ରାଜ୍ୟପାଳଙ୍କୁ କରୋନା
ଭୁବନେଶ୍ୱର,୨ା୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ତାଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ରାଜ୍ୟପାଳ ନିଜେ ସୋମବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ୍ କରାଇ ନେବାକୁ ମଧ୍ୟ ରାଜ୍ୟପାଳ ଅନୁରୋଧ…
ବିହାରକୁୁ ସମ୍ଭାଳିବାରେ ନୀତିଶ ଅକ୍ଷମ: ତେଜସ୍ବୀ
ପାଟନା,୨।୧୧: ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଆର୍ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସୋମବାର ସେ କହିଛନ୍ତି ଯେ, ବିହାରକୁ ସମ୍ଭାଳିବାରେ ନୀତିଶ ଅକ୍ଷମ।…
ବୁଥ୍ରେ ପହଞ୍ଚିଲେ ପୋଲିଂ କର୍ମଚାରୀ
ଜଗତ୍ସିଂହପୁର ଅଫିସ,୨ା୧୧: ପୋଲିଂ କର୍ମଚାରୀ ବୁଥ୍ମୁହାଁ ହୋଇଛନ୍ତି। କର୍ମଚାରୀମାନେ ସ୍ଥାନୀୟ ଏସ୍ଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ହୋଇଥିବା ପୋଲିଂ ପାର୍ଟି ପ୍ରେରଣ କେନ୍ଦ୍ରରେ ପହଞ୍ଚିଲା ପରେ ପରେ ସେମାନଙ୍କୁ ବିଭିନ୍ନ ବୁଥ୍କୁ ପଠାଇ ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍…
ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ
ପାଟନା,୨ା୧୧(ଆଇଏଏନ୍ଏସ୍): ବିହାର ବିଧାନସଭା ଲାଗି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୩ ତାରିଖରେ ହେବାକୁ ଥିବାବେଳେ ରବିବାର ସନ୍ଧ୍ୟାରେ ସେଠାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ସବୁ ଦଳ ପକ୍ଷରୁ ପ୍ରଚାରକୁ ଜୋର୍ଦାର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷ ଦିନରେ…
ଅକ୍ଟୋବରରେ ୩୦% କମିଛି ସଂକ୍ରମଣ
ନୂଆଦିଲ୍ଲୀ,୨ା୧୧(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରବିବାର ସକାଳ ସୁଦ୍ଧା ୮୧.୮୪ ଲକ୍ଷରେ ପହଞ୍ଚତ୍ଛି। ତେବେ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ନୂଆ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ପାଖାପାଖି ୩୦ ପ୍ରତିଶତ ହ୍ରାସ ପାଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ୭୪.୯୧ ଲକ୍ଷ ଲୋକ…
‘ଲଭ୍ ଜିହାଦ’ ବିରୋଧରେ ଆଇନ ଆଣିବ ହରିୟାଣା
ଚଣ୍ଡିଗଡ଼,୨ା୧୧(ପି.ଟି.): ‘ଲଭ୍ ଜିହାଦ’ ବିରୋଧରେ ଆଇନ ଆଣିବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିବାର ଦିନକ ପରେ ହରିୟାଣା ମଧ୍ୟ ଅନୁରୂପ ଆଇନ ଆଣିବା ଲାଗି ବିଚାର କରୁଛି। ଅପରାଧୀ ଯେପରି ଖସି ନ ପାରିବେ, ସେଥିପାଇଁ ଆଇନରେ…
ପ୍ରେମିକାଙ୍କୁ ସମୁଦ୍ର କୂଳରେ ଖୋଜୁଥିଲେ ଏହି ଅଭିନେତା
ବଲିଉଡ୍ ବାଦ୍ଶାହ ଶାହରୁଖ୍ ଖାନ୍ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖ୍ କେବଳ ଅଭିନୟରେ ନୁହେଁ ପ୍ରେମରେ ମଧ୍ୟ ସଫଳ ହୋଇଛନ୍ତି। ଶାହରୁଖ ପିଲାଦିନର ବନ୍ଧୁ ଗୌରୀଙ୍କୁ ବିବାହ କରିଥିଲେ।…
୪ ରାଜ୍ୟ ଶେଷ ଭରସା
ଓ୍ବାଶିଂଟନ,୨ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ଦୁଇଦିନ ବାକି ଥିବାବେଳେ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିଜୟ ସମ୍ଭାବନା ଥିବା ନେଇ ବିଶ୍ଳେଷକମାନେ କହୁଥିବାବେଳେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ୪ ବର୍ଷ ତଳେ ହିଲାରୀ କ୍ଲିଣ୍ଟନଙ୍କ…
ହାତ ଚିହ୍ନରେ ଭୋଟ ଦେବାକୁ କହିଲେ ଜ୍ୟୋତିରାଦିତ୍ୟ
ଭୋପାଳ,୨ା୧୧(ପି.ଟି.): ମଧ୍ୟପ୍ରଦେଶରେ ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଭାଜପା ରାଜ୍ୟ ସଭା ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଚାର କରୁଥିବାବେଳେ ଭୁଲ୍ବଶତଃ ତାଙ୍କର ପୂର୍ବ ଦଳ କଂଗ୍ରେସକୁ ଭୋଟ ଦେବା ପାଇଁ କହି ଚର୍ଚ୍ଚାକୁ ଆସିଛନ୍ତି। ଗ୍ବାଲିୟରର ଡାବ୍ରା ସହରରେ…
ଗଣତନ୍ତ୍ର ଦୁର୍ବଳ ହେଉଛି
ନୂଆଦିଲ୍ଲୀ,୨ା୧୧: ବର୍ତ୍ତମାନ ଯାଏ ଗଣତନ୍ତ୍ର ସୂଚକାଙ୍କରେ ଭାରତର ସ୍ଥାନ ତଳକୁ ଖସୁଥବା ନେଇ ରିପୋର୍ଟ ଆସୁଥିଲା। କିନ୍ତୁ ଏବେ ଭାରତ ଏକ ଗଣତନ୍ତ୍ର ଭାବେ ନିଜ ସ୍ଥିତି ହରାଇବା ଅବସ୍ଥାକୁ ଖସିଥିବା ନେଇ ଏକ ସଦ୍ୟ ସର୍ବେକ୍ଷଣରେ ଦର୍ଶାଯାଇଛି। ଭାରତରେ ଗଣମାଧ୍ୟମ,…
ଧର୍ମାନୁଷ୍ଠାନ ଖୋଲିବା ନେଇ ଅନୁରୋଧ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,୨।୧୧(ବ୍ୟୁରୋ): ଚଳିତ ପବିତ୍ର କାର୍ତ୍ତିକ ମାସରେ କୋଭିଡ୍ କଟକଣାକୁ ମାନି ଜଗନ୍ନାଥଙ୍କ ମନ୍ଦିର ସମେତ ରାଜ୍ୟର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ନିୟନ୍ତ୍ରିତ ଢଙ୍ଗରେ ଖୋଲାଯାଉ। ଏନେଇ ରାଜ୍ୟ ସରକାରଙ୍କୁ ଟୁଇଟ୍ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁରୋଧ କରିଛନ୍ତି। ଧର୍ମେନ୍ଦ୍ର…
କଫ୍ ସିରପରେ ନିଶା ବଟିକା ମିଶାଇ ବିକୁଥିଲେ: ୨ ଅଭିଯୁକ୍ତ କୋର୍ଟଚାଲାଣ
କଟକ ଅଫିସ,୨।୧୧: କଫ୍ ସିରପରେ ବେଆଇନ ଭାବେ ନାଇଟ୍-୧୦ ବଟିକା ମିଶାଇ ବିକ୍ରି କରିବା ଅଭିଯୋଗରେ ମର୍କତନଗର ପୋଲିସ ରବିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ଜିଲା ଚୌଦ୍ୱାର ଥାନା ଅଧୀନ ଓଟିଏମ୍ ଦୁର୍ଗା…
Archives


