Home Middle

ଦଶମ ବୋର୍ଡ ପରୀକ୍ଷା ବାତିଲ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ମାଟ୍ରିକ‌ ପରୀକ୍ଷା ନେଇ ରାଜ୍ୟ ସରକାର ବୁଧବାର ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଶେଷରେ ବନ୍ଦ କରିବାକୁ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସୂଚନା ଦେଇ ଗଣଶିକ୍ଷା…

ନିଶ୍ୱାସ ନେବାକୁ ସଂଗ୍ରାମ: ଅକ୍ସିଜେନ୍‌ ରିଫିଲିଙ୍ଗ୍‌ ସେଣ୍ଟର ବାହାରେ ଭିଡ଼…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ୍‌ ହେବା ଯୋଗୁ ସଙ୍କଟ ବଢିଛାଲିଛି। ଅକ୍ସିଜେନ୍‌ ସିଲିଣ୍ଡର ଅଭାବ ଯୋଗୁ ହସ୍ପିଟାଲରେ ଭର୍ତ୍ତିଥିବା କରୋନା ଆକ୍ରାନ୍ତଙ୍କୁ ନିଶ୍ୱାସ ନେବା ପାଇଁ ଜୀବନ ସହିତ ନିତି ସଂଗ୍ରାମ କରିବାକୁ…

ମାଡ଼ି ଆସୁଛି ବିପଦ…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ୍‌ ହେବା ଯୋଗୁ ସଙ୍କଟ ବଢିଛାଲିଛି। କରୋନା ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିିଛି। ବିପଦ ପୁଣି ମାଡ଼ିଆସୁଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଥିବାରୁ…

ଲକ୍‌ଡାଉନ୍‌ ଶେଷ ବିକଳ୍ପ

ନୂଆଦିଲ୍ଲୀ,୨୧ା୪: କୋଭିଡ୍‌-୧୯ ବିରୋଧରେ ଦେଶ ଏକ ବଡ଼ ଯୁଦ୍ଧକୁ ସାମ୍ନା କରୁଛି। ନିକଟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁ ସ୍ଥିତିରେ ସୁଧାର ଆସିବ। ଲକ୍‌ଡାଉନ୍‌ ଜାରି କରିବା ଶେଷ ବିକଳ୍ପ ହେବା ଉଚିତ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି।…

ଅକ୍ସିଜେନ୍‌ ହାହାକାର

ନୂଆଦିଲ୍ଲୀ/ମୁମ୍ବାଇ,୨୧ା୪: ଭାଇରସ୍‌ ଚାଲିଗଲାଣି, ଆଉ କିଛି ହେବ ନାହିଁ। ଘାତକ ଭୂତାଣୁକୁ ନେଇ ସୁରକ୍ଷାର ଏଭଳି ମିଛ ଭାବନା ଭାରତୀୟମାନଙ୍କୁ ପୁଣିଥରେ ମହାମାରୀ କବଳକୁ ଟାଣିନେଇଛି। ଫଳରେ କୋଭିଡ୍‌-୧୯ ଭୂତାଣୁର ନୂଆ ଲହର ଦେଶକୁ ଏକ ବଡ଼ ବିପତ୍ତିକୁ ଡାକିଆଣିଛି। ସଂକ୍ରମଣ…

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ମୃତ୍ୟୁ ସଖ୍ୟା ୨ ହଜାର ଟପିଲା

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ଅଢେଇ ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…

ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୦।୪ : କରୋନାର ଦ୍ୱିତୀୟ ଲହର ଦେଶକୁ ଏକ ଝଡ଼ ଭଳି ଆଘାତ ଦେଇଛି। ଏହାଦ୍ୱାରା ଦେଶରେ ସୃଷ୍ଟି ହୋଇଛି ଭୟଙ୍କର ପରିସ୍ଥିତି। କିନ୍ତୁ ଲକ୍‌ଡାଉନକୁ ଶେଷ ଅସ୍ତ୍ର ହେଉ ବୋଲି ଦେଶକୁ ସମ୍ବୋଧନ ଦେଇ ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପୁଣି ଫେରିପାରନ୍ତି ପ୍ରବାସୀ, ଲଢ଼ିବା ପାଇଁ ପ୍ରସ୍ତୁତ ହୁଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ପୁଣି ଘରମୁହାଁ ପ୍ରବାସୀ। କରୋନାର ଦ୍ୱିତୀୟ ଲହରର ବିସ୍ଫୋରକ ସ୍ଥିତି ଉପୁଜିବା ପରେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ କରାଯାଉଛି। ହେଲେ ଏଥିରେ ଭୟଭୀତ ହୋଇ ପ୍ରବାସୀମାନେ ଘରକୁ ଫେରିବାକୁ ଚେଷ୍ଟା କରୁଥିବା ଖବର ଆସୁଛି। ଓଡ଼ିଶାକୁ ମଧ୍ୟ ବାହାର ରାଜ୍ୟରେ…

ଉତ୍ତରପ୍ରଦେଶର ୫ ସହରରେ ଜାରି ହେବନି ଲକ୍‌ଡାଉନ୍‌: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୪: ଉତ୍ତରପ୍ରଦେଶର ୫ ସହରରେ ଜାରି ହେବନି ଲକ୍‌ଡାଉନ୍‌। ଏନେଇ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ପୂର୍ବରୁ ଆହ୍ଲାବାଦ୍‌ ହାଇକୋର୍ଟ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲକ୍ଷ୍ନୌ, ବରାଣାସୀ, କାନପୁର ନଗର, ପ୍ରୟାଗରାଜ ଏବଂ ଗୋରଖପୁରରେ ଲକ୍‌ଡାଉନ୍‌ ଜାରି…

ମୁଖ୍ୟ ନିର୍ବାଚନ କମିଶନର କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୨୦।୪: ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହରା ସହିତ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ୍‌ ଆସିଛି। ଦୁଇ ଶୀର୍ଷ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଏହାକୁ…

ସେନାକୁ ଦ୍ୱିତୀୟ ଲହର ସମ୍ଭାଳିବା ଦାୟିତ୍ୱ…

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ମହାମାରୀ ଅଣାୟତ୍ତ ହେଉଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାର ସହାୟତା ଲୋଡ଼ିଛନ୍ତି। ଏନେଇ ସେ ସେନାମୁଖ୍ୟ ଏମ୍‌ ଏମ୍‌. ନରାଓ୍ବଣେଙ୍କ ସହିତ ଆଲୋଚନା କରିଛନ୍ତି। ଏହା ସହିତ ରାଜନାଥ…

ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ରଦ୍ଦ…

ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିଏସ୍‌ଇ ପକ୍ଷରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ରଦ୍ଦ କରାଯାଇଛି। ଅପରପକ୍ଷରେ ନୂଆ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖା ଯାଇଛି। ଏନେଇ ଆଇସିଏସ୍‌ଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?