Home

ଲାଲଗଡରେ ପହଞ୍ଚିଲେ ଡିଜି ଅଭୟ

ଚିତ୍ରକୋଣ୍ଡା,୧୪।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଥିବା ଲାଲଗଡ ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପରେ ସୋମବାର ପହଞ୍ଚିଛନ୍ତି ରାଜ୍ୟ ପୋଲିସ ଡିଜି ଅଭୟ। ମାଓ ଦମନ ତଥା ଉକ୍ତ ଅଞ୍ଚଳକୁ ମାଓ କବଳରୁ ମୁକ୍ତ କରିବାକୁ ବିମାନ ଯୋଗେ ଡିଜି ଅଭୟ…

ସ୍ମରଣ ଶକ୍ତି ବଢ଼ାଏ ଅଣ୍ଡା

ସ୍ମରଣ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏହାର ସରଳ ତଥା ସହଜ ଉପାୟ ରହିଛି, ପୁଣି ହାତ ପାଆନ୍ତାରେ। ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଅଣ୍ଡା ଖାଆନ୍ତି, ତେବେ ତାହାର…

ମଙ୍ଗଳ ଗ୍ରହ : କିଛି କଥା

ମଙ୍ଗଳ ଗ୍ରହକୁ ଲୋହିତ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀ ସଦୃଶ ଏହି ଗ୍ରହର ଅକ୍ଷ ୨୩.୫ ଡିଗ୍ରୀ କୋଣରେ ଢଳି କରି ରହିଛି। ଏହି ଗ୍ରହ ନିଜ ଅକ୍ଷ ଚାରିପଟେ ଥରେ ଘୂରି ଆସିବା ପାଇଁ ୨୪ ଘଣ୍ଟା ୩୯ ମିନିଟ୍‌…

ମାନସିକ ଦୁଶ୍ଚିନ୍ତା

ଦୁଶ୍ଚିନ୍ତା ମନ ଭିତରେ ବହୁ ଦିନ ଧରି ବସା ବାନ୍ଧି ରହିବା ଦ୍ୱାରା ମନ ଭାରାକ୍ରାନ୍ତ ହୋଇ ତାହା ମାନସିକ ତଥା ଶାରୀରିକ ସ୍ତରରେ ପ୍ରଭାବ ପକାଇ ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ, ଶ୍ୱାସ, ଅଜୀର୍ଣ୍ଣ, ମୁଣ୍ଡ ବ୍ୟଥା, ଅନିଦ୍ରା ସହ…

ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୧୪।୧୨: ଗତ ୯ ମାସ ପରେ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନଗୁଡିକ ସର୍ବସାଧାରଣଙ୍କ ପାଇଁ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଟୁଇଟ୍‌ ଯୋଗେ କହିଛନ୍ତି,…

ଉପାସରେ ଅନ୍ନଦାତା: ଜିଦ୍‌ରେ ଅଟଳ କେନ୍ଦ୍ର ସରକାର, ରାଜନୈତିକ କାଦୁଅ ଫିଙ୍ଗା ଜୋରଦାର୍‌

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ୧୯ ଦିନରେ ପହଞ୍ଚିଛି। ସରକାରଙ୍କ ଉପରେ ଚାପ ବୃଦ୍ଧି କରିବା ଲାଗି ଅନ୍ନଦାତାମାନେ ସୋମବାର ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉପାସରେ ବସି ରହିଛନ୍ତି। ଅନ୍ନଦାତାଙ୍କୁ ସମର୍ଥନ…

ସ୍କୁଲ ପିଲାଙ୍କ ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍‌: କମିବ ବସ୍ତାନୀ ବୋଝ

ଭୁବନେଶ୍ୱର,୧୪।୧୨: ସ୍କୁଲ ପିଲାଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆଣିଛନ୍ତି କେନ୍ଦ୍ର ସରକାର। ଏହି ଗାଇଡ୍‌ଲାଇନ୍‌ ଅନୁସାରେ ପିଲାଙ୍କ ବହି ବ୍ୟାଗ ବୋଝ କମିବ। ପିଲାଙ୍କ ଓଜନ ଠାରୁ ବହି ବ୍ୟାଗ୍ର ଓଜନ ୧ାଲି ପ୍ରତିଶତରୁ କମ ରହିବ। ପ୍ରତି ତିନି ମାସରେ…

ଅସ୍ତ୍ରୋପଚାର ପାଇଁ ଅହମ୍ମଦାବାଦ ଗଲେ ୧୦ ହୃଦ୍‌ରୋଗ ପୀଡିତ ଶିଶୁ

ଛତ୍ରପୁର,୧୪।୧୨(ଡି.ଏନ.ଏ.)- ଗଞ୍ଜାମ ଜିଲାର ହୃଦରୋଗରେ ପୀଡିତ ୧୦ଜଣ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରବିବାର ରାତିରେ ଅହମଦାବାଦ ପଠାଯାଇଛି। ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ ଯୋଜନାରେ ଅହମ୍ମଦାବାଦର ସତ୍ୟସାଇ ହୃଦ ହସ୍ପିଟାଲରେ ମାଗଣା ଅସ୍ତ୍ରୋପଚାର ହେବ। ଖୋର୍ଦ୍ଧା ରୋଡ଼ ଷ୍ଟେଶନରୁ ଟ୍ରେନ ଯୋଗେ ଶିଶୁମାନେ…

ପାକିସ୍ତାନର ବିବାଦୀୟ ମନ୍ତବ୍ୟ: ଚାଣକ୍ୟ-ପାଣିନି ଥିଲେ ପାକିସ୍ତାନୀ

ଇସଲାମାବାଦ୍‌,୧୪।୧୨: ପାକିସ୍ତାନର ବିବାଦୀୟ ମନ୍ତବ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଏତ୍‌ନାମ୍‌ରେ ଅବସ୍ଥାପିତ ଥିବା ପାକିସ୍ତାନ ରାଷ୍ଟ୍ରଦୂତ କ୍ୱାମର ଅବାସ ଖୋଖାର କହିଛନ୍ତି ଯେ, ପ୍ରାଚୀନ ତକ୍ଷଶୀଳା ବିଶ୍ୱବିଦ୍ୟାଳୟ ପାକିସ୍ତାନରେ ଥିଲା। ଚାଣକ୍ୟ ଏବଂ ପାଣିନି ପାକିସ୍ତାନର ବାସିନ୍ଦା…

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବି: ସତ୍ୟାଗ୍ରହକୁ ଓହ୍ଲାଇଲେ ଚାଷୀ, ସମର୍ଥନ କଲା କଂଗ୍ରେସ

ବରଗଡ ଅଫିସ,୧୪।୧୨- କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ ସୋମବାର ବରଗଡ ଗାନ୍ଧୀଛକରେ ଚାଷୀମାନେ ସତ୍ୟାଗ୍ରହକୁ ଓହ୍ଲାଇଛନ୍ତି । ପଶ୍ଚିମ ଓ କୃଷକ ସଂଗଠନ…

କରୋନା ମୁକ୍ତ ହେଲା ନ୍ୟୁଜିଲାଣ୍ଡ: ଖୁସିରେ ନାଚିଲେ ପ୍ରଧାନମନ୍ତ୍ରୀ

ଓ୍ବିଲିଂଟନ୍‌,୧୪।୧୨: ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ଭାବେ କରୋନା ମୁକ୍ତ ହୋଇଛି। ଏହି ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେର୍ନ ଖୁସିରେ ନାଚିଛନ୍ତି। ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଥିବାବେଳେ କୌଣସି ସଂକ୍ରମିତ ମଧ୍ୟ ନ ଥିବା ସରକାରଙକକ ପକ୍ଷରୁ କୁହାଯାଇଛି।…

ଇନଫୋସିଟି ନାବାଳିକା ଗଣବଳାତ୍କାର ମାମଲା: ୪ ଗିରଫ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ) ଭୁବନେଶ୍ବର ଇନଫୋସିଟି ନାବାଳିକା ଗଣବଳାତ୍କାର ମାମଲାରେ ସୋମବାର ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଚାରିଜଣ ହେଲେ ଅନିରୁଦ୍ଧ ପଣ୍ତା, କୃଷ୍ଣ ବେହେରା, ସିକ୍ୟୁରିଟୀ ଗାର୍ଡ ଶ୍ରୀବତ୍ସ ସାମଲ ଓ ବିଜୟ ରାଉତ। ଏହି ଚାରିିଜଣ ରାଜ୍ୟର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?