Home

କ୍ଷେତ୍ରରେ ଆଖୁ ଚୋବାଉଛନ୍ତି ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଖରାପ ଫର୍ମ ଯୋଗୁ ଏବେ ଦଳରୁ ବିଦା ହୋଇଛନ୍ତି। କ୍ରିକେଟରୁ ଦୂରେଇ ଏବେ ସେ ଗାଁରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏହି ସମୟରେ ସେ ଗାଁରେ ଥିବା…

୨୨ ବର୍ଷୀୟ ଅଦନାନଙ୍କ ଅଛନ୍ତି ୩ ସ୍ତ୍ରୀ: ଚତୁର୍ଥ ବିବାହ ପାଇଁ ଚାଲିଛି କନିଆ ଖୋଜା, ସହଯୋଗ କରୁଛନ୍ତି ପତ୍ନୀ

ଆଜିକାଲିର ଯୁବପିଢ଼ୀ ଶିଘ୍ର ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ହେଲେ ପାକିସ୍ତାନର ଜଣେ ଯୁବକଙ୍କ କାହାଣୀ ଯଦି ଆପଣ ଶୁଣିବେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ପାକିସ୍ତାନର ଅଦନାନ ୨୨ ବର୍ଷର ହୋଇଥିବା ବେଳେ ତିନିଟି ବିବାହ କରିଛନ୍ତି। ଏବେ ସେ…

ଡିଜିଟାଲ ଇଣ୍ଡିଆ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି: ମୋଦି

ନୂଆଦିଲ୍ଲୀ,୧୯।୧୧: ଦେଶର ବିକାଶରେ ପ୍ରାଦ୍ୟୋଗିକ ଜ୍ଞାନକୌଶଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ ଇଣ୍ଡିଆ ଏବେ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁ ପ୍ରାଦ୍ୟୋଗିକ ଶିଖର ସମ୍ମଳିନୀରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ଗୁରୁବାର ଏଭଳି କହିଛନ୍ତି। ଭାରତ…

ବଦଳିବ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଚିତ୍ର

ପୁରୀ ଅଫିସ,୧୮ା୧୧:ବଦଳିବ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ଏହାର ଚତୁଃପାର୍ଶ୍ୱ ଚିତ୍ର। ଅବହେଳିତ ଅବସ୍ଥାରେ ଥିବା ଏହି ତୀର୍ଥ ପୁଷ୍କରିଣୀର ଉନ୍ନତୀକରଣ କରାଯିବ। ଐତିହ୍ୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଏହାକୁ ବିକଶିତ କରାଯିବ। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା ହେବ। ପୁଷ୍କରିଣୀକୁ…

ଖୋଲା ଆକାଶ ତଳେ ଶୋଇପାରିବେନି ପିଲା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ରାଜ୍ୟର ଅଧିକାଂଶ ସହରାଞ୍ଚଳରେ ପିଲାମାନେ ନିଜ ବାସହୀନ ପରିବାରଙ୍କ ସହ ଖୋଲା ଆକାଶ ତଳେ ରହୁଛନ୍ତି। ଶୀତ ଦିନରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସିବା ସହ ଏହାର ପ୍ରକୋପ ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି। ତେଣୁ ସେମାନଙ୍କ ସ୍ବାସ୍ଥ୍ୟ…

ପୁରୀକୁ ଆସିବାରୁ ଲୋକେ ମୋତେ ଚିହ୍ନିଲେ: ସମ୍ବିତ୍‌

ପୁରୀ ଅଫିସ, ୧୮ା୧୧:ପୁରୀକୁ ନେଇ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ତୀବ୍ର ବିରୋଧ କରିଛନ୍ତି। ଲେଖାଶ୍ରୀଙ୍କ ମନ୍ତବ୍ୟ ଥିଲା, ଭାରତର ଅନେକ ଲୋକ ପୁରୀକୁ କଲିକତାର ବୋଲି ଆଗରୁ ଭାବୁଥିଲେ।…

ରକ୍ତ ଦେଇ ନାବାଳକର ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ରକ୍ତ ଦେଇ ନାବାଳକର ଜୀବନ ବଞ୍ଚାଇଛନ୍ତି ଜଣେ ଆମ୍ବୁଲାନ୍ସ କର୍ମଚାରୀ। ଜଣେ ଅପରିଚିତ ରୋଗୀକୁ ରକ୍ତ ଦାନକରିଥିବା ମାନବିକତାର ପରିଚୟ ଦେଇଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସୁଜିତ୍‌ ସାହୁଙ୍କ ପାଖକୁ ଏବେ ପ୍ରଶଂସାର ସୁଅ ଛୁଟୁଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ…

ସୁପ୍ରିମ୍‌କୋର୍ଟଙ୍କ ବଡ଼ ନିଷ୍ପତ୍ତି: ରାଜ୍ୟର ଅନୁମତି ବିନା ହେବନି ସିବିଆଇ ଯାଞ୍ଚ୍‌

ନୂଆଦିଲ୍ଲୀ,୧୯।୧୧: ସିବିଆଇ ଯାଞ୍ଚ୍‌ ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଗୁରୁବାର ବଡ଼ ନିଷ୍ପତ୍ତିି ନିଆଯାଇଛି। ଏଣିକି ରାଜ୍ୟର ବିନା ଅନୁମତିରେ କୌଣସି ସିବିଆଇ ଯାଞ୍ଚ ହୋଇପାରିବ ନାହିଁ। ଝାଡ଼ଖଣ୍ଡ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ମିଜୋରାମ ଏବଂ ପଞ୍ଜାବ ଆଦି ୮ଟି…

୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୯୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୭…

ରାଜ୍ୟରେ ପୁଣି ୮୬୮ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୮୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୩୬୯ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ…

ତୁଟୁନି ପୁତ୍ର ମୋହ: ବଢୁଛି ଅସନ୍ତୁଷ୍ଟଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୯।୧୧: କଂଗ୍ରେସରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିହାର ନିର୍ବାଚନ ଫଳାଫଳପରେ ସ୍ଥିତି ଅଧିକ ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ଦଳର ୨୩ ଜଣ ଅସନ୍ତୁଷ୍ଟଙ୍କ ବୈଠକ ଶେଷ ହୋଇଥିବା କୁହାଯାଉଛି। ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଏବେ ୫୦ ଟିପିଥିବା…

ଜୋର୍‌ ଧରିଲା କ୍ୟାନସର ହସ୍ପିଟାଲ ସ୍ଥାପନ ଦାବି, ଜିଲପାଳ ଅଫିସକୁ ଚେତାବନୀ ଶୋଭାଯାତ୍ରା

ବରଗଡ ଅଫିସ,୧୯।୧୧- ବରଗଡ ଜିଲାରେ କ୍ୟାନସର ହସପିଟାଲ ଦାବି ଜୋର୍‌ ଧରିଛି। ଏହାକୁ ନେଇ ଆନ୍ଦୋଳନ ତେଜି ଉଠିଛି। ମଙ୍ଗଳବାରରୁ କୋସଲ ସେନାର ୨କର୍ମୀ ସ୍ଥାନୀୟ ଗାନ୍ଧୀଛକରେ ଅନଶନରେ ବସିଥିବା ବେଳେ ଗୁରୁବାର ଫୋରମ ଫର୍‌ କ୍ୟାନସର ହସପିଟାଲ ଇନ ବରଗଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri