Home Middle

ଲକ୍‌ଡ଼ାଉନ୍‌ ପ୍ରଭାବ: ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା କମୁଛି…

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌ ଯୋଗୁ ଆକ୍ରାନ୍ତଙ୍କ ସମେତ ମୃତକଙ୍କ ସଂଖ୍ୟା ସୋମବାରଠାରୁ…

ଦ୍ୱିତୀୟ ଲହର ଡାକିଆଣିଛି ଦାରିଦ୍ର୍ୟ

ନୂଆଦିଲ୍ଲୀ, ୧୧।୫: ଦେଶରେ ଦିନକୁ ପାଖାପାଖି ୪ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇ କଲବଲ ହେଉଥିବାବେଳେ ପ୍ରାୟ ୪ ହଜାରଙ୍କ ଦୈନିକ ମୃତ୍ୟୁ ଘଟୁଛି। ଏଭଳି ସମୟରେ ବିନା କରୋନାରେ ବି ବଞ୍ଚିବାକୁ ସଂଘର୍ଷରତ ଲକ୍ଷ ଲକ୍ଷ ଲୋକ। ବେଶି…

କୋର୍ଟକୁ ଦୂରେଇ ଦେବାର ପ୍ରୟାସ

ନୂଆଦିଲ୍ଲୀ, ୧୧ା୫(ପି.ଟି.): କୋଭିଡ୍‌-୧୯ ଟିକାକରଣ ନୀତି ଯଥାର୍ଥ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ବୈଜ୍ଞାନିକ ମତାମତ ଓ ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶ ଆଧାରରେ ଟିକା ନୀତି ପ୍ରସ୍ତୁତ ହୋଇଛି। ତେଣୁ ଏଥିରେ ହସ୍ତକ୍ଷେପ କରିବା ଏବଂ ଦେଶର ସବୁ ବୟସ…

ଏଥର କଂଗ୍ରେସର ନୂଆ ଅଧ୍ୟକ୍ଷ ରାହୁଲ ନା ଆଉ କିଏ?

ନୂଆଦିଲ୍ଲୀ,୧୦।୫: ଦେଶରେ ୫ଟି ବିଧାନସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ କଂଗ୍ରେସ ରାଜନୀତି ଗରଗରମ ହୋଇଉଠିଛି। ଚଳିତଥର କିଏ ଦଳର ମଙ୍ଗୁଆଳ ହେବ ସେ ନେଇ ଜୋରସୋର୍‌ ଚର୍ଚ୍ଚା ଚାଲିଛି। ଦଳର ବରିଷ୍ଠ ନେତ୍ରୀ ତଥା ବର୍ତ୍ତମାନର ଅନ୍ତରୀଣ ସଭାପତି…

କରୋନା ସଙ୍କଟରେ ଚାଇନା ପୁଣି କରିପାରେ ଦୁଃସାହସ…

ନୂଆଦିଲ୍ଲୀ,୧୦।୫: ଭାରତରେ କରୋନା ମହାମାରୀ ଯୋଗୁ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏହାର ସୁଯୋଗ ନେଇ ଚାଇନା ପୁଣି ପୂର୍ବ ଲଦାଖରେ ଦୁଃସାହସ କରିବାର ଆଶଙ୍କା ରହିଛି। ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ ବିପିନ ରାଓ୍ବତ ପ୍ରକାଶ କରିଛନ୍ତି। ଗତବର୍ଷ…

ଭାକ୍ସିନ୍‌ ଦ୍ୱାରା ହାରିବ କରୋନା: ୟୁନିସେଫ୍‌…

ଜେନେଭା/ନୂଆଦିଲ୍ଲୀ,୧୦।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ୟୁନିସେଫ୍‌ ପକ୍ଷରୁ ଏକ ଭିଡ଼ିଓ ଜାରି ହୋଇଛି। ଭିଡ଼ିଓରେ କୁହାଯାଇଛି ଯେ, କରୋନା ମହାମାରୀ ଭାକ୍ସିନ୍‌ ଦ୍ୱାରା ହିଁ ହାରିବ। ପୋଲିଓ ଭଳି ଭୟଙ୍କର ରୋଗକୁ ଯେପରି…

ନୂଆ ମୁହଁ ଉପରେ ମମତାଙ୍କ ଭରସା: ବ୍ରିଗେଡ୍‌ରେ ୧୮ ନୂଆ, ୨୫ ପୁରୁଣା ସଦସ୍ୟ…

କୋଲକାତା,୧୦।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବ୍ରିଗେଡ୍‌ ତୃତୀୟ ଥର ପାଇଁ ଶାସନ ଡୋର ଧରିଛନ୍ତି। ଚଳିତ ଥର ମମତା ଦିଦିଙ୍କ ବ୍ରିଗେଡ୍‌ରେ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି। ସୋମବାର ୧୦ଟା ୪୫ରେ ରାଜଭବନର ଥ୍ରୋନ୍‌ ହଲ୍‌ରେ ୪୦ ନବ ନିର୍ବାଚିତ…

ଖୁସି ଖବର: ଲକ୍‌ଡାଉନ୍‌ ଯୋଗୁ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି ଏପରିସ୍ଥଳେ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ଲକ୍‌ଡାଉନ୍‌ ଯୋଗୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟରୁ ଜଣାପଡୁଛି। ଦିଲ୍ଲୀରେ…

କରୋନା ଭୂତାଣୁ ଦ୍ୱାରା ଚାଇନାର ତୃତୀୟ ବିଶ୍ୱଯୁଦ୍ଧ ଷଡ଼ଯନ୍ତ୍ର: ଆମେରିକାକୁ ମିଳିଲା ଗୁପ୍ତତଥ୍ୟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ଭୂତାଣୁ ଦ୍ୱାରା ଚାଇନା ତୃତୀୟ ବିଶ୍ୱଯୁଦ୍ଧର ପ୍ରସ୍ତୁତି କରିଥିବା ଆମେରିକା କହିଛି। ଜାଣିଶୁଣି ଚାଇନା ଏଭଳି ଯୋଜନା କରିଥିବା ଆମେରିକା ପକ୍ଷରୁ ଦାବି କରାଯାଇଛି। କରୋନା ସଂକ୍ରମଣ ପରେ ମାତ୍ର ୬ରୁ ୮ ମାସ ମଧ୍ୟରେ ଚାଇନାର ସ୍ଥିତି…

୪ ଦିନ ପରେ ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା କମିଲା…

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ୪ ଦିନ ପରେ ନୂଆ ଆକ୍ରାନ୍ତଙ୍କ ସମେତ ମୃତକଙ୍କ…

ସରୋଜ ହସ୍ପିଟାଲରେ ୮୦ ଡାକ୍ତର କରୋନା ପଜିଟିଭ୍‌ …

ନୂଆଦିଲ୍ଲୀ,୧୦।୫: କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ୮୦ ଜଣ ଡାକ୍ତରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଦିଲ୍ଲୀର ସରୋଜ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଏହି ଡାକ୍ତରଙ୍କ ମଧ୍ୟରୁ ୧୨ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ୬୮ ଜଣଙ୍କୁ ଘରେ…

୬ ଫୁଟ୍‌ରୁ ଅଧିକ ଦୂରକୁ ବ୍ୟାପିପାରେ କରୋନା ଭୂତାଣୁ

ନୂଆଦିଲ୍ଲୀ, ୧୦।୫: କରୋନା ଭୂତାଣୁ ବାୟୁବାହିତ। ଏହା ବାୟୁରେ ୬ ଫୁଟ୍‌ରୁ ଅଧିକ ଦୂରକୁ ବ୍ୟାପିପାରେ ବୋଲି ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ ପକ୍ଷରୁ କୁହାଯାଇଛି। ସଂକ୍ରମଣରୁ ବର୍ତ୍ତିବା ପାଇଁ ଏହି ସଂସ୍ଥା ପକ୍ଷରୁ ନୂଆ ଗାଇଡ୍‌ଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?