ଜ୍ଞାନବାପୀ ପରେ ଏବେ ଭୋଜଶାଳାରେ ଏଏସ୍ଆଇର ସର୍ଭେ, ଜାଣନ୍ତୁ କ’ଣ ରହିଛି ପୁରୁଣା ବିବାଦ…
ଭୋପାଳ,୨୧ା୩: ମଧ୍ୟପ୍ରଦେଶ ନିକଟ ଭୋଜଶାଳାରେ ଏସ୍ଆଇ ଟିମ୍ ଆସନ୍ତାକାଲି ଅର୍ଥାତ୍ ୨୨ ତାରିଖରୁ ଏକ ସର୍ଭେ କରିବ। ଏହି ସର୍ଭେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହିନ୍ଦୁ ଫ୍ରଣ୍ଟ୍ ଫର୍ ଜଷ୍ଟିସ ଏହାର ଆବେଦନରେ ଦାବି କରିଛନ୍ତି ଯେ, ମୁସଲମାନମାନଙ୍କୁ ଭୋଜଶାଳାରେ…
ଇଡିର ଏହି ଉତ୍ତରରେ କେଜ୍ରିଓ୍ବାଲଙ୍କ ସମସ୍ୟା ବଢ଼ିପାରେ
ନୂଆଦିଲ୍ଲୀ,୨୧ା୩: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆବେଦନ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ, ମାମଲାର ଶୁଣାଣି କରୁଥିବା ବେଞ୍ଚ ଅନୁସନ୍ଧାନକାରୀ ଏଜେନ୍ସି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)କୁ କହିଛି ଯେ, ଆପଣ କୋର୍ଟକୁ ନିଶ୍ଚିତ…
ନବୀନ ନିବାସରେ ଚାଲିଛି କସରତ
ଭୁବନେଶ୍ୱର,୨୧ା୩: ଇତିମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଏହା ପରଠାରୁ ବିଭିନ୍ନ ରାଜନୈତିକ ଦଳ ସକ୍ରିୟ ହୋଇଉଠିଛନ୍ତି। ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ବୈଠକ ଉପରେ ବୈଠକ ବସୁଛି। ଗୁରୁବାର ଆସିକା ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ବସିଥିଲା।…
ଭିସୁଟକୁ ମଡର୍ଣ୍ଣ ଡ୍ରେସ୍ ପିନ୍ଧି ଏଣ୍ଟ୍ରି ମନା
ସମ୍ବଲପୁର,୨୧।୩: ଭିସୁଟ୍ କୁଳପତିଙ୍କ କଡା ନିର୍ଦ୍ଦେଶ। ଆଧୁନିକ ଏବଂ ଛୋଟ ପୋଷାକ ପିନ୍ଧି ଆସିପାରିବେନି ଛାତ୍ରୀଛାତ୍ର। ଏନେଇ ସମ୍ବଲପୁର ଭିସୁଟ କୁଳପତି ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ବସନ୍ତ ଉତ୍ସବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଥିବା…
ଜଣେ ଜିଲାପାଳ, ଦୁଇ ଏସ୍ପିଙ୍କୁ ବଦଳି ନିର୍ଦ୍ଦେଶ
ଭୁବନେଶ୍ୱର,୨୧ା୩: ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ଓଡ଼ିଶାର ଜଣେ ଜିଲାପାଳ ଏବଂ ୨ ଏସ୍ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଦେବଗଡ଼ ଏବଂ କଟକ ଗ୍ରାମାଞ୍ଚଳ ଏସ୍ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିବା ବେଳେ ଢେଙ୍କାନାଳ ଜିଲାପାଳଙ୍କୁ ମଧ୍ୟ ବଦଳି ନିର୍ଦ୍ଦେଶ ହୋଇଛି।…
ମୋଦି ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଖାର୍ଗେ
ନୂଆଦିଲ୍ଲୀ,୨୧।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି। କଂଗ୍ରେସ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ ବୋଲି ଶାସକ ଦଳ ଏହା କରିଛନ୍ତି। ଗୁରୁବାର କଂଗ୍ରେସ…
ଦାମ ରାଉତ ଗୁରୁତର
ଭୁବନେଶ୍ୱର,୨୧ା୩: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର ଅଛନ୍ତି। ଏନେଇ ତାଙ୍କ ପୁଅ ସମ୍ବିତ ସୂଚନା ଦେଇଛନ୍ତି। ଦାମ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହୃଦଘାତ ପରେ ଗୁରୁତର ହୋଇପଡିଛନ୍ତି। ବାପାଙ୍କ ବ୍ରେନ୍ ଡେଡ୍ ହୋଇଥିବା ସମ୍ବିତ…
ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡା
ବେଙ୍ଗାଲୁରୁ,୨୧।୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡା ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ନିର୍ଦ୍ଦଳୀୟ ନିର୍ବାଚନ ଲଢିବା ଏବଂ କଂଗ୍ରେସରେ ସାମିଲ ହେବା ଭଳି କଳ୍ପନାଜଳ୍ପନା…
ଗୋଟିଏ ପରିବାରର ୫ ଜୀବନ୍ତ ଜଳିଗଲେ
ଜୟପୁର,୨୧ା୩: ଜୟପୁରର ବିଶ୍ୱକର୍ମାଠାରେ ଅବସ୍ଥିତ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଶିଶୁ ସମେତ ୫ ଜିଅନ୍ତା ଜଳିଯାଇଛନ୍ତି। ଏହି ଘଟଣାରେ ରାଜସ୍ଥାନର…
IPLରେ କେଉଁଠୁ ଆସେ ଏତେ ଟଙ୍କା? କିଭଳି ମାଲାମାଲ ହୁଏ ବିସିସିଆଇ-ଫ୍ରାଞ୍ଚାଇଜ୍; ଜାଣନ୍ତୁ…
ନୂଆଦିଲ୍ଲୀ,୨୧।୩: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ୍ ଆଇପିଏଲ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହି ଟୁର୍ନାମେଣ୍ଟ ଚକାଚକ୍ ରଙ୍ଗ, ନୃତ୍ୟ, ରୋମାଞ୍ଚ, ଆକ୍ସନ ଏବଂ ଗ୍ଲାମରରେ ପରିପୂର୍ଣ୍ଣ। ଏହି ଅବଧିରେ ବିଦେଶୀ ଖେଳାଳିମାନେ ଦୁଇ ମାସର ପାରିବାରିକ ପିକନିକ୍…
ବରୁଣ ଗାନ୍ଧୀଙ୍କୁ ଏସପିର ଖୋଲା ଅଫର, ତାଙ୍କ ବିରୋଧରେ ଦିଆଯିବନି ପ୍ରାର୍ଥୀ
ନୂଆଦିଲ୍ଲୀ,୨୧।୩: ଭାଜପା ନେତା ବରୁଣ ଗାନ୍ଧୀ ଲୋକସଭା ନିର୍ବାଚନରେ କେଉଁ ଆସନରୁ ଓ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ, କିମ୍ବା ସ୍ବାଧିନ ଭାବେ ଛିଡ଼ା ହେବେ ସେନେଇ କଳ୍ପନାଜଳ୍ପନା କରାଯାଉଛି। ଏହାରି ଭିତରେ ଏସପି(ସମାଜବାଦୀ ପାର୍ଟି) ପକ୍ଷରୁ ତାଙ୍କୁ ଏକ ଖୋଲା…
ଓଡିଶା କଂଗ୍ରେସ ନେତା ସବୁଠୁ ଧନୀ, କ୍ରାଇମରେ…, ADR ରେ ଚମକାଇଦେଲା ଭଳି ରିପୋର୍ଟ
ଭୁବନେଶ୍ୱର,୨୧।୩: ରାଜ୍ୟରେ ନିଜ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛି କଂଗ୍ରେସ। କିନ୍ତୁ ଦଳର ବିଧାୟକମାନେ ଧନୀ ତାଲିକାରେ ଶୀର୍ଷରେ ରହିଛନ୍ତି। ଦଳର ୭୫ପ୍ରତିଶତ ବିଧାୟକ କୋଟିପତି ଥିବାବେଳେ ୫୦% ବିଧାୟକଙ୍କ ନାଁରେ ସଙ୍ଗୀନ ଅପରାଧ ମାମଲା ରହିଛି। ଯାହାକି ବିଜେଡି…
Archives


