Home Middle

ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି: ଆମେରିକାରେ ହଲଚଲ

ଓ୍ବାଶିଂଟନ୍‌,୬।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ବିଭାଗ ଅର୍ଥାତ୍‌ ପେଣ୍ଟାଗନର ନାମକୁ ଯୁଦ୍ଧ ବିଭାଗରେ ପରିବର୍ତ୍ତନ କରିବା ପାଇଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିଛନ୍ତି। ସେ କହିଛନ୍ତି, ଏହି ନାମ ଆମେରିକାର ସାମରିକ ଶକ୍ତି ଏବଂ ଆକ୍ରମଣାତ୍ମକ ରଣନୀତିକୁ…

ଘାଇଲା ପରିସ୍ଥିତିରେ ଭାରତୀୟ ଅର୍ଥନୀତି: ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଟଙ୍କା

ମୁମ୍ବାଇ,୬ା୯:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ୍‌ ମାଡ଼ ଭାରତୀୟ ଅର୍ଥନୀତିକୁ ଘାଇଲା କରିଦେଇଥିବାବେଳେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) ପୁଞ୍ଜିବଜାରରୁ ବିପୁଳ ନିବେଶ ପ୍ରତ୍ୟାହାର କରିବାରେ ଲାଗିଛନ୍ତି। ଏହାର ପ୍ରଭାବରେ ଟଙ୍କା ଦିନକୁ ଦିନ ନିମ୍ନଗାମୀ ହୋଇ ନୂଆ ରେକର୍ଡ ଭାଙ୍ଗୁଛି।…

ମୋଦି ଜି ମୋର ଭଲ ବନ୍ଧୁ: ଟାରିଫ୍‌ ଯୁଦ୍ଧ ମଧ୍ୟରେ ୟୁ-ଟର୍ନ ନେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୬।୯:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆମେରିକା ଭାରତ ଏବଂ ରୁଷିଆକୁ ଚାଇନା ପ୍ରଭାବ ପାଇଁ ହରାଇଛି। କିଛି ଘଣ୍ଟା ପରେ, ସେ ସ୍ପଷ୍ଟ କରିଥିଲେ, ମୁଁ ଭାବୁନାହିଁ ଯେ ଆମେ…

ଗୁରୁଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ, ରେଗୁଲାର ଭିତ୍ତିରେ ପାଇବେ…

ଭୁବନେଶ୍ୱର,୫ା୯: ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ୩ ବର୍ଷରେ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ। ଚୁକ୍ତିଭିତ୍ତିକ ନୁହେଁ, ରେଗୁଲାର ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର…

ସରକାରୀ କର୍ମଚାରୀଙ୍କୁ ଦଶହରା ଉପହାର, ପେନସନରେ ମିଳିବ…

ନୂଆଦିଲ୍ଲୀ,୫।୯: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ସରକାରୀ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ ଏକୀକୃତ ପେନସନ ଯୋଜନା ସହିତ ଜଡିତ ନିୟମଗୁଡ଼ିକୁ ଅଧିସୂଚିତ କରିଛି। ଏହି ନିୟମଗୁଡ଼ିକ ପେନସନ…

ନୂଆ GSTରେ ଓଡ଼ିଶାକୁ କ’ଣ ମିଳିବ ଲାଭ? ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୫।୯: ସେପ୍ଟେମ୍ବର ୨୨ରୁ ଦେଶରେ ସାମଗ୍ରୀ ଓ ସେବାଗୁଡ଼ିକ ଉପରେ ଦୁଇଟି ଟିକସ ସ୍ଲାବ ଲଗାଯିବ। ନୂଆଦିଲ୍ଲୀରେ ଚାଲିଥିବା ୫୬ତମ ଜିଏସ୍‌ଟି କାଉନ୍ସିଲ ବୈଠକରେ ବୁଧବାର ରାତିରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ତେବେ ଦିଲ୍ଲୀ ଗସ୍ତରୁ…

ଭାରତ-ଚାଇନା ମିଶି ଟ୍ରମ୍ପଙ୍କ ଉଡାଇବେ ହୋଶ୍‌: ଖୁବ୍‌ଶୀଘ୍ର ଆସିବାକୁ ଯାଉଛି…

ନୂଆଦିଲ୍ଲୀ,୫।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ ଟାରିଫ୍‌ ଲାଗୁ କରିଛନ୍ତି ଏବଂ ଏବେ ଏହାର ପ୍ରଭାବ ମଧ୍ୟ ଦେଖାଯାଉଛି। ଟାରିଫ ଯୋଗୁ ଅନେକ ଦେଶର ବାଣିଜ୍ୟ ପ୍ରଭାବିତ ହୋଇଛି। ଏବେ ଭାରତ ଏବଂ ଚାଇନା…

ପାକିସ୍ତାନର ୧୪ ଆତଙ୍କବାଦୀ, ୨୬/୧୧ଠାରୁ ହେବ ଆହୁରି ବଡ଼ ଆକ୍ରମଣ, ବିସ୍ଫୋରଣ ହେବ ୪ଶହ କିଲୋ RDX, ମରିବେ ୧ କୋଟି ଲୋକ, ମିଳିଲା ଧମକ

ମୁମ୍ବାଇ,୫।୯: ମୁମ୍ବାଇକୁ ପୁଣି ଥରେ ବୋମା ବିସ୍ଫୋରଣ ଧମକ ମିଳିଛି। ଏଥର ଆତ୍ମଘାତୀ ବିସ୍ଫୋରଣ ଧମକ ପଠାଯାଇଛି। ଏହି ଧମକପୂର୍ଣ୍ଣ ମେସେଜ ମୁମ୍ବାଇ ପୋଲିସର ଟ୍ରାଫିକ ପୋଲିସର ହ୍ବାଟ୍ସଆପ ନମ୍ବରରେ ପଠାଯାଇଛି। ଅନନ୍ତ ଚତୁର୍ଦ୍ଦଶୀ ଅବସରରେ ଧମକ ପାଇବା ପରେ ପୋଲିସ…

ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ପାରିଲେନି ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୫।୯: ପାଗ ଖରାପ ଯୋଗୁ ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇ ପାରିଲେନି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱରରେ ନ ଓହ୍ଲାଇ କୋଲକାତା ଗଲେ ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ନୂଆଦିଲ୍ଲୀ…

ଟ୍ରମ୍ପଙ୍କ ଟାରିଫ୍‌ ଧମକ ମଧ୍ୟରେ ଏହି ଦେଶ ସହ ବଡ଼ ଡିଲ୍‌ କରିଦେଲା ଭାରତ

ନୂଆଦିଲ୍ଲୀ,୫।୯:ଆମେରିକା ସହିତ ଟାରିଫ୍‌କୁ ନେଇ ବିବାଦ ଲାଗି ରହିଥିବା ବେଳେ, ଭାରତ ସିଙ୍ଗାପୁର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ ନୂଆଦିଲ୍ଲୀରେ ସାକ୍ଷାତ କରିଥିଲେ। ଏହି ସମୟରେ, ଦୁଇ…

ପାକିସ୍ତାନର ହାତ ଛାଡ଼ିଦେଲା ଚାଇନା: ଡ୍ରାଗନ ନେଲା ବଡ଼ ନିଷ୍ପତ୍ତି

ବେଜିଂ,୫।୯: ଚାଇନା ପାକିସ୍ତାନର ସବୁଠାରୁ ଭଲ ବନ୍ଧୁ। କିନ୍ତୁ, ଆଜିକାଲି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ବାଭାବିକ ମନେ ହେଉନାହିଁ। କାରଣ ପାକିସ୍ତାନ ତାର ପୁରୁଣା ରେଳ ନେଟୱାର୍କର ଉନ୍ନତି ପାଇଁ ଚାଇନା ପରିବର୍ତ୍ତେ ଏସୀୟ ବିକାଶ ବ୍ୟାଙ୍କ (ADB) ଠାରୁ…

ନବୀନ ନିବାସରେ ଦିଲୀପ ରାୟ: ୨୦ ମିନିଟ୍‌ ପର୍ଯ୍ୟନ୍ତ ଆଲୋଚନା, ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୫ା୯(ସୁନୀତ ମିଶ୍ର):ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦିଲୀପ ରାୟ ଗୁରୁବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ୨୦ ମିନିଟ ଧରି ସୌଜନ୍ୟମୂଳକ ଆଲୋଚନା ହୋଇଛି।ସେ ନବୀନ ନିବାସ ଯାଇ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?