ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସ, ଅକ୍ସଫୋର୍ଡରୁ ମମତାଙ୍କୁ ନିମନ୍ତ୍ରଣ!
କୋଲକତା,୧୩।୨: ଜୁନରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭରସିଟିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେବାକୁ ଯାଉଛନ୍ତି। ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ପରିଦର୍ଶନ କରିବେ ଏବଂ ସେଠାରେ ଥିବା ଛାତ୍ରମାନଙ୍କୁ ଭେଟିବେ। ସୋମବାର ଭବାନିପୁରରେ ମମତା ବାନାର୍ଜୀ ଏହା କହିଛନ୍ତି।…
ଜାଣନ୍ତୁ କାହାକୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେଡି
ଭୁବନେଶ୍ୱର,୧୨।୨: ବିଜେଡି ସୋମବାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡି ସଭାପତି ତଥା ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଏହି ଦୁଇ…
କାର୍ ଦୁର୍ଘଟଣାରେ ଚାଲିଗଲା ୨୪ ବର୍ଷୀୟ ମାରାଥନ ଧାବକ କିପ୍ଟମ୍ଙ୍କ ଜୀବନ
ନାଇରୋବି,୧୨ା୨: କ୍ରୀଡ଼ା ଜଗତ ପାଇଁ ଆସିଛି ଏକ ଦୁଃଖଦ ଖବର। ଏକ କାର୍ ଦୁର୍ଘଟଣାରେ ମାରାଥନ ବିଶ୍ୱ ରେକର୍ଡ ହାସଲକାରୀ କେଲଭିନ୍ କିପ୍ଟମ୍ଙ୍କର ମୃତ୍ୟୁ ଘଟିଛି। ଚଳିତ ବର୍ଷ ହେବାକୁଥିବା ପ୍ୟାରିସ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ପାଇଁ ସେ ମୁଖ୍ୟ ଦାବିଦାର…
ସୋନିଆଙ୍କ ଆସନରୁ ଲୋକ ସଭା ନିର୍ବାଚନ ଲଢିବେ ପ୍ରିୟଙ୍କା
ନୂଆଦିଲ୍ଲୀ,୧୨।୨: ୨୬ ଫେବୃଆରୀରେ ରାଜ୍ୟ ସଭାର ୫୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି କାରଣରୁ ରାଜନୈତିକ ଦଳମାନେ କ୍ରମାଗତ ଭାବରେ ନିଜ ପ୍ରାର୍ଥୀ ଘୋଷଣା କରୁଛନ୍ତି। ସେପଟେ ଖବର ଆସୁଛି ଯେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ…
ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି: ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା, ୯୫ ଲକ୍ଷ ୯୦ ହଜାର ପରିବାର ହେବେ ଉପକୃତ
ଭୁବନେଶ୍ୱର,୧୨।୧: ରାଜ୍ୟ କ୍ୟାବିନେଟରେ ସୋମବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ୧ ହଜାର ଟଙ୍କା ଏବଂ ୨ଟି ଝୋଟ ବ୍ୟାଗ୍ ମିଳିବ। ଏଥିରେ ରାଜ୍ୟର ୯୫ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ତେବେ…
ବଢିଲା ଏଲନ ମସ୍କଙ୍କ ଚିନ୍ତା: ଟୁଇଟରକୁ ଟକ୍କର ଦେବ ଏହି ଆପ୍
ନୁୟର୍କ, ୧୨।୨: ଜ୍ୟାକ ଡୋର୍ସି ସୋସିଆଲ ମିଡିଆ ଆପ ଟୁଇଟର କରିଥିଲେ, ଯାହା ଏକ ସମୟରେ ବେଶ ଲୋକପ୍ରିୟ ଥିଲା, ଯାହାକୁ ଏଲନ ମସ୍କ କିଣି ଏହାକୁ ଏକ୍ସ ନାମରେ ନାମିତ କରିଥିଲେ। ତେବେ, ସାଧାରଣ ବ୍ୟବହାରକାରୀଙ୍କ ପାଇଁ ବର୍ତ୍ତମାନ ଜ୍ୟାକ…
ଏନଡିଏରେ ସାମିଲ ହେବା ପ୍ରଶ୍ନ ଉପରେ ସ୍ପଷ୍ଟ କଲେ ଜୟନ୍ତ ଚୌଧୁରୀ
ନୂଆଦିଲ୍ଲୀ,୧୨।୨: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରିୟ ଲୋକ ଦଳ(ଆର୍ଏଲଡି) ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ ବର୍ତ୍ତମାନ ଏନଡିଏରେ ଯୋଗଦେବା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ଏନଡିଏରେ ଯୋଗଦେବା ପ୍ରଶ୍ନରେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ତାଙ୍କ ଆଭିମୁଖ୍ୟ…
୫ ଜିଲାର ୧୩୪୦ ପଞ୍ଚାୟତରେ ଗଡ଼ିଲା ୩୦୧ ‘ଲକ୍ଷ୍ମୀ’ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୨(ଅସମାପିକା ସାହୁ): ସୋମବାର ୫ ଜିଲାରେ ସରକାର ଲକ୍ଷ୍ମୀ ବସ୍ ସେବା ଯୋଜନାର ଶୁଭାରମ୍ଭ ହୋଇଛି। ଆଜି ବଲାଙ୍ଗୀର, ବରଗଡ଼, ଭଦ୍ରକ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲାରେ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ଟି ଜିଲାର…
ଆସ୍ଥା ଭୋଟରେ ବିଜୟୀ ହେଲେ ନୀତୀଶ, ସପକ୍ଷରେ ୧୨୯ ଭୋଟ
ପାଟନା,୧୨।୨: ବିହାର ସରକାରଙ୍କ ନେତୃତ୍ୱରେ ନୀତୀଶ କୁମାର ଆଜି ଆସ୍ଥା ଭୋଟ ଜିତିଥିଲେ, ଏହା ଭଏସ ଭୋଟ ଦ୍ୱାରା ପାରିତ ହୋଇଥିଲା, ବିରୋଧୀମାନେ ଗୃହରୁ ଓ୍ବାକ ଆଉଟ କରିଥିଲେ। ଭୋଟିଂରେ ୧୨୯ଭୋଟ ସରକାରଙ୍କ ସପକ୍ଷରେ ଥିବାବେଳେ ବିରୋଧୀ ଦଳରେ ଶୂନ୍ୟ ଭୋଟ…
ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପାର ଏହି ହେଭିଓ୍ବେଟ୍ ନେତା
ଭୁବନେଶ୍ୱର,୧୨ା୨: ୨୦୨୪ ନିର୍ବାଚନ ପାଇଁ ଏବେଠୁ କ୍ଷେତ୍ର ପ୍ରସ୍ତୁତ କଲାଣି ଭାଜପା। ଚଳିତ ମାସରେ ପ୍ରଚାର ପାଇଁ ଭାଜପାର ବହୁ ହେଭିଓ୍ବେଟ୍ ନେତା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଚଳିତ ମାସ…
ଏପ୍ରିଲ ୧୪ ରେ ପାଳନ ହେବ ପଣା ସଂକ୍ରାନ୍ତି, ମୋହର ମାରିଲେ ମୁକ୍ତି ମଣ୍ଡପ ପଣ୍ଡିତ
ପୁରୀ,୧୨।୨: ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି। ଏପ୍ରିଲ ୧୩ ନା ୧୪ ତାରିଖରେ ପଣା ସଂକ୍ରାନ୍ତି ହେବ ତାହାକୁ ନେଇ ସଂଶୟ ଉପୁଜିଥିଲା। ଯେଉଁଥିପାଇଁ ସୋମବାର ପୁରୀରେ ପାଞ୍ଜି ବୈଠକ ବସିଥିଲା। ବୈଠକରେ ମୁକ୍ତି ମଣ୍ଡପ…
କେନ୍ଦୁଝରରେ ‘ଲକ୍ଷ୍ମୀ’ ବସ୍ ସେବା ଆରମ୍ଭ
କେନ୍ଦୁଝର,୧୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସମେତ ୫ଟି ଜିଲାରେ ଘରେ ଘରେ ଲକ୍ଷ୍ମୀ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି। କେନ୍ଦୁଝର, ବରଗଡ଼, ମୟୂରଭଞ୍ଜ, ବଲାଙ୍ଗୀର, ସୁନ୍ଦରଗଡ଼ ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ…
Archives


