୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ
ପୁରୀ,୧ା୪: ଶ୍ରୀମନ୍ଦିରରେ ସୋମବାର ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଖସାପଡ଼ା ଲାଗି ନୀତି ପାଇଁ ୪ ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ…
‘୩୦୦ଟଙ୍କା ମିଳିବ, ଖାଇବାର ବନ୍ଦୋବସ୍ତ ବି ହୋଇଛି…’, ଖାଲି ଚେୟାର ଖୋଲିଲା ପୋଲ୍
ନୂଆଦିଲ୍ଲୀ,୩୧।୩: ରବିବାର ଦିଲ୍ଲୀର ରାମଲିଲା ମଇଦାନରେ ବିରୋଧୀ ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ’ (ଇଣ୍ଡିଆ) ମିଳିତ ମଞ୍ଚର ’ସେଭ ଡେମୋକ୍ରାସି’ ରାଲିରେ ଖାଲି ଚେୟାର ଦେଖିବାକୁ ମିଳିଥିଲା। ବିଭିନ୍ନ ବିରୋଧୀ ଦଳର ନେତାମାନେ ସେମାନଙ୍କ ଭାଷଣରେ ମୋଦି ସରକାର ହଟାଇବା…
କଂଗ୍ରେସକୁ ପୁଣି ଲାଗିଲା ୧,୭୪୫ କୋଟିର ଝଟ୍କା
ନୂଆଦିଲ୍ଲୀ,୩୧ା୩:ଆୟକର ବିଭାଗ କଂଗ୍ରେସକୁ ୧,୭୪୫ କୋଟି ଟଙ୍କାର ଆଉ ଏକ ନୋଟିସ୍ ପଠାଇଛି। ୨୦୨୪-୨୫ରୁ ୨୦୧୬-୧୭ ନିର୍ଦ୍ଧାରଣ ବର୍ଷ ନିମନ୍ତେ ଆୟକର ବିଭାଗ କଂଗ୍ରେସ ଦଳଠାରୁ ୧,୭୪୫ କୋଟି ଟଙ୍କା ଟିକସ ଦାବି କରିଛି। ଏହାକୁ ମିଶାଇ କଂଗ୍ରେସକୁ ମୋଟ ୩,୫୬୭…
ଏପ୍ରିଲ ୫ରେ ଜାରି ହେବ କଂଗ୍ରେସର ଘୋଷଣାପତ୍ର
ନୂଆଦିଲ୍ଲୀ,୩୧।୩: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେପଟେ, ଏପ୍ରିଲ ୫ରେ କଂଗ୍ରେସ ଏହାର ମନିଫେଷ୍ଟ ପ୍ରକାଶ କରିବାକୁ ଘୋଷଣା କରିଛି। ଏହା ବ୍ୟତୀତ ଭାଜପାର ଶେଷ ମୁହୂର୍ତ୍ତରେ ମନିଫେଷ୍ଟୋ କମିଟି ଗଠନ…
ଆଗାମୀ ସାଧାରଣ ନିର୍ବାଚନରେ ନିଜ ଆସନ ବଞ୍ଚାଇ ପାରିବେ ନାହିଁ ଋଷି ସୁନକ!
ଲଣ୍ଡନ,୩୧।୩: ବର୍ଷର ଶେଷ ଛଅ ମାସରେ ବ୍ରିଟେନରେ ସାଧାରଣ ନିର୍ବାଚନ ହୋଇପାରେ। ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜେ ଏହା ସୂଚନା ଦେଇଛନ୍ତି। ଗତ କିଛି ମାସ ମଧ୍ୟରେ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ମେ’ରେ ନିର୍ବାଚନକୁ ଏଡ଼ାଇ ଦେଇଥିଲେ ଏବଂ ଚଳିତ…
ଭାଜପାରେ ସାମିଲ ହେଲେ ଆକାଶ ଦାସନାୟକ
ଭୁବନେଶ୍ୱର,୩୧।୩: ଭାଜପାରେ ସାମିଲ ହେଲେ ଆକାଶ ଦାସନାୟକ। ରବିବାର ଅପରାହ୍ନରେ ରାଜ୍ୟ ଭାଜପା କାର୍ଯ୍ୟାଳୟ ଆସି ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଶନିବାର ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। କୋରେଇର ପୂର୍ବତନ ବିଧାୟକ ଆକାଶଙ୍କୁ ବିଜେଡି ଗତ…
କଂଗ୍ରେସ ଦେଶର ଗୋଟିଏ ଅଙ୍ଗକୁ କାଟି ଦେଇଛି: ମୋଦି
ମିରଠ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ମିରଠରେ ଏକ ରାଲିରେ ସମ୍ବୋଧିତ କରି ଲୋକ ସଭା ନିର୍ବାଚନ ପାଇଁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ୨୦୨୪ର ନିର୍ବିାଚନ ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି…
କୌଣସି ସରକାରୀ କାର୍ଯ୍ୟକ୍ରମରେ ବ୍ୟବହାର ହେବ ନାହିଁ ରେଡ କାର୍ପେଟ
ଇସଲାମାବାଦ,୩୧।୩: ପାକିସ୍ତାନର ଆର୍ଥିକ ସଙ୍କଟ କାହାଠାରୁ ଲୁଚି ନାହିଁ। ପ୍ରତିଦିନ ସେ ଦାରିଦ୍ର୍ୟର ଯନ୍ତ୍ରଣା ବର୍ଣ୍ଣନା କରି ଆଇଏମଏଫ ସାମ୍ନାରେ ହାତ ପାତୁଛି। ବର୍ତ୍ତମାନ ପଡୋଶୀ ଦେଶ ଏତେ ଖରାପ ସମୟରେ ପହଞ୍ଚିଛି ଯେ ସରକାରୀ କାର୍ଯ୍ୟକ୍ରମରେ ବ୍ୟବହୃତ ରେଡ କାର୍ପେଟକୁ…
‘ସମଗ୍ର ବିଶ୍ୱ ଭାରତକୁ ଆତ୍ମବିଶ୍ୱାସର ସହ ଦେଖୁଛି’
ନୂଆଦିଲ୍ଲୀ,୩୧ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି, ୨୦୨୪ ନିର୍ବାଚନ କେବଳ ସରକାର ଗଠନ ନୁହେଁ ବରଂ ଏହା ଏକ ବିକଶିତ ଭାରତ ଗଠନ କରିବାର ସମୟ। ସେ କହିଛନ୍ତି, ୨୦୨୪ର ଆଦେଶ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି…
୩୭୦ ଆସନର ଆଶୀର୍ବାଦ ଦେଉଛନ୍ତି ଜନତା: ମୋଦି
ମିରଠ,୩୧।୩: ରାମ ରାମ … ପ୍ରଧାନମନ୍ତ୍ରୀ ମୋଦି ମିରଠ ଗସ୍ତ ସମୟରେ ରାମ ନାମ ସହିତ ତାଙ୍କ ସମ୍ବୋଧନ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ମିରଠ ହେଉଛି ବୀର ଭୂମୀ, ଏହି ଭୂମିରେ ବାବା ଅଘୋଡନାଥଙ୍କ ଆଶୀର୍ବାଦ ରହିଛି। ଏହା…
ଏହିସବୁ ଜିଲାରେ ବିଗ୍ ଫାଇଟ୍, ଏହି ଠି ରହିଛି ଭାଜପାର ପଲା ଭାରି
ଭୁବନେଶ୍ୱର,୩୧।୩: ଲୋକ ସଭା ପ୍ରାର୍ଥୀ ଘୋଷଣା, ଆଉ ମଇଦାନ ବି ପ୍ରସ୍ତୁତ। ବିଜେଡି-ଭାଜପା ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଏବେ ହେବ ବିଗ୍ ଫାଇଟ୍। ସାମ୍ନାସାମ୍ନି ହେବେ ଦୁଇ ଦଳର ମହାରାଥୀ। ଏନେଇ ଯୋଦ୍ଧାଙ୍କ ସହ କ୍ଷେତ୍ର ମଧ୍ୟ ପ୍ରସ୍ତୁତ। କିନ୍ତୁ…
ବିଜେଡିରେ ମିଶିଲେ ଚିରଞ୍ଜୀବ
ଭୁବନେଶ୍ୱର,୩୧ା୩: କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ରବିବାର ବିଜେଡିରେ ସାମିଲ ହୋଇଛନ୍ତି। ଆଜି ଶଙ୍ଖଭବନରେ ସେ ନିଜ ସମର୍ଥକଙ୍କ ସହ ଆସି ବିଜେଡିରେ ମିଶିଛନ୍ତି। ତାଙ୍କୁ ବିଜେଡି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ରାଜ୍ୟ ସଭା ଏମ୍ପି ମାନସ ମଙ୍ଗରାଜଙ୍କ…
Archives


