ଏହା ହିଁ ସଠିକ୍ ସମୟ! ପାକିସ୍ତାନଠାରୁ POKକୁ ଛଡ଼ାଇ ଆଣିବ ଭାରତ, ଟ୍ରମ୍ପଙ୍କ ସମର୍ଥନ…
ନୂଆଦିଲ୍ଲୀ,୯।୫: ପାକ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରି ବାୟୁସେନା କୋଟି କୋଟି ଭାରତୀୟଙ୍କ ଇଚ୍ଛା ପୂରଣ କରିବାର ପଥ ପରିଷ୍କାର କରିଛି। କହିବାର ତାତ୍ପର୍ଯ୍ୟ ଭାରତ ଆରମ୍ଭରୁ କହିଆସୁଛି ଯେ ପିଓକେ ମଧ୍ୟ ଆମର ଅଂଶ, ଯାହା ପାକିସ୍ତାନ…
୩୦୦-୪୦୦ ତୁର୍କି ଡ୍ରୋନ୍ ବ୍ୟବହାର କରି ଭାରତର ୩୬ ସ୍ଥାନକୁ ଟାର୍ଗେଟ କରିଥିଲା ପାକିସ୍ତାନ: MEA
ନୂଆଦିଲ୍ଲୀ,୯।୫: ଅପରେଶନ ‘ସିନ୍ଦୂର’ର ଜବାବ ଦେବାକୁ ଯାଇ ପାକିସ୍ତାନ ଗୁରୁବାର ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଏହାକୁ ଭାରତ ବିଫଳ କରିଥିଲା। ତେବେ ପାକିସ୍ତାନ ତୁର୍କୀ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଥିବା ଶୁକ୍ରବାର MEA ର ଏକ ପ୍ରେସ…
ପୁଣି ଦୁଇ ଭାଗ ହେବ ପାକିସ୍ତାନ? ଭାରତ ସହ ଯୁଦ୍ଧ ମଧ୍ୟରେ UN ପହଞ୍ଚି ଏଭଳି ଅପିଲ କଲା…
ଇସଲାମାବାଦ,୯।୫: ପୁଣି ଦୁଇ ଭାଗ ହେବ ପାକିସ୍ତାନ। ୧୯୭୧ରେ ଭାରତ ସହ ଯୁଦ୍ଧ ସମୟରେ ବାଲାଂଦେଶ ସୃଷ୍ଟି ହୋଇଥିଲା। ଏବେ ବେଲୁଚିସ୍ତାନ ନୂଆ ଦେଶ ଭାବେ ପାକିସ୍ତାନଠାରୁ ଅଲଗା ହେବାର ସମ୍ଭାବନା ବଢ଼ିବାରେ ଲାଗିଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି। ଗୋଟିଏ…
ପାକିସ୍ତାନକୁ ମୋଦି ଦେଲେ ଜୋରଦାର ଝଟ୍କା! ବିଶ୍ୱରେ ଚହଳ
ନୂଆଦିଲ୍ଲୀ,୯।୫: ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଅଜୟ ବଙ୍ଗା ଗୁରୁବାର ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସିନ୍ଧୁ ଜଳ…
ପାକିସ୍ତାନ ସଂସଦରେ ମୋଦିଙ୍କୁ ପ୍ରଶଂସା କଲେ ଶେହବାଜଙ୍କ ଏମପି, କହିଲେ ପାକ୍ ପ୍ରଧାନମନ୍ତ୍ରୀ ଶୃଗାଳ, ଦେଶରେ ଚହଳ
ଇସଲାମବାଦ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ସଂସଦରେ ଜଣେ ଏମପି ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ଏବେ ସାରା ବିଶ୍ୱରେ ଚହଳ ପକାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ‘କାପୁରୁଷ’ ଓ ‘ଶୃଗାଳ’ ବୋଲି ଆଖ୍ୟା…
ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍: ଜମ୍ମୁରୁ ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା
ଶ୍ରୀନଗର,୯ା୫: ଭାରତ-ପାକିସ୍ତାନ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଓଡ଼ିଶା ସରକାର ୨୪…
ଆଞ୍ଚଳିକ ସେନାର ପ୍ରତ୍ୟେକ ଅଧିକାରୀ, ପଞ୍ଜୀକୃତ କର୍ମଚାରୀଙ୍କୁ ଡାକିବା ପାଇଁ ସେନା ମୁଖ୍ୟଙ୍କୁ କ୍ଷମତା
ନୂଆଦିଲ୍ଲୀ,୯ା୫: ଭାରତର ବର୍ଦ୍ଧିତ ସାମରିକ ପ୍ରସ୍ତୁତିକୁ ପ୍ରତିଫଳିତ କରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ପୂର୍ବକ ପ୍ରତିରକ୍ଷା ମନ୍ତ୍ରଣାଳୟ ପାକିସ୍ତାନ ସହିତ ଉତ୍ତର ଏବଂ ପଶ୍ଚିମ ସୀମାରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସମ୍ପୂର୍ଣ୍ଣ ଆଞ୍ଚଳିକ ସେନା (TA)କୁ ଜରୁରୀ କାର୍ଯ୍ୟ ଏବଂ…
Operation Sindoor: ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୯।୫: ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଗଣମାଧ୍ୟମକୁ ପ୍ରତିରକ୍ଷା ଅଭିଯାନ ଏବଂ ସୁରକ୍ଷା ବାହିନୀର ଗତିବିଧିର ସିଧା ପ୍ରସାରଣ ପ୍ରଦର୍ଶନ କରିବାରୁ ନିବୃତ୍ତ ରହିବା ପାଇଁ ଏକ ପରାମର୍ଶ ବା ଆଡଭାଇଜରି ଜାରି କରିଛି। ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ…
ରାଜନାଥ ସିଂଙ୍କ ସହ ତିନି ସେନା ମୁଖ୍ୟଙ୍କ ମୁହଁର ହସ କହୁଛି କାହାଣୀ; କିପରି ପାକିସ୍ତାନକୁ ପାଣି ପିଆଇଛି ଭାରତ
ନୂଆଦିଲ୍ଲୀ,୯ା୫: ପାକିସ୍ତାନ ଉପରେ ଘନଘନ ଆକ୍ରମଣ କରିବା ପରେ ଏକ ଉଚ୍ଚସ୍ତରୀୟ, ଗୋପନୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଭାରତୀୟ ସଶସ୍ତ୍ର ବାହିନୀର ମୁଖ୍ୟମାନେ ଶାନ୍ତ ଓ ହସ ହସ ମୁହଁରେ ଦେଖାଯାଇଥିଲେ, ଯାହାର ଚିତ୍ର ସାମାଜିକ ଗଣମାଧ୍ୟମରେ…
ଜାଣନ୍ତି କି କେମିତି ଶେଷ ହୁଏ ଯୁଦ୍ଧ? ଯଦି ନା ତେବେ…
ସମସ୍ତ ଘଟଣାର ଆରମ୍ଭ ଅଛି ମାନେ ଶେଷ ବି ଅଛି। ସେମିତି ଯୁଦ୍ଧ ଆରମ୍ଭ ହେଲେ ଶେଷ ବି ହୁଏ। କିଛି ଯୁଦ୍ଧ ଶୀଘ୍ର ଶେଷ ହୁଏ, ଆଉ କିଛି ଦଶନ୍ଧି ଦଶନ୍ଧି ଧରି ସମୟ ନେଇଥାଏ। କିନ୍ତୁ ନିରାଟ ସତ…
ଆଇପିଏଲ ୨୦୨୫ ବନ୍ଦ: ଯୁଦ୍ଧ ସ୍ଥିତି ମଧ୍ୟରେ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ
ମୁମ୍ବାଇ,୯ା୫: ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବଂ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୫ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି। ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ଏବଂ ଆଇପିଏଲ ପରିଚାଳନା…
Operation Sindoor 2.0: ଭାରତକୁ ଆମେରିକା କହିଲା, Thank U India, ଏବେ ହୋଇଛି ନ୍ୟାୟ
ଇସଲାମାବାଦ/ନୂଆଦିଲ୍ଲୀ,୯।୫: ଭାରତ ଆତଙ୍କବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ କୁଖ୍ୟାତ ଆତଙ୍କବାଦୀ ଏବଂ ଜୈଶ-ଏ-ମହମ୍ମଦର ଟପ୍ କମାଣ୍ଡର ଅବଦୁଲ ରଉଫ ଆଝାରକୁ ନିପାତ କରିଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନର ବିଶ୍ୱବ୍ୟାପୀ ପ୍ରଭାବ ଏବେ ଦୃଶ୍ୟମାନ ହେଉଛି ଏବଂ ଅବଦୁଲ…
Archives


