Home Middle

ସୂର୍ଯ୍ୟନଗର ଓ ବମିଖାଲ କରୋନା ରୋଗୀଙ୍କର ରହିଛି ରାଜ୍ୟ ବାହାର ଲିଙ୍କ

ଭୁବନେଶ୍ୱର, ୪।୪(ବ୍ୟୁରୋ): ସୂର୍ଯନଗର ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ ବାହାରିଛି। ଉଭୟ ମାମଲାରେ ଆକ୍ରାନ୍ତଙ୍କ ରାଜ୍ୟ ବାହାର ଲିଙ୍କ ବାହାରିଛି। ସୂର୍ଯ୍ୟନଗରରେ ରହୁଥିବା ପ୍ରଦୀପ୍ତ ଦଳ ବେହେରାଙ୍କ ସମ୍ପର୍କୀୟ କଲିକତା ଯାଇଥିଲେ ସେଠାରୁ ସେ ସଂକ୍ରମିତ ହୋଇଛନ୍ତି…

ଅପରାହ୍ନ ୩ଟା ସୁଦ୍ଧା ବିଶ୍ଵରେ ୧୧,୨୧,୯୭୩ ଆକ୍ରାନ୍ତ, ଭାରତରେ ୨,୯୦୨, ଓଡ଼ିଶାରେ ୨୦ ପଜିଟିଭ

ଭୁବନେଶ୍ବର, ୪।୪(ବ୍ୟୁରୋ) : କରୋନା ମହାମାରୀ କବଳରେ ୨୦୫ ଦେଶ ଏବଂ ୨ ଜାହାଜ। ଶୁକ୍ରବାର ସମଗ୍ର ବିଶ୍ଵରେ ୧୦ ଲକ୍ଷ ୧୯ ହଜାର ୩୪୦ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ଶନିବାର ଅପରାହ୍ନ ୩ଟା ସୁଦ୍ଧା ଏହି ସଂଖ୍ୟା ୧୧…

ଭୁବନେଶ୍ୱରରେ ସର୍ବାଧିକ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୪।୪(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସେଥିମଧ୍ୟରୁ ଭୁବନେଶ୍ୱରରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି। ଭୁବନେଶ୍ୱରରେ କରୋନା ପଜିଟିଭ କେସ ସଂଖ୍ୟା ୧୪ ଥିବାବେଳେ ଭଦ୍ରକରେ ୩ ଓ ଯାଜପୁର, କଟକ ଏବଂ ପୁରୀରେ ଜଣେ…

୫୦୦ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ ପ୍ରଶିକ୍ଷଣ 

ଭୁବନେଶ୍ୱର, ୪।୪(ବ୍ୟୁରୋ): ସମ୍ପ୍ରତି କୋଭିଡ୍‌-୧୯ ସଂକ୍ରମଣ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଯେକୌଣସି ଆପଦକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖିବା ପାଇଁ ୫୦୦ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ ପ୍ରଶିକ୍ଷଣ ଦିଆଯାଇଛି। ଏଥିରେ କଟକ ଏସ୍‌ସିବି ମେଡିକାଲ୍‌ କଲେଜର…

ଆଗାମୀ ଦିନରେ ସ୍ଥିତି ସମ୍ଭାଳିବା କଷ୍ଟକର ହୋଇପାରେ, କଣ୍ଟ୍ରାକ୍ଟ ଟ୍ରେସିଂ ପୂର୍ବରୁ ନିଜେ ଆଗକୁ ଆସି ସଂକ୍ରମଣକୁ କମ୍ କରନ୍ତୁ

ଭୁବନେଶ୍ବର, ୪।୪(ବ୍ୟୁରୋ) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ରେ ପହଁଞ୍ଚିଛି । ଯେତେବଳେ ଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି, ସେତେବେଳେ ସରକାରୀ କଳର କାମ ବଢିଯାଏ । ପ୍ରଥମେ ବ୍ୟକ୍ତିଙ୍କ ଗସ୍ତ ବିଷୟରେ ତଥ୍ୟ ସଂଗ୍ରହ କରାଯାଏ…

ଚାଇନାକୁ ଦେବାକୁ ପଡ଼ିବ କରୋନା ସମ୍ପର୍କିତ ତଥ୍ୟ: ସୟଦ ଆକବରଉଦ୍ଦିନ୍

ଜେନେଭା, ୪ ।୪:ସାରା ପୃଥିବୀରେ କରୋନ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି । ଚାଇନାର ଉହାନ ସହରର ମାଂସ ବଜାରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ନେଇ କୁହାଯାଉଛି । ତେବେ ଚାଇନା ପକ୍ଷରୁ କରୋନା ସମ୍ପର୍କିତ ପ୍ରଦାନ କରାଯାଉଥିବା…

ଏବେ ଲୁଚାଛପାର ସମୟ ନୂହେଁ, ଧାର୍ମିକ ନେତାମାନେ ସନ୍ଦିଗ୍ଧଙ୍କୁ ବୁଝାଇ ଆଗକୁ ଆସିବାକୁ କୁହନ୍ତୁ : ବାଗଚି

ଭୁବନେଶ୍ବର, ୪।୪(ବ୍ୟୁରୋ) : ବର୍ତ୍ତମାନ ସମୟରେ ସାମାଜ ଆତଙ୍କିତ ଅବସ୍ଥାରେ ରହିଛି । ଏଣୁ ଦିଲ୍ଲୀ ନିଜ୍ଜାମୁଦ୍ଦୀନ ଧର୍ମସଭାରେ ଯୋଗ ଦେଇ ଓଡିଶାକୁ ଫେରିଥିବା ବ୍ୟକ୍ତି ନିର୍ଭୟରେ ଆଗକୁ ଆସନ୍ତୁ । ଏବେ ଲୁଚାଛପାର ସମୟ ନୂହେଁ । କାରଣ ସେଠାକୁ…

ରାଜ୍ୟରେ ୩ ନିଜ୍ଜାମୁଦ୍ଦୀନ ଫେରନ୍ତା କରୋନା ପଜିଟିଭ : ୧୦୪ ରେ କଲ୍ କରି ଚିହ୍ନଟ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ, ଚିକିତ୍ସା ଖର୍ଚ୍ଚ ତୁଲାଇବେ ସରକାର

ଭୁବନେଶ୍ବର, ୪।୪(ବ୍ୟୁରୋ) : ଦିଲ୍ଲୀ ନିଜ୍ଜାମୁଦ୍ଦୀନ ଧର୍ମସଭାରେ ଯୋଗ ଦେଇ ଓଡିଶାକୁ ଫେରିଥିବା ୨୮ ଜଣଙ୍କ ସହ ଯୋଗାଯୋଗ କରଯାଇଛି । ସମସ୍ତଙ୍କର ନମୂନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ୨୫ଙ୍କ ନେଗଟିଭ୍ ଆସିଛି l ୩ ଜଣ କରୋନା ପଜିଟିଭ…

ସରକାରଙ୍କୁ ଶ୍ୱାସ, ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ତଥ୍ୟ ଦେବେ ସବୁ ହସ୍ପିଟାଲ – ତଥ୍ୟ ନ ଦେଲେ ବ୍ୟାଜ୍ୟାପ୍ତ ହେବ ଲାଇସେନ୍ସ

ଭୁବନେଶ୍ୱର, ୪ା୩ (ବ୍ୟୁରୋ): ରାଜ୍ୟର ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖକୁ ଆସିଥିବା ଶ୍ୱାସ, ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେବେ। ଯଦି ସେମାନଙ୍କ ନିକଟକୁ ଶ୍ୱାସ କଷ୍ଟ ପାଉଥିବା ବ୍ୟକ୍ତି ଓ ଇନ୍‌ଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି…

କରୋନାର ଭୟଙ୍କର ଦୃଶ୍ୟ: ଆମେରିକା-ଇଟାଲି-ସ୍ପେନ୍‌ରେ ପଡ଼ି ରହିଛି ଶହ ଶହ ମୃତଦେହ

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି । ଇତିମଧ୍ୟରେ କରୋନା ସଂକ୍ରମଣ ଯୋଗୁ ଆମେରିକା, ଇଟାଲି ଏବଂ ସ୍ପେନ୍‌ରେ ସଙ୍କଟ ଦେଖାଦେଇଛି । ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ଏତେ ସଂଖ୍ୟକ…

କରୋନା ଆତଙ୍କ ନ ସରୁଣୁ ପୃଥିବୀ ଉପରେ ପୁଣି ମାଡ଼ି ଆସୁଛି ବିପଦ: ଏବର୍ଷ ୧୬ରୁ ଅଧିକ ସାମୁଦ୍ରିକ ଝଡ଼ !

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି । ଏପରିସ୍ଥଳେ କଲୋରାଡୋ ବିଶ୍ୱବିଦ୍ୟାଳୟର ପାଣିପାଗ ବିଭାଗ ହୋଇଥିବା ଏକ ଅନୁଧ୍ୟାନରୁ ଜଣା ପଡ଼ିଛି ଯେ, ଚଳିତ ୨୦୨୦ ବର୍ଷରେ ୧୬ରୁ ଅଧିକ ସାମୁଦ୍ରିକ ଝଡ଼ ଯୋଗୁ…

୯ ମିନିଟ୍‌ର ଲାଇଟ୍ ଅଫ୍‌: ପାୱାର ଗ୍ରୀଡ୍ ବ୍ଲାକ୍‌ଆଉଟ୍ ହେବା ଆଶଙ୍କା !

ନୂଆଦିଲ୍ଲୀ, ୪ ।୪: କରୋନା ସଂକ୍ରମଣ ବିରୋଧରେ ଏକଜୁଟ ହେବା ପାଇଁ ରବିବାର ରାତ୍ର ୯ଟାଠାରୁ ୯ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ଦୀପ, ମହମବତୀ ଅବା ଟର୍ଚ୍ଚ ଲାଇଟ୍ ଜଳାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?