୧୫ ଦିନରେ ବଢ଼ିଲାଣି ୪୦ ଟଙ୍କା
ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ପିଆଜ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡ଼କ ପକାଇଛି। ପ୍ରତ୍ୟେକ ଦିନ ଦର ବଢ଼ି ବଢ଼ି ଚାଲିଛି। ରାଜ୍ୟର ଅନେକ ସ୍ଥାନରେ ଏହାର ଖୁଚୁରା ଦର ୮୦ ଟଙ୍କା ଛୁଇଁଲାଣି। ଛୋଟ ପିଆଜ ୬୦ରୁ ୭୦…
ରିପବ୍ଲିକ୍ ଟିଭିର ୧,୦୦୦ ଜଣଙ୍କ ନାଁରେ ଏଫ୍ଆଇଆର୍
ମୁମ୍ବାଇ,୨୪ା୧୦: ରିପବ୍ଲିକ୍ ଟିଭିରେ କାର୍ଯ୍ୟରତ ୧,୦୦୦ ଜଣଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏଫ୍ଆଇଆର୍ କରିଛି। ଏନେଇ ଉକ୍ତ ନ୍ୟୁଜ୍ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନେଟ୍ଓ୍ବର୍କର ସମସ୍ତ ସମ୍ପାଦନା ମଣ୍ଡଳୀ ବିରୋଧରେ ଏଫ୍ଆଇଆର୍ କରାଯିବା…
ର’ ମୁଖ୍ୟ-ଓଲିଙ୍କ ବୈଠକକୁ ନେଇ ବିବାଦ
କାଠମାଣ୍ଡୁ,୨୪ା୧୦: ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ୍ (ର) ମୁଖ୍ୟ ସାମନ୍ତ କୁମାର ଗୋଏଲ ଓ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ମଧ୍ୟରେ ବୁଧବାର ହୋଇଥିବା ବୈଠକକୁ ନେଇ ପଡ଼ୋଶୀ ଦେଶରେ ବିବାଦ ସୃଷ୍ଟି ହୋଇଛି। ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି…
୯ରେ ଜାମିନରେ ଆସିିବେ ଲାଲୁ
ପାଟନା, ୨୪ା୧୦: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଫସିଥିବା ଆର୍ଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ ନଭେମ୍ବର ୯ରେ ଜାମିନ ପାଇ ଜେଲରୁ ମୁକୁଳିବେ। ଏନେଇ ପୁଅ ତଥା ବିରୋଧୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ଶୁକ୍ରବାର ପ୍ରକାଶ କରିଛନ୍ତି। ଏବେ ଲାଲୁପ୍ରସାଦ…
ଚାଇନା ଦଖଲରୁ ଜାଗା କେବେ ଫେରିବ
ହିସୁଆ, ୨୪ା୧୦: ବିହାରରେ ପ୍ରଚାର ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ଟାର୍ଗେଟ କରିଛନ୍ତି। ଲଦାଖରେ ଚାଇନା ଜୋର୍ଜବରଦସ୍ତ ଭାରତର ଜାଗାକୁ ମାଡ଼ିବସିଛି। କିନ୍ତୁ ପ୍ରଧାନମନ୍ତ୍ରୀ କେହି ଆମ ଜାଗା ନେଇନାହାନ୍ତି ବୋଲି କହୁଛନ୍ତି।…
୩୭୦ ଲାଗୁ ପ୍ରତିଶ୍ରୁତି ଅପମାନଜନକ
ପାଟନା, ୨୪ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ୩ଟି ସ୍ଥାନରେ ନିର୍ବାଚନ ରାଲି କରି ଭୋଟରଙ୍କୁ ମନାଇବା ଲାଗି ପ୍ରୟାସ କରିଛନ୍ତି। ବିହାରର ସାସାରାମ, ଗୟା ଓ ଭାଗଲପୁରରେ ସେ ବିରୋଧୀ କଂଗ୍ରେସ ଓ ଆର୍ଜେଡି ଉପରେ ବର୍ଷିଛନ୍ତି। ସାସାରାମରେ…
ପ୍ଲାଜ୍ମା ଥେରାପିରୁ ସୁଫଳ ମିଳୁନି: ଆଇସିଏମ୍ଆର୍
ନୂଆଦିଲ୍ଲୀ, ୨୪ା୧୦: କରୋନା ରୋଗୀଙ୍କ ଲାଗି ପ୍ଲାଜ୍ମା ଥେରାପି ବିଶେଷ ଫଳପ୍ରଦ ହେବ ବୋଲି କୁହାଯାଇଥିବାବେଳେ ଏହାର କୌଣସି ସୁଫଳ ମିଳୁ ନ ଥିବା ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ କୁହାଯାଇଛି। ବ୍ରିଟିଶ ମେଡିକାଲ ଜର୍ନାଲରେ ମଧ୍ୟ…
ଏଫ୍ଏଟିଏଫ୍ ଗ୍ରେ ଲିଷ୍ଟରେ ପାକିସ୍ତାନ
ନୂଆଦିଲ୍ଲୀ, ୨୪ା୧୦: ପାକିସ୍ତାନ ପୁଣି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍ଏଟିଏଫ୍)ର ଗ୍ରେ ତାଲିକାରେ ରହିଛି। ଆତଙ୍କବାଦ ରୋକିବା ଲାଗି ୨୭ଟିରୁ ୬ଟି ନିର୍ଦ୍ଦେଶ ପାଳନ କରି ନ ଥିବାରୁ ପୁଣି ତାକୁ ଗ୍ରେ ତାଲିକାରେ ରଖାଯାଇଛି। ଏଫ୍ଏଟିଏଫ୍ର ୨୧ଟି ନିର୍ଦ୍ଦେଶ ପାଳନ…
ଭାରତକୁ ଅପରିଚ୍ଛନ୍ନ କହିଲେ ଟ୍ରମ୍ପ୍
ଓ୍ବାଶିଂଟନ,୨୪ା୧୦: ଭାରତ ଅପରିଚ୍ଛନ୍ନ। ଭାରତ, ଚାଇନା ଓ ରୁଷିଆ ସେମାନଙ୍କ ପ୍ରଦୂଷିତ ବାୟୁର ଯନତ୍ ନେଉନାହାନ୍ତି ବୋଲି ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମାଲୋଚନା କରିଛନ୍ତି। ଡେମୋକ୍ରାଟ ନୋମିନି ଜୋ ବିଡେନଙ୍କ ସହ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିତର୍କ…
ଭାକ୍ସିନ ନେଇ ୩୨ ମୃତ
ସିଓଲ୍,୨୪ା୧୦:ଦକ୍ଷିଣ କୋରିଆରେ ଫ୍ଲୁ’ଜନିତ ସ୍ବାସ୍ଥ୍ୟ ସଙ୍କଟ ଦୂର କରିବା ପାଇଁ ସରକାର ଟିକାକରଣ କାର୍ଯ୍ୟକ୍ରମ ଚଳାଇଥିବାବେଳେ ଆଉ ଏକ ବିପଦ ମାଡ଼ିଆସିଛି। ‘କୋଭିଡ୍-୧୯’ ଏବଂ ‘ଇନ୍ଫ୍ଳୁଏଞ୍ଜା’କୁ ଦେଶରେ ‘ଟ୍ବିନଡେମିକ୍’ ବା ଯଁାଳା ମହାମାରୀ ବୋଲି ଅଭିହିତ କରାଯାଉଛି। ଏହି ଟ୍ବିନଡେମିକ୍ର ଗୋଷ୍ଠୀ…
ପାଣି ନଷ୍ଟ କଲେ ଏଣିକି ୫ ବର୍ଷ ଜେଲ ସହ ଦେବାକୁ ପଡିବ ଏକ ଲକ୍ଷ ଟଙ୍କା ଜରିମାନା
ନୂଆଦିଲ୍ଲୀ,୨୪ ।୧୦: ପାଣି ନଷ୍ଟ କରିବା ଲୋକେ ଏବେ ସାବଧାନ । କାରଣ କୌଣସି ବ୍ୟକ୍ତି ଅଥବା ସରକାରୀ ସଂସ୍ଥା ଯଦି ଭୂତଳରୁ ମିଳୁଥିବା ଜଳ ଯାହା ପାନୀୟ ଉପଯୋଗୀ ଜଳକୁ ନଷ୍ଟ କରୁଛନ୍ତି ଅବା ଅଯଥା ବ୍ୟବହାର କରୁଛନ୍ତି ତେବେ…
ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ ଅନୁକମ୍ପା ରାଶି
ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)-କୋଭିଡ୍ ମହାମାରୀ ମଧ୍ୟରେ ନଭେମ୍ବର ୩ ତାରିଖରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଙ୍ଗ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ ଯବାନଙ୍କର କୋଭିଡ୍ରେ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ…
Archives


