Home

ଧୋନୀଙ୍କ ଏହି ଅଭ୍ୟାସକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଇରଫାନ୍‌: କହିଲେ ‘ପୂର୍ବରୁ ଏଭଳି ଦେଖିନାହିଁ’

ନୂଆଦିଲ୍ଲୀ,୮।୯: ଆସନ୍ତା ୧୯ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଆଇପିଏଲ୍‌ ୨୦୨୦। ଏହାପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଭ୍ୟାସ ଜାରି କରିଛନ୍ତି। ତେବେ ଧୋନୀଙ୍କ ଓ୍ବିକେଟ୍‌କିପିଂକୁ ନେଇ ଭାରତୀୟ ଟିମ୍‌ର ପୂର୍ବ ଅଲରାଉଣ୍ଡର ଇରଫାନ ପଠାନ ଆଶ୍ଚର୍ଯ୍ୟ…

୧୩ ଚମରୀ ଗାଈ-୪ ବାଛୁରୀ ଚାଇନାକୁ ଫେରାଇଲେ ଭାରତୀୟ ଯବାନ

କାମେଙ୍ଗ, ୮।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ମାତ୍ର ଭାରତୀୟ ଯବାନ ସବୁବେଳେ ସଞ୍ଜମତା ଆଚରଣ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ସୀମାକୁ ଚାଇନାର ୧୩ ଚମରୀ ଗାଈ ଏବଂ ୪ ବାଛୁରୀ ପଶିଆସିଥିଲେ। ଚରିବା ସମୟରେ ସେମାନେ…

ଘରେ ଝାଡୁ କରିବା ଓ ରଖିବା ସମୟରେ କରନ୍ତୁ ନାହିଁ ଏପରି ଭୁଲ: ମାଡ଼ି ଆସିବ ଦରିଦ୍ରତା

ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍‌ ନୁହେଁ, ଝାଡ଼ୁରେ ଗୋଡ ମାରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗିଯାଇଥାନ୍ତି। ଏହାକୁ ନେଇ ବାସ୍ତୁଶାସ୍ତ୍ରରେ…

ଡ୍ରଗ୍ସ କାରବାରରେ ଗିରଫ ହେଲେ ଏହି ଅଭିନେତ୍ରୀ

ସ୍ୟାଣ୍ଡେଲଉଡ୍‌ ଡ୍ରଗ୍ସ କାରବାର ଘଟଣାର ତଦନ୍ତ ଜାରି ରଖିଛି ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ ପୋଲିସ। ଏହି ମାମଲାରେ ସମ୍ପୃକ୍ତି ଥିବା ନେଇ ପୋଲିସ କନ୍ନଡ ଅଭିନେତ୍ରୀ ସଞ୍ଜନା ଗଲରାନୀଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ପୋଲିସ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କ ସମେତ…

ଏହି ଦେଶଗୁଡିକରେ ଭାରତର ଛାତ୍ରୀଛାତ୍ରଙ୍କୁ ମିଳିଥାଏ ମାଗଣା ଶିକ୍ଷା!

ସାରା ବିଶ୍ୱରୁ ନିରକ୍ଷରତା ଦୂର କରିବା ଉଦ୍ଦେଶ୍ୟରେ ସେପ୍ଟେମ୍ବର ୮ ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ। ବିଶ୍ୱର ଆବଶ୍ୟକତା ମଧ୍ୟରୁ ସାକ୍ଷରତା ଅନ୍ୟତମ। କାରଣ ଏହାଦ୍ୱାରା ସାମାଜିକ ଏବଂ ଅର୍ଥନୈତିକ ବିକାଶ ହୋଇପାରିବ। ଯେଉଁ ଦେଶର ଲୋକମାନେ…

ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି: ପଟ୍ଟାମୁଣ୍ଡାଇ ଯୁବ କଂଗ୍ରେସ ପକ୍ଷରୁ କୁଶପୁତଳିକା ଦାହ

ପଟ୍ଟାମୁଣ୍ଡାଇ, ୮।୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବିକରି ପଟ୍ଟାମୁଣ୍ଡାଇ ଯୁବ କଂଗ୍ରେସ ପକ୍ଷରୁ ବାଇପାସ୍‌ ଛକଠାରେ ଆନ୍ଦୋଳନ ହୋଇଛି। ‘ମା’କୁ ସମ୍ମାନ’ ନାରା ଦେଇ ଆସୁଥିବା ସରକାରୀ ଦଳର ଜଣେ ଏମ୍‌ପି ନିଜ ସ୍ତ୍ରୀଙ୍କୁ ନିର୍ଯାତନା…

ଚାଇନା ବିରୋଧରେ ପିଓକେରେ ମଶାଲ ରାଲି

ମୁଜାଫରବାଦ୍‌, ୮।୯: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଚାଇନା ବିରୋଧୀ ପ୍ରଦର୍ଶନ ଜାରି ରହିଛି। ସ୍ଥାନୀୟ ମୁଜାଫରବାଦ୍‌ରେ ନୀଲମ୍‌ ଏବଂ ଝେଲମ୍‌ ନଦୀରେ ନିର୍ମିତ ହେଉଥିବା ବନ୍ଧକୁ ସ୍ଥାନୀୟ ବାସିନ୍ଦା ବିରୋଧ କରି ମଶାଲ ରାଲି କରିଛନ୍ତି। ଏହି ବନ୍ଧ ଚାଇନା କମ୍ପାନୀ…

ଅନୁଭବ ମହାନ୍ତିଙ୍କୁ ଗିରଫ ଦାବି: ଦାବିପତ୍ର ପ୍ରଦାନ

ଚୌଦ୍ୱାର,୮।୯(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନାରେ ମଙ୍ଗଳବାର ଅନ୍ତର୍ଜାତୀୟ ମାନବାଧିକାର ସଙ୍ଗଠନର ରାଜ୍ୟ ସଭାପତି ସସ୍ମିତା ଦାସଙ୍କ ତରଫରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନ୍ୟାୟ ଯୋଗାଇଦେବା ସହ ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ଡିଜିଙ୍କ ଉଦ୍ଦେଶ୍ୟରେ ଚୌଦ୍ୱାର ଥାନା ଅଧିକାରୀ…

ପୋଲିସ ଗାଡ଼ି ଧକ୍କାରେ ଜିଆର୍‌ଏସ୍‌ଙ୍କ ଜୀବନ ଗଲା

ମାଲକାନଗିରି,୮।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ନିକଟରେ ପୋଲିସ ଗାଡ଼ି ଧକ୍କାରେ ମଙ୍ଗଳବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ନାୟକଗୁଡା ଗ୍ରାମରେ କାର୍ଯ୍ୟରତ ଜିଆର୍‌ଏସ୍‌ ବାଲାରାଜୁ ସାହୁ। ପ୍ରକାଶ ଯେ, ମାଥିଲି ଥାନାର କେତେଜଣ ଅଧିକାରୀ ମାଲକାନଗିରି…

ଏଲ୍‌ଏସିରେ ଉତ୍ତେଜନା: ରାଜନାଥଙ୍କ ପରେ ଜୟଶଙ୍କରଙ୍କ ୪ ଦିନିଆ ରୁଷ୍‌ ଗସ୍ତ

ନୂଆଦିଲ୍ଲୀ, ୮।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩ ଦିନିଆ ରୁଷ୍‌ ଗସ୍ତ ପରେ ଏବେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ୪ ଦିନିଆ ଗସ୍ତ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।…

ନିର୍ବନ୍ଧ ପରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଧୋକା ଦେଇଥିଲେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ୨୦ ବର୍ଷ ପୂର୍ବେ ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ। ତେବେ ଟ୍ବିିଙ୍କଲ ପୂର୍ବରୁ ଅକ୍ଷୟଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲା। ରବିନା ଟଣ୍ଡନ, ଶିଳ୍ପା ଶେଟ୍ଟୀ, ରେଖା ଏବଂ ଆହୁରି ଅନେକ…

ନିଜ ଦାୟିତ୍ୱ ନିଜ ହାତରେ

ଏବେ ଧୀରେ ଧୀରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ କଟକଣା ଉଠାଇ ଦିଆଯାଇଛି। କିନ୍ତୁ କରୋନା ସଂକ୍ରମଣ କମ୍‌ ହୋଇନାହିଁ। ପୂର୍ବପରି କରୋନା ସବୁ ସ୍ଥାନରେ ତା’ର ଉପସ୍ଥିତି ଜାହିର କରିଛି। ତେଣୁ ଏ ସମୟରେ ଅନ୍ୟମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୃହିଣୀମାନେ କି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri