ସରୋଜ ହସ୍ପିଟାଲରେ ୮୦ ଡାକ୍ତର କରୋନା ପଜିଟିଭ୍‌ …

ନୂଆଦିଲ୍ଲୀ,୧୦।୫: କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ୮୦ ଜଣ ଡାକ୍ତରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଦିଲ୍ଲୀର ସରୋଜ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଏହି ଡାକ୍ତରଙ୍କ ମଧ୍ୟରୁ ୧୨ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ୬୮ ଜଣଙ୍କୁ ଘରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲର ବରିଷ୍ଠ ଡାକ୍ତର ଏ.କେ. ରାଓ୍ବତଙ୍କର ମୃତ୍ୟୁ ଘଟି ସାରିଛି। ଦିଲ୍ଲୀରେ କରୋନାର ଦ୍ୱିତୀୟ ଳହର ଜାରି ରହିଥିବାବେଳେ ଡାକ୍ତରମାନେ ଆକ୍ରାନ୍ତ ହେବା ପ୍ରଶାସନର ଚିନ୍ତାକୁ ବଢ଼ାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ: ପ୍ରତି ମଙ୍ଗଳବାର ୫୦୩ ପଞ୍ଚାୟତରେ…

ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ ଅଭିଯାନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହାର ଲକ୍ଷ୍ୟ ହେଲା ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ।…

ଭାରତରେ ଥାଇ ଚେତାବନୀ ଦେଲେ ଶେଖ ହାସିନା: ମୋ ଅନୁପସ୍ଥିତିର ଅର୍ଥ ନୁହେଁ…

ନୂଆଦିଲ୍ଲୀ,୧୯।୫: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବହୁତ ଶୀଘ୍ର ବାଂଲାଦେଶ ଫେରିବେ। ବର୍ତ୍ତମାନ ଭାରତରେ ରହୁଥିବା ଶେଖ ହାସିନା ଏନେଇ ସଙ୍କେତ ଦେଇଛନ୍ତି। ଏକ ଇମେଲ…

‘ଆମେରିକା ଉପରେ ଭରସା ନାହିଁ…’ଇରାନରୁ ଏକ ଚୂଡ଼ାନ୍ତ ନିଷ୍ପତ୍ତି ପାଇବା ପାଇଁ ପାକିସ୍ତାନୀ ମନ୍ତ୍ରୀ ନକଭି ଧାଇଁଲେ ତେହରାନ

ଇସଲାମାବାଦ,୧୯।୫: ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଇରାନର ବୈଦେଶିକ ମନ୍ତ୍ରୀ ଏବଂ ମୋହସିନ ନକଭିଙ୍କ ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ଏକ ବିସ୍ତୃତ ବିବୃତ୍ତି ଜାରି କରିଛି।…

ଏବେ ଭାରତରେ ଆଉ ୯ ଦିନ ପାଇଁ ଗଚ୍ଛିତ ଅଛି ପେଟ୍ରୋଲ-ଡିଜେଲ! ସରକାରଙ୍କ ବିବୃତ୍ତି ଜାରି…

ନୂଆଦିଲ୍ଲୀ,୧୯।୫: ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସହିତ ଆରମ୍ଭ ହୋଇଥିଲା। ଏହା ପାଞ୍ଚ ଦିନ ମଧ୍ୟରେ ଦ୍ୱିତୀୟ ବୃଦ୍ଧି। ପେଟ୍ରୋଲ ପମ୍ପଗୁଡ଼ିକରେ ପୂର୍ବରୁ ଭିଡ଼…

ମଧ୍ୟପ୍ରାଚ୍ୟରୁ ଆସିଲା ଆଶ୍ୱସ୍ତିକର ଖବର: ପାକିସ୍ତାନ ଟ୍ରମ୍ପଙ୍କୁ ପଠାଇଲା ନୂଆ ଶାନ୍ତି ପ୍ରସ୍ତାବ

ତେହରାନ,୧୯।୫: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିରେ ପହଞ୍ଚିବାରେ ବିଫଳତାର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଶକ୍ତି ସଙ୍କଟ…

ସାରା ଦେଶରେ ଏହିଦିନ ବନ୍ଦ ରହିବ ମେଡିକାଲ ଷ୍ଟୋର, କିଣି ନିଅନ୍ତୁ ଅତି ଜରୁରି ମେଡିସିନ

ନୂଆଦିଲ୍ଲୀ,୧୯।୫: ସାରା ଦେଶରେ ମେଡ଼ିକାଲ ଷ୍ଟୋର (କେମିଷ୍ଟ) ଆସନ୍ତାକାଲି ଅର୍ଥାତ୍‌ ବୁଧବାର, ୨୦ ମଇରେ ଧର୍ମଘଟ କରିବେ। ଏହି ଧର୍ମଘଟ ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟ…

ଘର ଉପରେ ଝୁଲୁଛି ବିପଦ:ଭୟରେ ଦିନକାଟୁଛନ୍ତି ୨ ପରିବାର

ଲୋଇସିଂହା,୧୯।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ନବଗଠିତ ଏନଏସି ଅନ୍ତର୍ଗତ ପନେସରା ଗାଁରେ ଦୀର୍ଘଦିନଧରି ଭୟରେ ଦିନ କାଟୁଛନ୍ତି ୨ଟି ପରିବାର। ଗ୍ରାମର ଗ୍ରାମପତି ଗୁଡି ନିକଟରେ ଥିବା…

ଟଙ୍କାର ଅବମୂଲ୍ୟାୟନକୁ ନେଇ ଷ୍ଟକ୍‌ ବଜାର ଅସ୍ଥିର

ମୁମ୍ବାଇ,୧୯।୫: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଏବେ ଭୂ-ରାଜନୈତିକ ସ୍ତରରେ ବିବାଦ ଲାଗି ରହିଥିଲାବେଳେ ଅନ୍ତର୍ଜାତୀୟ ବଜାରରେ ତୈଳଦର ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏହାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri