Home Middle

ଭାରତରେ ବିରଳ ମୃତ୍ତିକା ଉତ୍ପାଦନ ବଢ଼ାଇବାକୁ ସରକାରଙ୍କ ବଡ଼ ପଦକ୍ଷେପ: ୭୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନା!

ନୂଆଦିଲ୍ଲୀ, ୨।୧୧: ଚାଇନାର ପ୍ରଭାବକୁ ହ୍ରାସ କରି ଦେଶରେ ବିରଳ ମୃତ୍ତିକା (Rare Earth) ଚୁମ୍ବକ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ପାଇଁ ଭାରତ ସରକାର ଏକ ବଡ଼ ଯୋଜନା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ସରକାର ଏହି ପ୍ରୋତ୍ସାହନ କାର୍ଯ୍ୟକ୍ରମର ଆକାରକୁ…

ସମସ୍ତେ ଜଲ୍‌ଦିରେ

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲା କାସିବୁଗା ସହରରେ ଥିବା ଭେଙ୍କେଟେଶ୍ୱର ସ୍ବାମୀ ମନ୍ଦିରରେ ୧ ନଭେମ୍ବରରେ ଦଳାଚକଟା ଘଟିବାରୁ ଜଣେ ନାବାଳକଙ୍କ ସମେତ ୯ ଜଣଙ୍କ ପ୍ରାଣହାନି ଘଟିଛି। ଏହା ଏକ ଘରୋଇ ମନ୍ଦିର। ମିନି ତିରୁପତି ନାମରେ ପରିଚିତ ନବନିର୍ମିତ ମନ୍ଦିରଟି…

ଭାରତ ବିଶ୍ୱ ଚାମ୍ପିୟନ: ଦକ୍ଷିଣ ଆଫ୍ରିକାକୁ ହରାଇ ରଚିଲା ଇତିହାସ

ନଭି ମୁମ୍ବାଇ, ୨।୧୧: ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛି। ଡିୱାଇ ପାଟିଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତ କରି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ପ୍ରଥମ ଥର ପାଇଁ ଆଇସିସି…

ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ‘ପରିଣାମ’ ଜାଣିଛନ୍ତି ଜିନ୍‌ପିଙ୍ଗ୍

ଆମେରିକା,୨ା୧୧: ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତାଇୱାନ ଉପରେ ଆକ୍ରମଣ କଲେ ତା’ର ‘ପରିଣାମ’ କ’ଣ ହେବ, ସେ ବିଷୟରେ ଜାଣିଛନ୍ତି ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚେତାବନୀ ଦେଇଛନ୍ତି। ତେବେ, ଆମେରିକା ତାଇୱାନକୁ ସାମରିକ ସୁରକ୍ଷା…

ମହିଳା ବିଶ୍ୱକପ ଫାଇନାଲ୍: ଭାରତର ଦକ୍ଷିଣ ଆଫ୍ରିକା ଆଗରେ ୨୯୯ ରନର ବିଶାଳ ଟାର୍ଗେଟ୍

ମୁମ୍ବାଇ,୨ା୧୧: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ଫାଇନାଲରେ ଭାରତୀୟ ମହିଳା ଦଳ ଏକ ଐତିହାସିକ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ଆଗରେ ୨୯୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଦକ୍ଷିଣ ଆଫ୍ରିକାକୁ ଟାଇଟଲ୍ ଜିତିବା ପାଇଁ ବିଶ୍ୱକପ ଇତିହାସରେ ସବୁଠାରୁ…

ଉପନିର୍ବାଚନ ମଧ୍ୟରେ ନୂଆପଡ଼ା ମୁଖ୍ୟ ହସ୍ପିଟାଲ ଛାତରୁ ଡେଇଁ ସିକ୍ୟୁରିଟି ଗାର୍ଡଙ୍କ ଆତ୍ମହତ୍ୟା

ନୂଆପଡ଼ା,୨ା୧୧: ନୂଆପଡ଼ା ଜିଲା ମୁଖ୍ୟ ହସ୍ପିଟାଲ୍‌ରେ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ଜଣେ ସିକ୍ୟୁରିଟି ଗାର୍ଡ୍ ହସ୍ପିଟାଲର ପଞ୍ଚମ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ସିକ୍ୟୁରିଟି ଗାର୍ଡ୍ ଜଣକ ହେଉଛନ୍ତି ପଲାସାଗୁଡ଼ା ଗାଁର ଲଘୁତମ ସାହୁ। ସେ…

ପୁରୀ ଶ୍ରୀମନ୍ଦିର ନିକଟରେ ଠେଲାପେଲା: ବ୍ୟାରିକେଡ୍ ଠେଲି ଭିତରକୁ ପଶିଲେ ଶ୍ରଦ୍ଧାଳୁ

ପୁରୀ,୨ା୧୧: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ଆଜି ଉତ୍ତେଜନା ଦେଖାଦେଇଛି। ବହୁ ସଂଖ୍ୟକ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ରଖାଯାଇଥିବା ବ୍ୟାରିକେଡ୍‌କୁ ଜୋର୍‌ରେ ଠେଲି ଭିତରକୁ ପଶି ଯାଇଥିଲେ। ଏହି ଠେଲାପେଲା ସମୟରେ, ଦୁଇ ଜଣ…

ସାରା ତେନ୍ଦୁଲକର ଦେଖୁଥିଲେ ମ୍ୟାଚ୍, ପ୍ରେସରରେ ଆଉଟ ହୋଇଗଲେ ଶୁବମନ ଗିଲ

ହୋବାର୍ଟ,୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋବାର୍ଟର ବେଲେରିଭ୍ ଓଭାଲ୍ ଠାରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚରେ କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଉପସ୍ଥିତ ଥିଲେ। ଏହି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇ ସିରିଜ୍‌କୁ ୧-୧ରେ ବରାବର…

‘ସବୁଠୁ ଓଜନିଆ’ ଉପଗ୍ରହ CMS-03ର ସଫଳ ଉତକ୍ଷେପଣ କଲା ISRO

ଶ୍ରୀହରିକୋଟା,୨।୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ରବିବାର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଦେଶର ସବୁଠୁ ଓଜନିଆ ଯୋଗାଯୋଗ ଉପଗ୍ରହ CMS-03କୁ ସଫଳତାର ସହ ଉତକ୍ଷେପଣ କରିଛି। ଏହି ଉପଗ୍ରହକୁ ଭାରତୀୟ ମାଟିରୁ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର କକ୍ଷପଥ (GTO)କୁ ନିଆଯାଉଥିବା…

‘ମୋ ଜମି, ମୋ ମନ୍ଦିର, ପୋଲିସକୁ କାହିଁକି ଜଣାଇବି? ଆନ୍ଧ୍ରପ୍ରଦେଶରେ ମନ୍ଦିର ମାଲିକଙ୍କ ଅଜବ ଯୁକ୍ତି

ଆନ୍ଧ୍ରପ୍ରଦେଶ,୨।୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର କାସିବୁଗାଠାରେ ଥିବା ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର (ମିନି ତିରୁପତି)ରେ ଗତକାଲି ଏକାଦଶୀ ଅବସରରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଘଟି ୯ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୮ ଜଣ ମହିଳା…

ଆମେ ଫ୍ଲୋରରେ ଶୋଉଥିଲୁ: ସଂଘର୍ଷ କଥା ମନେ ପକାଇଲେ ପ୍ରଥମ ଭାରତୀୟ ମହିଳା କ୍ରିକେଟ ଅଧିନାୟକ

ମୁମ୍ବାଇ,୨।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରଥମ ଅଧିନାୟକ ଶାନ୍ତା ରଙ୍ଗାସ୍ୱାମୀ ଅତୀତର ସଂଘର୍ଷମୟ ଦିନଗୁଡ଼ିକୁ ମନେ ପକାଇଛନ୍ତି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍ ରବିବାର DY ପାଟିଲ…

ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ ଫାଇନାଲ୍: ପ୍ରଥମେ ବ୍ୟାଟିଂ କରିବ ଭାରତ

ମୁମ୍ବାଇ,୨।୧୧: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ ର ଐତିହାସିକ ଫାଇନାଲ୍ ମ୍ୟାଚ୍ ନଭି ମୁମ୍ବାଇରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟିକା ଲୌରା ୱୋଲଭାର୍ଡ଼ ଟସ୍ ଜିତି ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?