ଭବିଷ୍ୟବାଣୀ କଲେ ଏହି ପ୍ରସିଦ୍ଧ କ୍ରିକେଟର୍!
ସିଡନୀ,୪।୧: ଭାରତ ଏବଂ ଅଷ୍ଟ୍ରେଲିଆର ମଧ୍ୟ ଚାଲିଥିବା ବର୍ଡର-ଗାଭାସ୍କର ସିରିଜ ମଧ୍ୟରେ ଏକ ବିବାଦ ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର କିଛି ଖେଳାଳି ମେଲବୋର୍ନର ହୋଟେଲରେ ଖାଇବାକୁ ଯାଇଥିଲେ। ସେଠାରେ ବାୟୋ ବବୁଲ ଭାଙ୍ଗିବାକୁ ନେଇ ବିବାଦ ସାମ୍ନାକୁ ଆସିଥିଲା ଏବଂ…
ଡାଇବେଟିସ୍ ରୋଗୀଙ୍କ ପାଇଁ
ଯଦି ଆପଣ ଡାଇବେଟିସ୍ ଦ୍ୱାରା ଆକ୍ରାନ୍ତ ତେବେ କେତୋଟି ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡିଥାଏ। ଖାଦ୍ୟପେୟ ବ୍ୟତୀତ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଆପଣଙ୍କ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ପରୀକ୍ଷା କରାଇ ନେବାକୁ ଭୁଲନ୍ତୁ ନାହିଁ।…
ନୂଆବର୍ଷରେ ଦେଶକୁ ମିଳିଛି ୨ କରୋନା ଟିକା: ମୋଦି
ନୂଆଦିଲ୍ଲୀ,୪।୧: ଏବେ ଅନ୍ତର୍ଜାତୀୟସ୍ତରରେ ଆତ୍ମନିର୍ଭର ଭାରତ ପରିଚିତି ହାସଲ କରିପାରିଛି। ନୂଆବର୍ଷରେ ଦେଶକୁ ୨ କରୋନା ଟିକା ମିଳିଛି। କୋଭିଶିଲ୍ଡ୍ ଏବଂ କୋଭାକ୍ସିନ୍ର ବ୍ୟବହାର ଏବେ ସାର୍ବଜନୀକ ଭାବେ କରାଯିବ। ଦେଶରେ ବଡ଼ ଧରଣର କରୋନା ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ…
ଆଜି ରାଜ୍ୟରୁ ୧୮୩ ପଜିଟିଭ୍ ଚିହ୍ନଟ, ଆଉ ୨ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୪।୧(ବ୍ୟୁରୋ) : ସୋମବାର ରାଜ୍ୟରେ ୧୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୪୯୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୦୬ ଜଣ…
ଆର୍ଡି ବର୍ମନଙ୍କୁ କାହିଁକି ଡାକୁଥିଲେ ପଞ୍ଚମ ଦା’, ଏହା ପଛରେ ରୋଚକ କାହାଣୀ
ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ୭୦ ଦଶକକୁ ସୁବର୍ଣ୍ଣ ଯୁଗ ଭାବେ ବିବେଚନା କରାଯାଏ। ଏହି ଯୁଗରେ ସବୁକିଛି କମାଲ ଥିଲା। ଚଳଚ୍ଚିତ୍ର, ଅଭିନେତା ଏବଂ ଗୀତ ମଧ୍ୟ। ୭୦ ଦଶକର ଗୀତ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଏ।…
ଦିନକୁ ୧୧୫ ସିଙ୍ଗଡ଼ା, ୧୨ ଲିଟର କୋଲ୍ଡଡ୍ରିଙ୍କସ୍ ପିଉଥିଲେ ଏହି ବ୍ୟକ୍ତି, ଶେଷରେ ଘଟିଲା ଏମିତି …
ଆଜିର ସମୟରେ ମେଦବହୁଳତା ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଗଲାଣି। ଅନେକ ଲୋକ ମେଦବହୁଳତା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଏହି କାରଣରୁ ପ୍ରସିଦ୍ଧ ମଧ୍ୟ ହୋଇଯାଇଛନ୍ତି। ସେହିପରି ଜଣେ ବ୍ୟକ୍ତି ହେଲେ ବ୍ରିଟେନରେ ରହୁଥିବା ୫୨ ବର୍ଷୀୟ…
୧୦୦୦ ଟଙ୍କାରେ ମିଳିବ କୋଭିଶିଲ୍ଡ୍ : ସେରମ୍ ଇନଷ୍ଟିଚ୍ୟୁଟ୍
ନୂଆଦିଲ୍ଲୀ,୪।୧: ଭାରତରେ କୋଭିଶିଲ୍ଡ୍ ୧୦୦୦ଟଙ୍କାରେ ମିଳିବ ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ର ସିଇଓ ଆଦର ପୁନାଓ୍ବାଲା ସୂଚନା ଦେଇଛନ୍ତି। ମାତ୍ର ସରକାରଙ୍କ ଅନୁମତି ମିଳିଲେ ଏଭଳି କରାଯିବ। ସେରମ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରଥମ ଏକ କୋଟି ଟିକା ୨୦୦ଟଙ୍କାର ସ୍ବତନ୍ତ୍ର ଦାମ୍ରେ ଯୋଗାଇ…
କୋଲେଷ୍ଟରଲ ସମସ୍ୟା ଦୂର କରେ ଉଷୁମ ପାଣି
ଆମ ଶରୀରରେ କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିବା ନିହାତି ଜରୁରୀ। ଯଦି ଏଥିରେ ଅସନ୍ତୁଳନ ପରିଲକ୍ଷିତ ହୁଏ, ତେବେ ତାହା କେତେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ଏହାଦ୍ୱାରା ରକ୍ତଚାପ (ବ୍ଲଡ ପ୍ରେସର) ଏପରି କି ହୃଦ୍ଘାତ ହେବାର ଆଶଙ୍କା…
ମୋଦିଙ୍କୁ ଦିଆଯାଉ ପ୍ରଥମ କରୋନା ଟିକା: କଂଗ୍ରେସ
ପାଟନା,୪।୧: ଭାରତରେ କୋଭିଶିଲ୍ଡ୍ ଏବଂ କୋଭାକ୍ସିନ୍ କରୋନା ଟିକାକୁ ସାର୍ବଜନୀକ ଭାବେ ଦିଆଯିବା ଲାଗି ମଞ୍ଜୁରୀ ମିଳିଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ଭାଜପାକୁ ଘେରିବା ଆରମ୍ଭ କରାଯାଇଛି। ବିହାରର କଂଗ୍ରେସ ବିଧାୟକ ଦଳ ନେତା ଅଜିତ୍ ଶର୍ମା କହିଛନ୍ତି ଯେ,…
ଦାଦାଙ୍କ ସହ କଥା ହେଲେ ମୋଦି
ନୂଆଦିଲ୍ଲୀ,୪।୧: ଭାରତୀୟ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତରେ ଆକ୍ରାନ୍ତ ହୋଇ କୋଲକତାର ବୁଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗାଙ୍ଗୁଲିଙ୍କ ସଫଳ ଆଞ୍ଜିଓପ୍ଲାଷ୍ଟି ହୋଇଛି। ଗାଙ୍ଗୁଲି ପୂର୍ବ ଅପେକ୍ଷା ଭଲ ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି।…
ଏକ ଦେଶ, ଏକ ନିର୍ବାଚନ କଂଗ୍ରେସ ଶାସନ ସମୟରେ ବି ହୋଇଛି: ଭାଜପା
ନୂଆଦିଲ୍ଲୀ,୪।୧: ସମ୍ପ୍ରତି ଭାଜପା ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ଦେଶ, ଏକ ନିର୍ବାଚନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ତେବେ ଏହାକୁ ଲାଗୁ କରିବା ନେଇ ସମସ୍ତ ରାଜନୈତିକ ଦଳର ସହମତି ଆବଶ୍ୟକ। ଏହାଦ୍ୱାରା ଦେଶର ଅଯଥା ଖର୍ଚ୍ଚ କମ୍…
ହାଉସ୍ ବୋଟ୍ ଚଲାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ହୁମା କ୍ୟୁରେଶି ନୂଆ ବର୍ଷ ନେଇ ଛୁଟି କାଟୁଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ସେ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଥାନ୍ତି। ନିକଟରେ ହୁମା ନିଜର ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଶେୟାର କରିଛନ୍ତି,…
Archives


