ରାଜ୍ୟ ଭାଜପା କାର୍ଯ୍ୟାଳୟରେ ହଟ୍ଟଗୋଳ: ଅପରାଜିତାଙ୍କୁ ବିରୋଧ, ପ୍ରଶାନ୍ତଙ୍କ ବଡ଼ ବୟାନ
ଭୁବନେଶ୍ୱର,୩୦।୩: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ହାଇଡ୍ରାମା । ଦଳୀୟ କର୍ମୀଙ୍କ ମଧ୍ୟରେ ହଟ୍ଟଗୋଳ। । ଖୋର୍ଦ୍ଧା ଭାଜପା ନେତା କାଳୁ ଖଣ୍ଡାୟତ ରାୟଙ୍କ ବିରୋଧ ପ୍ରଦର୍ଶନ । ଜୟ ଶ୍ରୀରାମ ନାରା ଦେଇ କାଳୁଙ୍କ ସମର୍ଥକ ପାର୍ଟି ଅଫିସରେ ହୋହଲ୍ଲା କରିଛନ୍ତି…
ବିଜେଡିକୁ ଶକ୍ତ ଝଟକା, ଦଳ ଛାଡିଦେଲେ ସବୁ ସିନେ ଷ୍ଟାର୍
ଭୁବନେଶ୍ୱର,୩୦।୩: ଓଡ଼ିଆ ସିନେ ଜଗତର ୪ ହିରୋ ବିଜେଡି ଛାଡି ଦେଇଛନ୍ତି। ସେମାନେ ହେଲେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ। ଏମାନଙ୍କ ମଧ୍ୟରୁ ଦୁଇ ଜଣ ଭାଜପାରେ ଯୋଗ ଦେଇ ସାରିଥିବା ବେଳେ…
ମନ୍ମଥଙ୍କ ପାଇଁ ବଡ଼ ସୁଯୋଗ, ଗେମ୍ ଖେଳିବେ ଅପରାଜିତା
ଭୁବନେଶ୍ୱର,୩୦।୩: ବିଜେଡିର ସଂସଦୀୟ କ୍ଷେତ୍ର ପାଇଁ ନୂଆ ଷ୍ଟ୍ରାଟେଜି ଏବେ ସମସ୍ତଙ୍କୁ ତାଜୁବ କରିଛି। କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ବିଜେଡିରେ ଯୋଗଦେବାର କେଇ ଘଣ୍ଟା ମଧ୍ୟରେ ତାଙ୍କୁ ଭୁବନେଶ୍ବର ଲୋକ ସଭା ଆସନରେ ପ୍ରାର୍ଥୀ କରିଛି…
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ
ଭୁବନେଶ୍ବର,୩୦।୩: ସିନେ ତାରକାମାନେ ବିଜେଡି ଛାଡିବାରେ ଲାଗିଛନ୍ତି। ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ପରେ ଏବେ ଅଭିନେତା ତଥା କେନ୍ଦ୍ରାପଡା ଏମ୍ପି ଅନୁଭବ ମହାନ୍ତି ମଧ୍ୟ ବିଜେଡି ଛାଡିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ…
ଘର ଛାଡିବା ପରେ ଦ୍ୱିତୀୟ ଥର ପାଇଁ ପିତାଙ୍କୁ ଭେଟିବାକୁ ଆସିବେ ରାଜକୁମାର ହ୍ୟାରି
ଲଣ୍ଡନ,୩୦।୩: ବ୍ରିଟିଶ ରାଜ ପରିବାରର ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ନାହିଁ। ରାଜକୁମାରୀ କେଟ ମିଡଲେଟନ କହିଛନ୍ତି ଯେ ତାଙ୍କର କର୍କଟ ରୋଗ ହୋଇଥିବାବେଳେ ପ୍ରିନ୍ସ ଚାଲର୍ସ ମଧ୍ୟ କର୍କଟ ରୋଗ ସହ ଲଢୁଛନ୍ତି। ଏହି ସମୟରେ, ଖବର ଆସିଛି ଯେ ପ୍ରିନ୍ସ…
ସକାଳେ ଛାଡିଥିଲେ ବିଜେଡି, ଏବେ ଭାଜପାରେ ସାମିଲ
ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବରେ ଭାଜପାରେ ଯୋଗ ଦେଇଛନ୍ତି। ଏହି ସମୟରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ଭାଜପା ନେତ୍ରୀ ଅପରାଜିତା…
ବିଜେଡି ଛାଡ଼ିଲେ ଅଭିନେତା ଆକାଶ ଦାସ ନାୟକ, ଧରିବେ ପଦ୍ମ!
ଭୁବନେଶ୍ୱର,୩୦।୩: ବିଜେଡିକୁ ବାଏ ବାଏ କହିଲେ ଓଡ଼ିଆ ଅଭିନେତା ତଥା ପୂର୍ବତନ ବିଜେଡ଼ି ନେତା ଆକାଶ ଦାସନାୟକ। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ବର୍ତ୍ତମାନ ଦଳ ଡିଆଁ ପର୍ବ ଚାଲିଛି। ଇତିମଧ୍ୟରେ ବିଜେଡି ଛାଡ଼ିଛନ୍ତି ଆକାଶ ଦାସନାୟକ। ଯାଜପୁର ଜିଲାର…
ଚୌଧରୀ ଚରଣ ସିଂ, ପି.ଭି. ନରସିଂହ ରାଓ, ଏମ୍. ଏସ୍ ସ୍ବାମୀନାଥନଙ୍କୁ ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୩୦।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦେଶର ୫ଜଣ ବ୍ୟକ୍ତିତ୍ୱଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ଏଥିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂ, ପି.ଭି. ନରସିଂହ ରାଓ, କୃଷି ବୈଜ୍ଞାନିକ ଏମ ଏସ ସ୍ବାମୀନାଥନ ଏବଂ…
କଂଗ୍ରେସକୁ ବଡ଼ ଝଟ୍କା, ଦଳ ଛାଡ଼ିଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ
ଭୁବନେଶ୍ୱର,୩୦।୩: କଂଗ୍ରେସକୁ ବଡ ଝଟ୍କା । କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ । ଆଜି ହାତ ଛାଡ଼ିଛନ୍ତି ଚିରଞ୍ଜୀବ । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁରରୁ ବିଧାୟକ ଥିଲେ…
ମଦ ନୀତି ଦୁର୍ନୀତି ମାମଲା: ଆଉ ଜଣେ ଏଏପି ମନ୍ତ୍ରୀଙ୍କୁ ଇଡିର ସମନ
ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଣେ ପରେ ଜଣେ ଏଏପି ମନ୍ତ୍ରୀ ଗିରଫ ହେଉଥିବାବେଳେ ଆଉ ଜଣେ ମନ୍ତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ଇଡି ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କୁ କାର୍ଯ୍ୟାଳୟରେ ହାଜର ହବାକୁ ନୋଟିସ…
ବିଜେଡ଼ିର ଚିନ୍ତା ବଢାଉଛନ୍ତି ବିଦ୍ରୋହୀ, ଲାଭ ଉଠାଇନେବ ଭାଜପା
ଭୁବନେଶ୍ୱର,୩୦।୩: ମୁଣ୍ଡ ଉପରେ ନିର୍ବାଚନ। ରାଜ୍ୟ ରାଜନୀତିର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଜେଡି ଓ ଭାଜପା ମେଣ୍ଟ ନ କରି ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ନିର୍ବାଚନରେ ଲୋକ ସଭା ଓ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ…
ଆଜି ୫ ବିଶିଷ୍ଠ ବ୍ୟକ୍ତିଙ୍କୁ ଭାରତ ରନ୍ନ, ଆଡଭାନିଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୩୦।୩: ଭାରତ ରତ୍ନରେ ସମ୍ମାନିତ ହେବାକୁ ଥିବା ୫ଜଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନିଙ୍କ ବ୍ୟତୀତ ସମସ୍ତେ – ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂ, ପି.ଭି. ନରସିଂହ ରାଓ, ବିଶିଷ୍ଟ କୃଷି ବୈଜ୍ଞାନିକ ଏମ.ଏସ. ସ୍ବାମୀନାଥନ…
Archives


