Home Middle

ମହୁଆଙ୍କୁ ପୁଣି ସୁଯୋଗ, ୟୁସୁଫଙ୍କ ଉପରେ ଲାଗିଲା ବାଜି, ମଇଦାନରେ ଶତ୍ରୁଘ୍ନ

କୋଲକାତା,୧୦।୩: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ରବିବାର (ମାର୍ଚ୍ଚ ୧୦) ରେ ତ୍ରୁଣମୂଳ କଂଗ୍ରେସ (ଟିଏମସି) ୪୨ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଟିଏମସିର ଏହି ତାଲିକାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଦଳ, ପୂର୍ବତନ ଏମପି…

ମୋ ପିଲାର ନାଁ ଜାଣିନାହାନ୍ତି ରାଷ୍ଟ୍ରପତି, ଭୁଲ୍‌ ନାଁ ନେବାରୁ ରାଗିଲେ ମୃତ ଛାତ୍ରୀଙ୍କ ମା’

ଓ୍ବାଶିଂଟନ,୧୦ା୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଷ୍ଟେଟ୍‌ ଅଫ୍‌ ୟୁନିଅନର ଭାଷଣ ସମୟରେ ଜର୍ଜିଆର ମୃତ ନର୍ସିଂ ଛାତ୍ରୀ ଲାକେନ ରିଲେ ଆକ୍ଟଙ୍କ ନାମର ଭୁଲ୍‌ ଘୋଷଣା କରିଥିବାରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି। ବାସ୍ତବରେ ଭାଷଣ ସମୟରେ ବାଇଡେନ ଲାକେନ…

ପାକିସ୍ତାନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ଚାଇନା କହିଲା ଆମର ବନ୍ଧୁତ୍ୱ ବିଶ୍ୱକୁ ପସନ୍ଦ

ବେଜିଂ,୧୦।୩: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପାକିସ୍ତାନର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ଆସିଫ ଅଲି ଜରଦାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଇସ୍ପାତ ପରି ବନ୍ଧୁତା ଇତିହାସର ପସନ୍ଦ ଏବଂ ଦୁନିଆର ସାମ୍ପ୍ରତିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି…

ଟିଏମସି ପ୍ରାର୍ଥୀ ତାଲିକାରେ ଅଭିନେତା ଆଉ କ୍ରିକେଟର, ଜାଣନ୍ତୁ କିଏ କେଉଁଠୁ ପାଇଲା ଟିକେଟ୍‌

କୋଲକତା,୧୦।୩: ଲୋକ ସଭା ନିର୍ବାଚନକୁ ନେଇ ଚାତୀୟ ରାଜନୀତି ସରଗରମ ରହିଛି। କିଛିଦିନ ପୂର୍ବରୁ ଭାଜପା-କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ରବିବାର ଅର୍ଥାତ୍‌ ଆଜି ଟିଏମସି ପ୍ରାର୍ଥୀ ତାଲିକା ଜାରି କରିଛି। ଇଣ୍ଡିଆ ମେଣ୍ଟ ସହ କୌଣସି…

ପଶ୍ଚିମବଙ୍ଗରେ ଏକା ନିର୍ବାଚନ ଲଢ଼ିବ ଟିଏମ୍‌ସି

କୋଲକାତା,୧୦ା୩: ଲୋକ ସଭା ନିର୍ବାଚନକୁ ନେଇ ଏକ ବଡ଼ ଖବର ଆସୁଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସଭାପତି ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ମମତା ଘୋଷଣା କରିଛନ୍ତି ଯେ, ଟିଏମସି କେବଳ ବଙ୍ଗଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ।…

Lok sabha Election: କ୍ରିକେଟର ୟୁସୁଫ ପଠାନଙ୍କୁ ଟିକେଟ୍‌ ଦେଲେ ମମତା, ଏହି ଠୁ ଲଢିବେ ନିର୍ବାଚନ

କୋଲକତା, ୧୦।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ସମସ୍ତ ୪୨ ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ତୃଣମୂଳ କଂଗ୍ରେସ(ଟିଏମସି) ବହରାମପୁରରୁ କ୍ରିକେଟର ୟୁସୁଫ ପଠାନଙ୍କୁ ଟିିକେଟ୍‌ ଦେଇଛି। ଟିଏମସି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ…

ରାଜସ୍ଥାନ କଂଗ୍ରେସକୁ ଝଟ୍‌କା, ଦଳ ଛାଡ଼ି ଭାଜପାରେ ସାମିଲ ହେଲେ ୩୨ ତୁଙ୍ଗ ନେତା

ଜୟପୁର,୧୦ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରବିବାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତର ଥିବା କଂଗ୍ରେସ ନେତା ଲାଲଚାନ୍ଦ କଟାରିଆଙ୍କ ସମେତ ଦଳର ୩୨ ତୁଙ୍ଗ…

ୟୁପିକୁ ୪୨୦୦୦ କୋଟି ଟଙ୍କାର ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୧୦ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆଜମଗଡ଼ରୁ ଉତ୍ତରପ୍ରଦେଶକୁ ୪୨,୦୦୦ କୋଟିରୁ ଅଧିକ ଟଙ୍କା ଉପହାର ଦେଇଛନ୍ତି। ସେ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍‌ଘାଟନ କରଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଭାଜପାର ବହୁ…

ଓଡ଼ିଶାରେ ଭାଜପା ସହ ପ୍ରଭାରୀ, ମେଣ୍ଟକୁ ନେଇ କହିଲେ … 

ଭୁବନେଶ୍ୱର, ୧୦।୩: ଏବେବି ମଧ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା କମିନାହିଁ । କେଉଁଠି ନା କେଉଁଠି   ଲୋକଙ୍କ ମନକୁ ଆସୁଛି  ମେଣ୍ଟ ହେବ କି? ଏ ମଧ୍ୟରେ ରବିବାର ଭାଜପାର ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ଓଡ଼ିଶାରେ ପହଞ୍ଚିଛନ୍ତି।…

ନିର୍ବାଚନ କମିଶନରଙ୍କ ଇସ୍ତଫା ଦେବା ଘଟଣା: ସାମ୍ନାକୁ ଆସିଲା ସାଂଘାତିକ ସତ

ନୂଆଦିଲ୍ଲୀ,୧୦।୩: ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋଏଲ। ରାଷ୍ଟ୍ରପତି ମଧ୍ୟ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ତେବେ ଇସ୍ତଫା ଦେବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଆଗକୁ ନିର୍ବାଚନ ଥିବାବେଳେ ତାଙ୍କର ଅଚାନକ…

ବ୍ଲକ୍‌ଗ୍ରାଣ୍ଟ କର୍ମଚାରୀଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବଢ଼ାଇଲେ ସରକାର

ଭୁବନେଶ୍ୱର,୧୦ା୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ୍‌ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସେବା ସୁବିଧା ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, ଏହି ବ୍ଲକଗ୍ରାଣ୍ଟ କର୍ମଚାରୀମାନେ…

ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ୧୫ ଦିନର ସାମୟିକ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର,୧୦ା୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ସମସ୍ତ ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି। ୫-ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri