ଗୋବରରୁ ଚପଲ ତିଆରି କରି ଚର୍ଚ୍ଚାରେ ଏହି ବ୍ୟକ୍ତି
ଅଧିକାଂଶ ଲୋକ ଗାଈ ଗୋବର ନା ଶୁଣିବା ପରେ ନାକ ଟେକିବା ଆରମ୍ଭ କରନ୍ତି। କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ କେବଳ ଗୋବର ଉପରେ ଗବେଷଣା କରୁନାହାଁନ୍ତି, ବରଂ ଗୋବରରୁ ଏପରି ଉତ୍ପାଦ ମଧ୍ୟ ତିଆରି କରୁଛନ୍ତି, ଯାହା…
ଶ୍ମଶାନ ଛାତ ଭୁଷୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି
ଗାଜିଆବାଦ୍,୩।୧: ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଶ୍ମଶାନ ଛାତ ଭୁଷୁଡ଼ି ପଡିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୯ ଜଣଙ୍କର ମତ୍ୟୁ ହୋଇଛି। ଏଥିରେ ଅନେକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏବେ…
ଗାଙ୍ଗୁଲିଙ୍କ ସ୍ତ୍ରୀଙ୍କୁ ଫୋନ୍ କଲେ ସଚିନ ତେନ୍ଦୁଲକର
ଭାରତୀୟ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତରେ ଆକ୍ରାନ୍ତ ହୋଇ କୋଲକତାର ବୁଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗାଙ୍ଗୁଲିଙ୍କ ସଫଳ ଆଞ୍ଜିଓପ୍ଲାଷ୍ଟି ହୋଇଛି। ଗାଙ୍ଗୁଲି ପୂର୍ବ ଅପେକ୍ଷା ଭଲ ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି। ଖବର…
ସେଲ୍ଫି ହେଲା କାଳ, ଇବ୍ ନଦୀରେ ଖସିପଡ଼ିଲେ ଯୁବତୀ
ବାଲିଶଙ୍କରା,୩।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍ ନଦୀର ଘୋଘର ଘାଟରେ ପିକ୍ନିକ୍ କରିବାକୁ ଆସିଥିବା ଜଣେ ଯୁବତୀ ସେଲଫି ନେବାବେଳେ ପାଣିରେ ଖସି ପଡ଼ି ନିଖୋଜ ଅଛନ୍ତି। ଯୁବତୀ ଜଣକ ହେଉଛନ୍ତି ରାଜଗାଙ୍ଗପୁରର ଅନୁପମା ପ୍ରଜାପତି(୨୪)। ଖବର ପାଇ…
ଅଷ୍ଟ୍ରେଲୀୟ ନେତାଙ୍କ ବିବାଦୀୟ ମନ୍ତବ୍ୟ: ନିୟମ ନ ମାନି ପାରିଲେ ବ୍ରିସବେନ୍ ନ ଆସୁ ଭାରତୀୟ ଦଳ
ବ୍ରିସବେନ୍,୩।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କୁଇନ୍ସଲ୍ୟାଣ୍ଡରେ ଆଇସୋଲେଶନର କଡା ନିୟମ ଯୋଗୁ ଭାରତୀୟ ଦଳ ବ୍ରିସବେନ ଯିବାକୁ ଚାହୁଁନାହାଁନ୍ତି ଏବଂ ଏହା ବଦଳରେ ସିଡନୀରେ କ୍ରମାଗତ ଦୁଇଟି…
ହାତୀ ପିଠିରେ ଲାଗିଛି ଆଘାତ, ଚିକିତ୍ସା କରୁଛି ଆଉ ଏକ ହାତୀ
ଆଜିକାଲି ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ବନ୍ୟପ୍ରାଣୀ କର୍ମଚାରୀମାନେ ଏକ ଆହତ ହାତୀକୁ କିପରି ନିଆରା ଢଙ୍ଗରେ ଚିକିତ୍ସା କରୁଛନ୍ତି ତାହା ଦେଖିବାକୁ ମିଳିଛି। ଏକ ହାତୀରେ ପିଠିରେ ଆଘାତ ଲାଗିଛି। ଅନ୍ୟ ହାତୀମାନେ…
ପିଲାଦିନେ ଦୁଇ ଓଳି ଦୁଇମୁଠା ଖାଇବାକୁ ମିଳୁ ନ ଥିଲା, ସ୍ବାମୀ ଛାଡ଼ପତ୍ର ଦେବା ପରେ ଭାଙ୍ଗି ପଡ଼ିଥିଲି: ରଶ୍ମି
ବମ୍ବେ: ପିଲାଦିନ ସହଜ ନ ଥିଲା। ମା’ଙ୍କୁ ବାପା ଛାଡ଼ପତ୍ର ଦେଇଥିଲେ। ସ୍ବଳ୍ପ ଆୟରେ ଏକୁଟିଆ ପିଲାମାନଙ୍କୁ ସେ ବଢ଼ାଉଥିଲେ। ପାଠପଢ଼ାରେ ଅବହେଳା କରୁ ନ ଥିଲେ ହେଁ ଅନେକ ସମୟରେ ଘରେ ଖାଇବାକୁ ଓଳିଏ ଖାଇବା ନ ଥିଲା। ପର୍ବପର୍ବାଣୀରେ…
୭୦ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକିଦେଲେ ପିତା
ହାଇଦ୍ରାବାଦ,୩।୧ : ନିଜ ଜନ୍ମକଲା ସନ୍ତାନଙ୍କୁ ଜଣେ ପିତା ମାତ୍ର ୭୦ ହଜାର ଟଙ୍କାରେ ବିକ୍ରି କରିଦେବାରୁ ମା’ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ଏଠାକାର ଜଣେ ବ୍ୟକ୍ତି ତାଙ୍କର ୧ ମାସର ଶିଶୁକନ୍ୟାକୁ ମାତ୍ର…
ବନ୍ଧୁଙ୍କ ସହ ରୋଡ୍ ଟ୍ରିପ୍ରେ ଯାଇଥିବାବେଳେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଗଲେ ଏହି ଅଭିନେତା
ବମ୍ବେ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ବିଗ୍ବସ୍ ଫେମ୍ ଅଭିନେତା ନିଶାନ୍ତ ସିଂହ ମଲଖାନୀ। ଡିସେମ୍ବର ୩୧ ରାତି ୧୧.୫୯ରେ ରାଜସ୍ଥାନରେ ଦୁର୍ଘଟଣାର ଶିକାର ହୋଇଥିବା ନିଶାନ୍ତ କହିଛନ୍ତି। ଆହତ ଥିବା ଯୋଗୁ ସେ ଏବେ ଚିକିତ୍ସିତ ହେଉଛନ୍ତି। ନିଶାନ୍ତ ଜୈସଲମେରକୁ କାମରେ…
ସ୍ତ୍ରୀ ଜାଣିଲେ ମାରିବେ, କାହିଁକି ଏମିତି କହିଲେ ଏହି କ୍ରିକେଟର୍
ଅଷ୍ଟ୍ରେଲିଆ କ୍ରିକେଟର୍ ଡେଭିଡ୍ ଓ୍ବାର୍ନର ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରୁହନ୍ତି। ସେ ଟିକ୍ଟକ୍ରେ ଭିଡିଓ କରି ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଥାନ୍ତି। ସେ ବେଳେବେଳେ ଭାରତୀୟ ଅଭିନେତାଙ୍କ ନକଲ କରିଥାନ୍ତି। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ସେ…
ନୂଆବର୍ଷରେ ଭାରତରେ ଜନ୍ମ ନେଇଛନ୍ତି ସର୍ବାଧିକ ଶିଶୁ
ନ୍ୟୁୟର୍କ,୩।୧: ଗୋଟିଏ ପଟେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟପଟେ ନୂଆବର୍ଷ ଅବସରରେ ସମଗ୍ର ବିଶ୍ୱରେ ସର୍ବାଧିକ ସଂଖ୍ୟକ ଶିଶୁ କେବଳ ଭାରତରେ ଜନ୍ମ ନେଇଛନ୍ତି। ଭାରତରେ ନୂଆବର୍ଷ ଅବସରରେ ସମଗ୍ର ବିଶ୍ୱରେ ସର୍ବାଧିକ ୬୦,୦୦୦ ପିଲା ଜନ୍ମ…
ସାଥି ଖେଳାଳିଙ୍କ ସହ ଗୋ-ମାଂସ ସେବନ କରିଛନ୍ତି ରୋହିତ ! ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ
ମେଲବୋର୍ନ,୩।୧: ହୋଟେଲରେ ନଖାଇ ରେଷ୍ଟୁରାଣ୍ଟରେ ଖାଇ ଅଡୁଆରେ ଫସିଛନ୍ତି ୫ ଭାରତୀୟ ଖେଳାଳି। ସେମାନେ ବାୟୋ ସିକ୍ୟୁରିଟି ନିୟମର ଉଲ୍ଲଂଘନ କରିଛନ୍ତି କି ନାହିଁ ତାର ତଦନ୍ତ କରାଯାଉଥିବା ବେଳେ ଖେଳାଳିମାନଙ୍କୁ ଅଲଗା ଏକାନ୍ତବାସରେ ରଖାଯାଇଛି। ଘଟଣାକୁ ନେଇ ବିଶେଷଭାବେ ଉପଅଧିନାୟକ…
Archives


