Home

ଭାରତ ନୁହେଁ, ଆମେରିକାକୁ ନେଇ ଗର୍ବିତ

ଡେମୋକ୍ରାଟ୍‌ କମଲା ହାରିସ୍‌ ଏକକାଳୀନ ୩ ବିରଳ ରେକର୍ଡର ଅଧିକାରିଣୀ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି। ଦକ୍ଷିଣ ଏସୀୟ ତଥା କୃଷ୍ଣକାୟ ଭାବେ ଏହି ପଦରେ ଆସୀନ ହେବାରେ ମଧ୍ୟ କମଲା ପ୍ରଥମ…

ପୁଣି ୪୩ଟି ଆପ୍‌ସ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୪।୧୧: ପୁଣି ୪୩ ମୋବାଇଲ ଆପ୍‌ସ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର। ଧାରା ୬୯ଏ ଅନୁଯାୟୀ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଦେଶର ସୁରକ୍ଷା, ସାର୍ବଭୌମତ୍ୱ, ଗୋପନୀୟତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ବ୍ୟାନ କରିଛି। ଏବେ…

୧୦ଡଲାରରୁ କମ୍‌ରେ ମିଳିବ ସ୍ପୁଟନିକ୍‌-ଭି ଭାକ୍ସିନ

ମସ୍କୋ,୨୪।୧୧: ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀର ମୁକାବିଲା ପାଇଁ ଏଯାଏଁ ଔଷଧ ପ୍ରସ୍ତୁତ ହୋଇ ନ ଥିବା ବେଳେ ସମସ୍ତଙ୍କର ଆଶା ଭାକ୍ସିନ ଉପରେ ରହିଛି। ତେବେ କରୋନାର ଭାକ୍ସିନ ମାର୍କେଟକୁ…

ପରିବର୍ତ୍ତନର ନାଁ ବାଇଡେନ୍‌

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେଲା। ରାଷ୍ଟ୍ରପତି ଟ୍ରମ୍ପ୍‌ ହାରିିଗଲେ ଓ ପୂର୍ବତନ ଉପରାଷ୍ଟ୍ରପତି ବାଇଡେନ୍‌ ଜିତିଲେ। ଏମିତି ଦେଖିଲେ ସାଧା କଥା। ନିର୍ବାଚନ ଏକ ସ୍ବାଭାବିକ ଗଣତାନ୍ତ୍ରିକ ପ୍ରକ୍ରିୟା। ପୂର୍ବରୁ ମଧ୍ୟ ଅନେକ ଶାସକ ପରାଜିତ ହୋଇଛନ୍ତି। କିନ୍ତୁ ସାମଗ୍ରିକ ଭାବେ…

ପତିତପାବନଙ୍କ ହେବ ନାହିଁ ନାଗାର୍ଜୁନ ବେଶ

ପୁରୀ ଅଫିସ୍‌,୨୩।୧୧: ଆସନ୍ତା ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ପଡିିଛି ଏହି ଦୁର୍ଲଭ ବେଶ। ଦାରୁଦିଅଁଙ୍କ ଏହି ବିରଳ ବେଶକୁ ଭକ୍ତମାନେ ଦେଖପାରିବେ ନାହିଁ। କରୋନା ମହାମାରୀ ପାଇଁ ଏଭଳି ନିଷ୍ପତ୍ତି ହୋଇଛି। ତେବେ ପତିତପାବନଙ୍କୁ…

ବିବାହ ପରେ ଶୁଟିଂ ଆରମ୍ଭ କଲେ ନେହା: କହିଲେ କିଭଳି ରହିଲା ତାଙ୍କର ଜୀବନ ଯାତ୍ରା

ମୁମ୍ବାଇ: ବଲିଉଡ୍‌ର ପପୁଲାର ଗାୟିକା ନେହା କକ୍କଡ ନିକଟରେ ପଞ୍ଜାବୀ ଗାୟକ ରୋହନପ୍ରିତ ସିଂହଙ୍କୁ ବିବାହ କରିଛନ୍ତି। ବିବାହ ପରେ ନେହା ଏବେ କାମ ଆରମ୍ଭ କରିଦେଇଛନ୍ତି। ଖୁବ୍‌ଶୀଘ୍ର ସେ ଇଣ୍ଡିଆନ ଆଇଡଲ୍‌-୧୨ରେ ନଜର ଆସିବେ। ବିବାହ ପରେ କାମ ଆରମ୍ଭ…

ମର୍ମନ୍ତୁଦ ଦୁର୍ଘଟଣା, ୫ ଜୀବନ ଗଲା

ନୟାଗଡ଼ ଅଫିସ,୨୪।୧୧: ନୟାଗଡ଼ ଜିଲା ଶରଣକୁଳ ଥାନା ସରଣକୁଳ ସୁଆରସାହିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଡମ୍ପର ଧକ୍କାରେ ୫ ମୃତ୍ୟୁ ଘଟିଥିବାବେଳେ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ଡମ୍ପର ନୟାଗଡରୁ ଓଡ଼ଗାଁ ଅଭିମୁଖେ ଦ୍ରୁତ ଗତିରେ ଯିବାବେଳେ…

ବିଷ ବଳୟରେ ଭାରତ

ବାୟୁ ପ୍ରଦୂଷଣ ଏବେ ଭାରତ ସମେତ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ୨୦୧୯ର ଏକ ସର୍ଭେ ଅନୁଯାୟୀ ବିଶ୍ୱର ୩୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ୨୧ଟି ଭାରତରେ ରହିଛି। ଦେଶର ୧୪ କୋଟି ଲୋକ ଶ୍ୱାସକ୍ରିୟାରେ ଯେଉଁ…

ବାତ୍ୟା ‘ନିବାର’ ପ୍ରଭାବରେ ତାମିଲନାଡୁ-ଆନ୍ଧ୍ରପ୍ରଦେଶରେ ବର୍ଷା: ପୁଡୁଚେରୀରେ ରାତ୍ରକାଳୀନ କର୍ଫ୍ୟୁ ଜାରି

ଚେନ୍ନାଇ,୨୪।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିବାର’ ଅବପାତରେ ପରିଣତ ହୋଇଛି। ଏହା ବୁଧବାର ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳ ଛୁଇଁବ। ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି…

IIFL ଲୁଟ୍‌ ଘଟଣା: ଭାଇ, ସାଙ୍ଗଙ୍କୁ ଲଗାଇ ଡକାୟତି କରିଥିଲେ କର୍ମଚାରୀ

କଟକ ଅଫିସ, ୨୪।୧୧: କଟକ ନୟାସଡ଼କସ୍ଥିତ IIFL ବ୍ରାଞ୍ଚରେ ଗତ ୧୯ ତାରିଖରେ ଏକ ବଡ଼ ଧରଣର ଲୁଟ୍‌ ହୋଇଥିଲା। IIFLର ଲାଲା ଅମ୍ରିତ ରାୟ ନାମକ କର୍ମଚାରୀ ହିଁ ଏହି ଲୁଟ ଘଟଣାରେ ମୁଖ୍ୟ ମାଷ୍ଟରମାଇଣ୍ଡ । ସେ ନିଜ…

ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର: ମୁଖ୍ୟ ପ୍ରଶାସକ

ପୁରୀ ଅଫିସ, ୨୪।୧୧: ଡିସେମ୍ବର ମାସରେ ଖୋଲିପାରେ ଶ୍ରୀମନ୍ଦିର। ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଆସନ୍ତା ମାସର ୨ୟ କିମ୍ବା ୩ୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିବାକୁ ଯୋଜନା ରହିଛି।…

କରୋନା: ଭବିଷ୍ୟତ ପାଇଁ ଆହ୍ବାନ

ପୂର୍ବରୁ ଏକାଧିକ ମହାମାରୀର ଭୟାବହତା ସମ୍ପର୍କରେ ଆମକୁ ଇତିହାସରୁ ପ୍ରମାଣ ମିଳେ। ହେଲେ ୨୦୧୯ ଶେଷ ଆଡ଼କୁ ଦେଖାଦେଇଥିବା କୋଭିଡ୍‌-୧୯ ପାଣ୍ଡେମିକ(ଅତିମାରୀ) କରୋନା କେବଳ ମଣିଷର ସ୍ବାସ୍ଥ୍ୟାବସ୍ଥାକୁ ପ୍ରଭାବିତ କରିନାହିଁ, ସମଗ୍ର ପୃଥିବୀରେ ୧୯୩୦ ଦଶକର ଉତ୍କଟ ଆର୍ଥିକ ମାନ୍ଦାବସ୍ଥାକୁ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri