଟି ବିକିରଣ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, ୯ ।୧୦: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ବା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ(ଡିଆର୍‌ଡିଓ) ପୁଣିଥରେ ଇତିହାସ ରଚିଛି । ଭାରତ ଶୁକ୍ରବାର ଆଣ୍ଟି ରେଡିଏଶନ ମିଶାଇଲ ‘ରୁଦ୍ରମ’ର ସଫଳ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରକୁ…

ବରଗଡ଼ରେ କମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୮୬ ପଜିଟିଭ୍‌ ଚିହ୍ନଟ

ବରଗଡ଼ ଅଫିସ,୯ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନି। ଶୁକ୍ରବାର ଜିଲାରେ ପୁଣି ୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ସର୍ବାଧିକ ୧୪ଜଣ ରହିଥିବା ବେଳେ ଭେଡେନ ବ୍ଲକର ୧୨,…

ପ୍ରେମ ନିବେଦନ ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚକଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରେମିକାକୁ ଗୋଲାପ ଫୁଲ ଦେଇ ଅଧିକାଂଶ ଲୋକ ପ୍ରେମ ନିବେଦନ କରିଥାନ୍ତି। ଆଉ କେତେକ ଲୋକ ଏହାଠାରୁ କିଛି ଭିନ୍ନ କରିବାକୁ ଚାହିଁଥାନ୍ତି। ସେମିତି ଜଣେ ବ୍ୟକ୍ତି ହେଲେ ଲଣ୍ଡନର ଜୋସ।ଜୋସ୍‌ ସାରା ନାମକ ଝିଅକୁ ପ୍ରେମ ନିବେଦନ କରିବା ନିମନ୍ତେ…

ବର୍ଷକୁ ୨୦ କୋଟି ଟଙ୍କାର ମଦ ପିଅନ୍ତି ଏହି ଦେଶର ଶାସକ

ପ୍ୟୋଙ୍ଗୟାଙ୍ଗ,୯ା୧୦: ବିଶ୍ୱରେ ଏମିତି କେହି ନାହିଁ, ଯିଏ କି ଉତ୍ତରକୋରିଆର ଶାସକ କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କୁ ନ ଜାଣିଛି। କିମ୍‌ ନିଜର ଏକଛତ୍ରବାଦ ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମିତିରେ ଉତ୍ତରକୋରିଆକୁ ‘ଗୁପ୍ତ ଦେଶ’ ବୋଲି କୁହାଯାଏ। କାରଣ ଏଠାକାର କଥା ବାହାର…

ଖିଲାଡି ହିରୋଙ୍କ ‘ଲକ୍ଷ୍ମୀ ବମ୍‌’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ଖିଲାଡି ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌’କୁ ଦେଖିବା ପାଇଁ ପ୍ରଶଂସକ ଚାହିଁ ବସିଛନ୍ତି। କାରଣ ଫିଲ୍ମରେ ଅକ୍ଷୟ ଏକ ଭିନ୍ନ ଶୈଳୀରେ ଜନର ଆସିବାକୁ ଥିବାରୁ ସେମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅନ୍ୟପଟେ ଫିଲ୍ମର ଟ୍ରେଲର ରିଲିଜ୍‌…

ଲିବ୍ୟାରେ ଅପହରଣର ଶିକାର ହେଲେ ୭ ଭାରତୀୟ

ନୂଆଦିଲ୍ଲୀ,୯।୧୦: ୭ ଭାରତୀୟଙ୍କୁ ଲିବ୍ୟାରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପହୃତଙ୍କୁ ମୁକୁଳାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅପହରଣର ଶିକାର ହୋଇଥିବା ୭ ଭାରତୀୟ ବିହାର,…

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୯।୧୦: : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଶୁକ୍ରବାର ଏହାର ଦ୍ବି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି। ଏନେଇ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଅକ୍ଟୋବର…

ଆମେରିକା ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିବେ କିମ୍‌-ଜୋଙ୍ଗ୍‌-ଉନ୍‌, ଟ୍ରମ୍ପଙ୍କ ପାଇଁ ବିପଦ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୯ା୧୦: କରୋନା ମହାମାରୀ ସମୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ନିଜର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୧୦ ଅକ୍ଟୋବରରେ ଶାସକ ଦଳର ୭୫ ତମ ପ୍ରତିଷ୍ଠା ଦିବସରେ କିମ୍‌ ଜୋଙ୍ଗ୍‌ ପୁଣି ଥରେ ନିଜର ଶକ୍ତି…

ସୋନୁ ସୁଦଙ୍କ ଉପରେ ସ୍କୁଲ ପ୍ରୋଜେକ୍ଟ ତିଆରିକଲେ ଏହି ଅଭିନେତ୍ରୀଙ୍କ ପୁଅ

ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଲୋକଙ୍କ ପାଇଁ ରିୟଲ ହିରୋ ପାଲଟିଛନ୍ତି। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବା ସେ ଆରମ୍ଭ କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର ଏହି କାମ ଜାରି ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri