ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା
ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଭାରତୀୟ ସେନାଙ୍କ ସର୍ଚ୍ଚ ଅପରେଶନରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। କୁପଓ୍ବାରା ଜିଲାର ମାଛିଲି ସେକ୍ଟରଠାରେ ପାକିସ୍ତାନ ପଟୁ କିଛି ଆତଙ୍କବାଦୀ ଅନୁପ୍ରବେଶ କରୁଥିଲେ। ଭାରତୀୟ…
କମିବାର ନାଁ ନେଉନି: ପୁଣି ରାଜ୍ୟରେ ୧୫ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୨୫ ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ…
CORONAVIRUS UPDATE: ରାଜ୍ୟରେ ଆଜି ୧୪୩୪ ନୂଆ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ରବିବାର ୧୪୩୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୧୫୭୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୮୩୩…
ରୋ-ପାକ୍ସ୍ ଫେରି ସେବା ଲୋକାର୍ପଣ କଲେ ମୋଦି: ପର୍ଯ୍ୟଟନ ଶିଳ୍ପର ହେବ ବିକାଶ
ଅହମଦାବାଦ,୮।୧୧: ଗୁଜରାଟର ହଜିରା ଏବଂ ଘୋଘା ମଧ୍ୟରେ ରୋ-ପାକ୍ସ୍ ଫେରି ସେବାର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ସମ୍ପନ୍ନ ହୋଇଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ମୋଦି କହିଛନ୍ତି ସେ ସୁରଟ ଏବଂ ସୌରାଷ୍ଟ୍ରର ବିକାଶ ପାଇଁ ସରକାର…
ଚାଇନାର ଷଡ଼ଯନ୍ତ୍ର: ଉତ୍ତର-ପୂର୍ବରେ ଉଗ୍ରବାଦୀ ସଂଗଠନକୁ ସହାୟତା
ନୂଆଦିଲ୍ଲୀ,୮।୧୧: ଭାରତ ଉତ୍ତର-ପୂର୍ବ ଅଞ୍ଚଳରେ ଉଗ୍ରବାଦ ବୃଦ୍ଧି ପାଇଁ ଚାଇନା ଷଡ଼ଯନ୍ତ୍ର ରଚିଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଦାଖରେ ଉତ୍ତେଜନା ସୃଷ୍ଟି ପରେ ଏବେ ଚାଇନା ଭାରତରେ ଅଶାନ୍ତି ବଢ଼ାଇବା ପାଇଁ ଉଗ୍ରବାଦୀ…
ବିମୁଦ୍ରୀକରଣକୁ ପୂରିଲା ୪ ବର୍ଷ
୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ବିମୁଦ୍ରୀକରଣ ଘୋଷଣା ଦ୍ୱାରା ମହାତ୍ମା ଗାନ୍ଧୀ ସିରିଜର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ଗୁଡିକୁ ଅଚଳ କରିଦେଲେ। ଏହା ପରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ସହ ଅନ୍ୟ ନୂଆ ନୋଟ୍ ବଜାରକୁ…
ବାଣ ବେପାରୀ ବାଟବଣା
ଭୁବନ, ୮।୧୧(ଡି.ଏନ.ଏ.): ଦୀପାବଳିରେ ବାଣ ଫୁଟିବ ନାହିଁ। କରୋନା ସଂକ୍ରମଣ ପାଇଁ ଚଳିତବର୍ଷ ଜାରି କରାଯାଇଥିବା ଏହି ସରକାରୀ କଟକଣା ସିଜିନ ବାଣ ବ୍ୟବସାୟୀଙ୍କ ମଧ୍ୟରେ ନିରାଶା ଖେଳାଇ ଦେଇଛି। ସରକାର କଟକଣା ଜାରି କରିବା ଆଗରୁ ବହୁ ବ୍ୟବସାୟୀ ବାଣ କିଣି…
ବାଇଡେନ୍ ଆମେରିକା ରାଷ୍ଟ୍ରପତି
ଓ୍ବାଶିଂଟନ,୭।୧୧-ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍ ଶନିବାର ବିଜୟୀ ହୋଇଛନ୍ତି। ସେ ରିପବ୍ଲିକାନ ପାର୍ଟି ନେତା ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ପରାସ୍ତ କରି ମହାମାରୀ ଓ ସାମାଜିକ ତଥା ଅର୍ଥନୈତିକ ଦୁଃସ୍ଥିତି ସମୟରେ ଦେଶର…
ଜାତିସଂଘ ଉପଦେଷ୍ଟା କମିଟିରେ ବିଦିଶା
ଜାତିସଂଘ,୭।୧୧: ଭାରତୀୟ କୂଟନୀତଜ୍ଞ ବିଦିଶା ମୈତ୍ର ଜାତିସଂଘ ଉପଦେଷ୍ଟା (ପ୍ରଶାସନିକ ଓ ବଜେଟାରୀ) କମିଟିକୁ ମନୋନୀତ ହୋଇଛନ୍ତି। ତାଙ୍କୁ ୧୨୬ ଖଣ୍ଡ ଭୋଟ ମିଳିଛି। ୧୯୩ ସଦସ୍ୟଯୁକ୍ତ ସାଧାରଣ ସଭାରେ ଯୋଗ୍ୟତା, ଅଭିଜ୍ଞତା ଓ ଭୌଗୋଳିକ ଜ୍ଞାନକୁ ନେଇ ସଦସ୍ୟଙ୍କୁ ବଛାଯାଇଥାଏ।…
ମହାନଦୀ ଜଳ ବିବାଦ ମାମଲା: ଡିସେମ୍ବର ୫ରେ ହେବ ଶୁଣାଣି
ଭୁବନେଶ୍ୱର,୭ା୧୧: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ହୋଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୫ରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି। ଆଜିର ଏହି ଶୁଣାଣିରେ ଓଡ଼ିଶା ୨ଟି ଦାବି ରଖିଥିଲା। ଅଣମୌସୁମୀରେ ହୀରାକୁଦକୁ ନିର୍ଦ୍ଦିଷ୍ଟ…
ଏଲ୍ଓସି-ଏଲ୍ଏସି ଉପରେ ମହାକାଶରୁ ରହିବ କଡ଼ା ନଜର
ହାଇଦ୍ରାବାଦ୍,୭।୧୧: ଏଲ୍ଓସି ଏବଂ ଏଲ୍ଏସିରେ ଶତ୍ରୁ ଉପରେ ମହାକାଶରୁ କଡ଼ା ନଜର ରଖିବା ଲାଗି ଇସ୍ରୋ ପକ୍ଷରୁ ଉପଗ୍ରହ ପ୍ରେରଣ କରାଯାଇଛି। କୁ ସକ୍ଷମ ହେବ। ଶନିବାର ଅପରାହ୍ନ ୩ଟା ୧୨ରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ…
ମାଟ୍ରିକ ପରୀକ୍ଷା ଫର୍ମପୂରଣ ସ୍ଥଗିତ
ଭୁବନେଶ୍ୱର, ୭।୧୧(ବ୍ୟୁରୋ) ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫର୍ମ ପୂରଣ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପରେ ପ୍ରକାଶ ପାଇବ ବୋଲି ଜଣାଯାଇଛି ।…
Archives


