ସମ୍ବଲପୁର, ବ୍ରହ୍ମପୁରରେ ମୋ’ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କରିଛନ୍ତି। ଉଭୟ ସହରରେ ଆଜି ୧୫ଟି ଲେଖାଏ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି…
ଲାଲୁଙ୍କୁ ଶାହା ଦେଲେ ଏମିତି ଚେତାବନୀ
ପାଟନା,୯ା୩: ବିହାରରେ ନୂଆ ଏନ୍ଡିଏ ସରକାର ଗଠନ ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ପାଟନାରେ ପହଞ୍ଚିଛନ୍ତି। ଶନିବାର ପାଟନା ନିକଟ ପାଲିଗଞ୍ଜରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶାହା କହିଛନ୍ତି, ମୁଁ ବିହାରବାସୀଙ୍କୁ…
ଧର୍ମଶାଳା ଟେଷ୍ଟ ଜିତିବା ପରେ ଟିମ୍ ଇଣ୍ଡିଆକୁ ମିଳିଲା ବଡ଼ ଖୁସିଖବର, ଜୟ ଶାହା କଲେ ଏଭଳି ଘୋଷଣା…
ଧର୍ମଶାଳା,୯।୩: ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଏକ ଇନିଂସ ଏବଂ ୬୪ ରନ୍ରେ ବିଜେତା ହେବା ପରେ ପରେ ବିସିସିଆଇ ବଡ଼ ଘୋଷଣା କରିଛି। ଟେଷ୍ଟ କ୍ରିକେଟ କୁ ପ୍ରୋତ୍ସାହିତ କରିବା ପାଇଁ ବିସିସିଆଇ ଟେଷ୍ଟ କ୍ରିକେଟ…
‘ଆପଣଙ୍କ ସ୍ବପ୍ନ ମୋଦିଙ୍କ ସଂକଳ୍ପ…,’ ମୋଦିଙ୍କ ନର୍ଥ ଇଷ୍ଟ ମିଶନ, ଉଦ୍ଘାଟନ କଲେ ବିଶ୍ୱର ସବୁଠାରୁ ଲମ୍ବା ଡବଲ-ଲେନ ସୁଡଙ୍ଗ
ନୂଆଦିଲ୍ଲୀ,୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ସର୍ବୋଚ୍ଚ ସ୍ଥାନରେ ନିର୍ମିତ ବିଶ୍ୱର ଦୀର୍ଘତମ ସେଲା ଟନେଲକୁ ଦେଶକୁ ଉତ୍ସର୍ଗ କରିଛନ୍ତି। ସେ ଆସାମ ଏବଂ ଅରୁଣାଚଳକୁ କୋଟି କୋଟି ଟଙ୍କା ମୂଲ୍ୟର ଉପହାର ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ,, ସାମରିକ ଦୃଷ୍ଟିରୁ…
ଆନ୍ଧ୍ର ପ୍ରଦେଶରେ ଫର୍ମୁଲା ଫାଇନାଲ! ଭାଜପା-ଟିଡିପି, ଜନସେନାର ମେଣ୍ଟ, ଜାଣନ୍ତୁ କିଏ ଲଢିବେ କେତେ ଆସନରେ
ଅମରାବତି,୯।୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶରେ ଭାରତୀୟ ଜନତା ପାର୍ଟି (ଭାଜପା), ତେଲୁଗୁ ଦେଶମ ପାର୍ଟି (ଟିଡିପି) ମଧ୍ୟରେ ମେଣ୍ଟ ପ୍ରାୟ ନିଶ୍ଚିତ ହୋଇଛି ଏବଂ ଏଥିପାଇଁ ଆସନ ବାଣ୍ଟିବା ସୂତ୍ର ମଧ୍ୟ ପ୍ରସ୍ତୁତ କରାଯାଇଛି। ଟିଡିପି ସହ…
ଆଜି କାଶୀରେ ସବୁଠାରୁ ବଡ ରୋଡ ଶୋ’ କରିବେ ମୋଦି, ୨୮ କିଲୋମିଟର ପର୍ଯ୍ୟନ୍ତ ହେବ ପୁଷ୍ପବର୍ଷା
ବାରାଣସୀ,୯।୩: ଲଗାତାର ତୃତୀୟ ଥର ପାଇଁ ବାରାଣସୀ ସଂସଦୀୟ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥାତ୍ ଶନିବାର ସବୁଠାରୁ ବଡ ରୋଡ ଶୋ’ କରିବେ। ବାବତପୁରରୁ ବରେକା ପର୍ଯ୍ୟନ୍ତ ୨୮ କିଲୋମିଟର ଲମ୍ବା ମାର୍ଗରେ ପ୍ରଧାନମନ୍ତ୍ରୀ…
ସରି! କ୍ଷମା ମାଗିଲେ ମାଲଦ୍ୱୀପର ପୂର୍ବତନ ରାଷ୍ଟ୍ରପତି
ନୂଆଦିଲ୍ଲୀ,୯।୩: ଗତ ବର୍ଷ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ କ୍ଷମତାକୁ ଆସିବା ପରେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବା ପରେ ଶୁକ୍ରବାର (ମାର୍ଚ୍ଚ ୮) ରେ ଏକ ଖୁସି ଖବର ଆସିଥିଲା। ଦିଲ୍ଲୀରେ ପହଞ୍ଚିଥିବା ମାଲଦ୍ୱୀପର ପୂର୍ବତନ…
ମୋଦିଙ୍କ ଭିନ୍ନ ଷ୍ଟାଇଲ, ହାତୀ ପିଠିରେ ବସି ବୁଲିଲେ କାଜିରଙ୍ଗା ନ୍ୟାଶନାଲ ପାର୍କ
ଗୁଆହାଟୀ,୯।୩: ମାର୍ଚ୍ଚ ୮ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଆସାମ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ ୧୮ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ। ଶନିବାର ସକାଳେ ସେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ…
ଜମ୍ମୁ-କଶ୍ମୀରରେ ଲୋକ ସଭା ନିର୍ବାଚନ ସହ ହୋଇପାରେ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ,୯।୩: ଆନ୍ଧ୍ରପ୍ରଦେଶ, ଓଡ଼ିଶା, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ ତଥା ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ବିଶେଷ ସୂତ୍ରରୁ ପ୍ରକାଶ ଯେ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗ ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇଥିଲା। ଆସନ୍ତା…
ଆସନ ବୁଝାମଣାରେ ଅଟକିଛି
ଭୁବନେଶ୍ୱର, ୯।୩(ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି। ପ୍ରଥମ ପର୍ଯ୍ୟାୟରେ ବିଜେଡିର ଆଗଧାଡ଼ିର ନେତାଙ୍କ ସହ ନବୀନ ନିବାସରେ ବୈଠକ ହୋଇଥିଲା। ସମାନ ଦିନରେ ଅର୍ଥାତ୍ ଗତ ବୁଧବାର…
ମୋରବିରେ ପୁଣି ଏକ ଦୁର୍ଘଟଣା, ଖସିଲା ନବ ନିର୍ମିତ ମେଡିକାଲ କଲେଜ ସ୍ଲାବ
ମୋରବି,୯।୩: ଗୁଜୁରାଟର ମୋରବିରେର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ନିର୍ମାଣାଧୀନ ମେଡିକାଲ କଲେଜ ବିଲ୍ଡିଂର ଏକ ଅଂଶ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୫ଜଣ କର୍ମଚାରୀ ଆହତ ହୋଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ୮ଟାରେ…
କାହାର କଟିଲା ଟିକେଟ୍, କାହାର ବଦଳିଲା ସିଟ୍, ଚମକାଇଦେବ କଂଗ୍ରେସର ପ୍ରଥମ ଲିଷ୍ଟ
ନୂଆଦିଲ୍ଲୀ,୮।୩: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ପ୍ରଥମ ତାଲିକାରେ ମୋଟ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପ୍ରଥମ ତାଲିକାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ଶଶି ଥରୁର, ରାଜେନ୍ଦ୍ର…
Archives


