Home Middle

୨୦ଦିନ ଭିତରେ ଏନଡିଏରେ ସାମିଲ ହେବେ ଉଦ୍ଧବ ଠାକରେ! ମିଳିଲା ବଡ଼ ସଙ୍କେତ

ମୁମ୍ବାଇ,୩।୬: ଲୋକ ସଭା ନିର୍ବାଚନ ୨୦୨୪ ପରେ ମହାରାଷ୍ଟ୍ର ରାଜନୈତିକ ମହଲରେ ବଡ଼ ଓଳଟ ପାଲଟ ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଉଛି। ରେଜଲ୍ଟ ବାହାରିବାର ଦୁଇ ଦିନ ପୂର୍ବରୁ ରାଜ୍ୟର ଜଣେ ବିଧାୟକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି,…

ବଦଳି ଯିବ କି ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ? ଯଶଓ୍ବନ୍ତ ଦେଶମୁଖ କହିଲେ…

ନୂଆଦିଲ୍ଲୀ,୩ା୬: ସମସ୍ତ ୭ଟି ପର୍ଯ୍ୟାୟ ଭୋଟ୍‌ ପରେ ଶନିବାର (ଜୁନ୍‌ ୧) ରେ ଏକ୍‌ଜିଟ୍‌ ପୋଲ ଫଳାଫଳ ମଧ୍ୟ ଆସିଛି। ପ୍ରାୟ ସମସ୍ତ ଏକ୍‌ଜିଟ୍‌ ପୋଲ୍‌ରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଏନ୍‌ଡିଏର ବହୁ ସଂଖ୍ୟାରେ ବିଜୟର ଚିତ୍ର ଉପସ୍ଥାପନ…

ବଢିଲା ସସ୍ପେନ୍ସ: ଫଳାଫଳ ଆସିବା ପୂର୍ବରୁ ପ୍ରେସ୍‌ କନଫରେନ୍ସ ଡାକିଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏହି ସାମ୍ବାଦିକ ସମ୍ମିଳନୀ ଦିନ ୧୨.୩୦ରୁ ଦିଲ୍ଲୀରେ ଆୟୋଜିତ ହେବ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପଠାଯାଇଛି। ନିର୍ବାଚନ…

ଲୋକ ସଭା ନିର୍ବାଚନ ଉପରେ ଚାଇନାର ନଜର, ମୋଦି ପ୍ରଧାନମନ୍ତ୍ରୀ ହେଲେ…

ବେଜିଂ/ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନର ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ରେ ‘ମୋଦି ସରକାର ପୁଣି ଥରେ’ ପୂର୍ବାନୁମାନ କରାଯାଇଛି। ଯଦି ଏକ୍‌ଜିଟ୍‌ ପୋଲକୁ ବିଶ୍ୱାସ କରାଯାଏ, ତେବେ ତୃତୀୟଥର ପାଇଁ ଭାରତରେ ମୋଦି ସରକାରଙ୍କ ସମସ୍ତ ସମ୍ଭାବନା ରହିଛି। ଅନେକ ଏକ୍‌ଜିଟ୍‌ ପୋଲ୍‌ରେ…

ପୁରୀ ବାଣ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି

କଟକ, ୩।୬(ଶିଳ୍ପା ପ୍ରିୟଦର୍ଶିନୀ/ଅଜିତ୍‌ କୁମାର ମହାନ୍ତି): ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ରବିବାର ଆଉ ୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫଳରେ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ତେବେ ରବିବାର ସନ୍ଧ୍ୟା…

ଆହୁରି ୪୮ଘଣ୍ଟା ହିଟ୍‌ଓ୍ବେଭ୍‌

ଭୁବନେଶ୍ୱର, ୩।୬(ଅସମାପିକା ସାହୁ)- ରାଜ୍ୟରେ ଡରାଇଲାଣି ତାତି। ରବିବାର ଟିଟିଲାଗଡ଼ରେ ସର୍ବାଧିକ ଦିନତାପମାତ୍ରା ୪୨.୫ହିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର, ସୋନପୁରରେ ୪୨.୩, ବୌଦ୍ଧ ୪୨.୧, ଭବାନିପାଟଣା ୪୦.୫, ନୂଆପଡ଼ା ୪୦.୫, ଝାରସୁଗୁଡ଼ା ୪୦.୪, ସମ୍ବଲପୁରରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।…

ଫଳାଫଳ ଆସିବା ପୂର୍ବରୁ ନିଜର ରୋଡ଼ ମ୍ୟାପ କହିଲେ ମୋଦି, ପ୍ରଥମ ୧୦୦ ଦିନରେ କ’ଣ କରିବ ମୋଦିଙ୍କ ୩.୦ ସରକାର

ନୂଆଦିଲ୍ଲୀ,୨।୬: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଜୟ ଉପରେ ଆତ୍ମବିଶ୍ୱାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାମ ଆରମ୍ଭ କରିଛନ୍ତି। ନିର୍ବାଚନ ପ୍ରଚାର ଶେଷ ହେବା ପରେ ଦୁଇ ଦିନ ଧରି କନ୍ୟାକୁମାରୀରେ ଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ରବିବାର ସାତୋଟି ଭିନ୍ନ…

ଏକ୍‌ଜିଟ୍‌ ପୋଲ ରିପୋର୍ଟ: ପୁରୀରୁ ଜିତିବେ କି ସମ଼୍ବିତ୍‌ ପାତ୍ର ?

ଭୁବନେଶ଼୍ବର,୨।୬: ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ ଏଜେନ୍ସି ଜାରି କରିଥିବା ଏକଜିଟ୍‌ ପୋଲରୁ ପୁରୀକୁ ନେଇ ବଡ଼ ସଙ୍କେତ ମିଳିଛି। ପୁରୀ ଲୋକସବା ସିଟ୍‌ରୁ ନିର୍ବାଚନ ଲଢ଼ୁଥିବା ବିଜେପି ନେତା ସମ଼୍ବିତ ପାତ୍ରଙ୍କ ସପକ୍ଷରେ ଏହି ପୋଲ ମତ ଯାଇଛି। ଇଣ୍ଡିଆ…

ସୋମବାର ପ୍ରେସ କନଫରେନ୍ସ କରିବେ ଇସି, ଭୋଟ ଗଣନା ସମ୍ପର୍କରେ ଦେଇପାରନ୍ତି ସୂଚନା

ନୂଆଦିଲ୍ଲୀ,୨।୬: ଲୋକ ସଭା ନିର୍ବାଚନରେ ଭୋଟ ଦେବା ପରେ ଏବେ ସମସ୍ତଙ୍କ ଫଳାଫଳ ଉପରେ ନଜର ରହିଛି। ଫଳାଫଳଗୁଡିକ ୪ଜୁନ ଅର୍ଥାତ୍‌ ଆସନ୍ତା ମଙ୍ଗଳବାର ପ୍ରକାଶ ପାଇବ। ଏହାପୂର୍ବରୁ ଏକଜିଟ ପୋଲ ଭାଜପା ସହଯୋଗୀ ଦଳକୁ ୩୫୦ରୁ ଅଧିକ ସିଟ ଦେଇଥିଲା।…

ଭୋଟ ଗଣତି ପାଇଁ ପ୍ରସ୍ତୁତ ଭାଜପା, ବୁଥ ଏଜେଣ୍ଟଙ୍କୁ ସତର୍କ ରହିବାକୁ ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୬: ଜୁନ ୪ରେ ଭୋଟ ଗଣିତି ପାଇଁ ଭାଜପା ସ୍ବତନ୍ତ୍ର ପ୍ରସ୍ତୁତି ଚଳାଇଛି। ପ୍ରଚାର ଠାରୁ ଆରମ୍ଭ କରି ଭୋଟ ଗଣତି ପର୍ଯ୍ୟନ୍ତ ଏବଂ ବର୍ତ୍ତମାନ ଭୋଟ ଗଣିବା ପର୍ଯ୍ୟନ୍ତ ପ୍ରତ୍ୟେକ ବୁଥରେ ଏହାର ଉପସ୍ଥିତି ନିଶ୍ଚିତ କରିବାକୁ ଭାଜପା ରଣନୀତି…

ହାଇକୋର୍ଟରେ ବାହାରିଲା ୮୦ ପଦବୀ ପାଇଁ ବିଜ୍ଞପ୍ତି, ଏହି ଦିନ ଶେଷ ତାରିଖ

ନୂଆଦିଲ୍ଲୀ,୨।୬: ପାଟଣା ହାଇକୋର୍ଟରେ ୮୦ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟରେ ଖାଲି ପଡ଼ିଥିବା ଟ୍ରାନ୍ସଲେଟର ଏବଂ ଟ୍ରାନ୍ସଲେଟର କମ୍‌ ପ୍ରୁଫ୍‌ ରିଡର ପଦବୀ ଖୁବ୍‌ ଶୀଘ୍ର ପୂରଣ କରାଯିବ। ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଏହି ପଦବୀ…

ଏକ୍ସପ୍ରେସ ଓ୍ବେରେ ଯାତ୍ରା କଲେ ଦେବେ ଅଧିକ ଟୋଲ ଫି

ନୂଆଦିଲ୍ଲୀ,୨।୬: ଏକ୍ସପ୍ରେସୱେ ବ୍ୟବହାର କରୁଥିବା ମୋଟର ଚାଳକମାନଙ୍କୁ ସୋମବାର ଠାରୁ ଅଧିକ ଟୋଲ ଫି ଦେବାକୁ ପଡିବ କାରଣ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (NHAI) ଦେଶରେ ଟୋଲ ଫିରେ ହାରାହାରି ୫ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ହାରାହାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?