ବିଚ୍ ରାସ୍ତାରେ ମୃତଦେହ ଅଦଳବଦଳ, ପୂରା ଘଟଣାବଳୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଭୋପାଳ,୨୭ା୯: ସବୁବେଳେ ଚର୍ଚ୍ଚାରେ ରହୁଥିବା ଇନ୍ଦୋରର ଗ୍ରେଟର କୈଳାସ ହସ୍ପିଟାଲ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ଚର୍ଚ୍ଚା ସବୁ ଚର୍ଚ୍ଚାକୁ ଟପିଯାଇଛି। ଏଠାରେ ଏଥର ମୃତଦେହ ଅଦଳବଦଳ ହୋଇଛି। ଯାହାକୁ ନେଇ ମୃତକଙ୍କ ପରିବାର ଲୋକେ ହସ୍ପିଟାଲ ପରିସରରେ ହୋ-ହଲ୍ଲା…
ମୋଦି ଜୀ ଟିକେ ଧୋନୀଙ୍କୁ ବୁଝାନ୍ତୁ, କାହିଁକି ଏମିତି କହିଲେ ସେହ୍ବାଗ
ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ମ୍ୟ୍ୟାଚ୍ ବିଜୟରୁ ଆରମ୍ଭ କରିଥିଲା। କିନ୍ତୁ ଗତ ଦୁଇଟି ମ୍ୟାଚ୍ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି। ଦଳର ଲଗାତର ପରାଜୟକୁ ନେଇ ପ୍ରଶ୍ନ ଉଠିଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ କରିବା…
ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଶାନ୍ତି ଫେରିଛି: ଅମିତ ଶାହା
ନୂଆଦିଲ୍ଲୀ, ୨୭।୯: ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଶାନ୍ତି ଫେରିି ଆସିଛି। ଗତ ୫ ବର୍ଷ ଧରି ଏହି ଅଞ୍ଚଳରେ ଆର୍ଥିକ ବିକାଶ, ପର୍ଯ୍ୟଟନ ଶିଳ୍ପର ବିକାଶ ତଥା ନିଯୁକ୍ତି ସୁଯୋଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଦିନେ ହିଂସା, ଅନୁପ୍ରବେଶ ଏବଂ…
ଏମିତି ଲାଇବ୍ରେରୀ, ଯାହା ଆଗରୁ କେବେ ଦେଖି ନ ଥିବେ କି ଶୁଣି ନ ଥିବେ
ଇଟାନଗର,୨୭ା୯: ବିଶ୍ୱରେ ଅନେକ ଲାଇବ୍ରେରୀ ରହିଛି। ମାତ୍ର ଆଜି ଏମିତି ଏକ ଲାଇବ୍ରେରୀ ବିଷୟରେ କହିବୁ ଯାହା କେବେ ଆଗରୁ ଦେଖି ନ ଥିବେ କି ଶୁଣି ନ ଥିବେ। ଏହି ଲାଇବ୍ରେରୀର ନାମ ହେଉଛି ‘ଷ୍ଟ୍ରିଟ୍ ଲାଇବ୍ରେରୀ’। ଅରୁଣାଚଳ ପ୍ରଦେଶରେ…
ସୋମବାର ମୋଦି-ଫ୍ରେର୍ଡିକ୍ସେନ୍ ଭର୍ଚୁଆଲ୍ ବୈଠକ
ନୂଆଦିଲ୍ଲୀ, ୨୭।୯: ଭାରତ ଡେନମାର୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ସୋମବାର ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଟିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନମାର୍କ ପ୍ରତିପକ୍ଷ ମେଟେ ଫ୍ରେର୍ଡିକ୍ସେନ୍ଙ୍କ ସହିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ…
ଏଲ୍ଓସିରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଭୟରେ ଦୌଡ଼ିଲେ ୫ ଆତଙ୍କବାଦୀ
ଶ୍ରୀନଗର, ୨୭।୯: ଏଲ୍ଓସିରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଜମ୍ମୁ-କଶ୍ମୀରର ସାମ୍ବା ଜିଲାର ଚଘଓ୍ବାଲ ସେକ୍ଟରର ମଙ୍ଗୁଚାକ୍ ବର୍ଡର ପୋଷ୍ଟ ନିକଟରେ ସୀମା ପାର ହୋଇ ଅନୁପ୍ରବେଶ ପ୍ରୟାସ ବିଏସ୍ଏଫ୍ ଯୋଗୁ ବିଫଳ ହୋଇଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ…
ଏହି ନିର୍ଦ୍ଦେଶକ ଏବେ ଠେଲାରେ ବିକୁଛନ୍ତି ପରିବା, ଜାଣନ୍ତୁ ତାଙ୍କ ଦୁଃଖଭରା କାହାଣୀ
ମୁମ୍ବାଇ: କେତେକ ଟେଲି ସିରିୟଲ ଏବଂ ଫିଲ୍ମରେ ନିର୍ଦ୍ଦେଶନା ଦେଇ ବେଶ୍ ପରିଚିତି ଲାଭ କରିଥିବା ନିର୍ଦ୍ଦେଶକ ରାମଭ୍ରିକ୍ ଗୌର ଆଜି ଠେଲା ଗାଡ଼ିରେ ପରିବା ବିକୁଛନ୍ତି। ଯେଉଁ କଳାକାରମାନଙ୍କୁ ସେମାନଙ୍କ ନିର୍ଦ୍ଦେଶରେ ହସାନ୍ତି ଆଉ କନ୍ଦାନ୍ତି ସେ ନିଜେ ଆଜି…
କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୨ ପ୍ରତିଶତ ଟପିଲା
ନୂଆଦିଲ୍ଲୀ, ୨୭।୯: ଭାରତରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୨.୪୬ ପ୍ରତିଶତ ଛୁଇଁଛି ବୋଲି ସ୍ବାସ୍ଥ୍ୟ ଓ ପରିବାର…
ଅକ୍ଟୋବରରେ ଖୋଲିପାରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ
ଭୁବନେଶ୍ୱର,୨୭ା୯(ବ୍ୟୁରୋ): କୋଭିଡ୍ କଟକଣା ଭିତରେ ଅକ୍ଟୋବରରୁ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲାଯିବା ନେଇ ଯୋଜନା ଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆଜି ମନ୍ତ୍ରୀ ମନ୍ତ୍ରୀ କହିଛନ୍ତି, କରୋନାରେ ପର୍ଯ୍ୟଟନ ବିଭାଗ…
ଫାଟିଗଲା ରେଡ୍ ଓ୍ବାଇନ ଟ୍ୟାଙ୍କର, ଆଉ ତା’ ପରେ…
ମାଡ୍ରିଡ୍,୨୭ା୯: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ରେଡ୍ ଓ୍ବାଇନ୍ ଟ୍ୟାଙ୍କର ଫାଟି ୫୦ ହଜାର ଲିଟର ରେଡ୍ ଓ୍ବାଇନ୍ ବା ନାଲି ମଦ ପାଣି ପରି ବହୁଛି।…
ଏଲ୍ଏସିରେ ଉତ୍ତେଜନା: ଟି-୯୦, ଟି-୭୨ ଟ୍ୟାଙ୍କ ମୁତୟନ
ଲେହ, ୨୭।୯: ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତ ପକ୍ଷରୁ ଚାଇନାକୁ କଡ଼ା ଜବାବ ଦେବାକୁ ଏଠାରେ ଟି-୯୦ ଏବଂ ଟି-୭୨ ଟ୍ୟାଙ୍କ ସହିତ ବିଏମ୍ପି-୨ ଇନଫାଣ୍ଟ୍ରି କମ୍ବାଟ୍ ଭେହିକିଲ୍ ମଧ୍ୟ ମୁତୟ ନ କରାଯାଇଛି। ଏହା…
ଚଷମା ପିନ୍ଧୁଥିଲେ
ବର୍ତ୍ତମାନ ଚକ୍ଷୁ ସମସ୍ୟା ହେଉ ଅବା ଫ୍ୟାଶନ୍ ଲାଗି ଅନେକଙ୍କୁ ଚଷମା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହେଲେ ଆପଣ ଜାଣନ୍ତିକି, ଚଷମା ବ୍ୟବହାର କରୁଥିଲେ କେତୋଟି କଥା ପ୍ରତି ଧ୍ୟାନ ନ ଦେଲେ ଏହା ଅନ୍ୟାନ୍ୟ ସମସ୍ୟାର କାରଣ ସାଜିପାରେ……
Archives


