Home Middle

ଆଜିଠୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୧: ନଭେମ୍ବର ୨୦୨୫ ଆରମ୍ଭ ହେବା ସହିତ, ଆଜିଠାରୁ ଅନେକ ନୂତନ ନିୟମ କାର୍ଯ୍ୟକାରୀ ହୋଇଛି। ଏହାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଆର୍ଥିକ ସ୍ଥିତିକୁ ସିଧାସଳଖ ପ୍ରଭାବିତ କରିବ। ଆଧାର ଅପଡେଟ ଫି ଏବଂ ବ୍ୟାଙ୍କ ପଞ୍ଜିକରଣରେ ପରିବର୍ତ୍ତନ ଠାରୁ ଆରମ୍ଭ…

ଆଜିଠାରୁ ‘ଜଷ୍ଟ ଇନ୍‌ ଟାଇମ୍‌’ ନୀତି ପ୍ରଚଳନ: ଜାଣନ୍ତୁ ଏହା କ’ଣ

ଭୁବନେଶ୍ୱର,୧ା୧୧(ରବିନାରାୟଣ ଜେନା):କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍‌ଏସ୍‌) ଅର୍ଥ କିଭଳି ବାଟମାରଣା ହେବନାହିଁ ଏବଂ ଅର୍ଥ ଠିକଣା ବାଟରେ ଖର୍ଚ୍ଚ ହେବ ତାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଜଷ୍ଟ ଇନ୍‌ ଟାଇମ୍‌’ ନୀତିକୁ ଗୁରୁତ୍ୱ ଦିଆଯାଇଛି। ଏହି ନୀତି…

ହଠାତ ବଡ଼ ଘୋଷଣା କଲେ ନବୀନ, ନିର୍ବାଚନ ପୂର୍ବରୁ ଆଉ ୧୭ ନେତାଙ୍କୁ…

ଭୁବନେଶ୍ୱର,୩୧।୧୦:ନୂଆପଡା ନିର୍ବାଚନକୁ ନେଇ ରାଜନୀତି ସରଗରମ। ଭୋଟ ଦିନ ପାଖେଇ ଆସୁଥିବାବେଳେ ରାଜନୈତିକ ତାତି ବଢିବାରେ ଲାଗିଛି। ଏହି ଭିତରେ ବିଜେଡି କରିଛି ବଡ଼ ଘୋଷଣା। ଆଉ ୧୭ ନେତାଙ୍କୁ ସାଂଗଠନିକ ଦାୟିତ୍ୱ ଦେଇଛି ବିଜେଡି। ନୂଆପଡ଼ାରେ ୧୭ନେତାଙ୍କୁ ନିର୍ବାଚନ ପରିଚାଳନା…

ମେଲବୋର୍ନରେ ହାରିଲା ଭାରତ: କଙ୍ଗାରୁ ଦଳର ବଡ଼ ବିଜୟ

ମେଲବୋର୍ନ,୩୧।୧୦: ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ଏକ କଡ଼ା ଶିକ୍ଷା ପାଇଛି। ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ, ଟିମ ଇଣ୍ଡିଆ ମେଲବୋର୍ନରେ ଅଷ୍ଟ୍ରେଲିଆ ହାତରୁ ଚାରି ଉଇକେଟରେ ପରାଜୟ ବରଣ କରିଛି। ଭାରତ ବ୍ୟାଟିଂ କ୍ରମରେ ଅନାବଶ୍ୟକ…

MSME ଉଦ୍ୟୋଗୀଙ୍କ ପାଇଁ ଖୁସି ଖବର: ମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୩୧।୧୦: MSME ଉଦ୍ୟୋଗୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ଦେଇଛନ୍ତି। କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କିସମ ପରିବର୍ତ୍ତନ କରିବାକୁ ପଡ଼ିବନି ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଉଦ୍ୟୋଗୀଙ୍କୁ କିସମ ପରିବର୍ତ୍ତନ…

ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀର ୭୫% ପରିବାର ଭାଇରାଲ୍ ରୋଗରେ ପୀଡିତ, ସର୍ଭେରୁ ହେଲା ଖୁଲାସା

ନୂଆଦିଲ୍ଲୀ,୩୧।୧୦: ଦିଲ୍ଲୀ-ଏନସିଆରରେ ବିଷାକ୍ତ ବାୟୁ ପ୍ରଦୂଷଣ (Toxic Air Pollution) ଏବଂ ଋତୁକାଳୀନ ଭାଇରାଲ୍ ସଂକ୍ରମଣ ଏକ ବଡ଼ ଜନସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ସାମ୍ପ୍ରଦାୟିକ ପ୍ଲାଟଫର୍ମ LocalCircles ଦ୍ୱାରା କରାଯାଇଥିବା ଏକ ନୂଆ ସର୍ଭେରୁ ଜଣାପଡ଼ିଛି ଯେ ଏହି ଅଞ୍ଚଳର…

ଭାରତ-ଆମେରିକା ସହ ହୋଇଗଲା ଏମିତି ଡିଲ୍‌, ଯାହା ପୂର୍ବରୁ କେବେ ହୋଇ ନ ଥିଲା

ନୂଆଦିଲ୍ଲୀ,୩୧।୧୦: ଟାରିଫ୍‌ ଝଡ଼ ପରେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଏବେ କିଛିଟା ଶାନ୍ତ ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଘୋଷଣା କରିଛନ୍ତି, ସେ ଭାରତ ସହିତ ଏକ ଟ୍ରେଡ୍‌ ଡିଲ୍‌ ବିଷୟରେ ବିଚାର କରୁଛନ୍ତି।…

ନଭେମ୍ବର ୧ରୁ ୭ଟି ବଡ଼ ଆର୍ଥିକ ନିୟମରେ ପରିବର୍ତ୍ତନ, ସିଧା ପକେଟ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୩୧।୧୦: ନଭେମ୍ବର ୨୦୨୫ ଆରମ୍ଭରୁ ଦେଶରେ ଅନେକ ନୂଆ ଆର୍ଥିକ ନିୟମ ଲାଗୁ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଅର୍ଥନୀତି ତଥା ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ। ଆଧାର ଅପଡେଟ୍ ଠାରୁ ଆରମ୍ଭ କରି ବ୍ୟାଙ୍କ୍ ନୋମିନେସନ୍…

ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି: ଭାରତକୁ ଆଖି ଦେଖାଇଲେ…

ନୂଆଦିଲ୍ଲୀ,୩୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଏକତା ଦିବସରେ କଂଗ୍ରେସ ଦଳକୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ଏକ ପୃଥକ ସମ୍ବିଧାନ ସୃଷ୍ଟି କରି କଶ୍ମୀରକୁ ଦେଶରୁ ପୃଥକ କରିଛି ବୋଲି ମୋଦି ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କଶ୍ମୀର…

ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏର ମେଗା ଘୋଷଣା: ୧ କୋଟି ସରକାରୀ ଚାକିରି, ୧ କୋଟି ଲଖପତି ଦିଦି

ପାଟନା,୩୧ା୧୦: ବିହାର ବିଧାନସଭା ନିର୍ବାଚନ ୨୦୨୫ର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣର ଏକ ସପ୍ତାହ ପୂର୍ବରୁ ନ୍ୟାଶନାଲ୍ ଡେମୋକ୍ରାଟିକ୍ ଆଲାଇନ୍ସ୍ (ଏନ୍‌ଡିଏ) ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ପ୍ରବାସୀ ଶ୍ରମିକଙ୍କ ବିଶାଳ ସଂଖ୍ୟା ପାଇଁ ପରିଚିତ ରାଜ୍ୟରେ ଏନ୍‌ଡିଏ ୧…

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ: ‘ରନ୍ ଫର୍ ୟୁନିଟି’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୧୦: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ‘ରନ୍ ଫର୍ ୟୁନିଟି’ ଏକତା ଦୌଡ଼କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିଅମ୍‌ରେ…

ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହା, କହିଲେ ତାଙ୍କୁ ଉପଯୁକ୍ତ…

ନୂଆଦିଲ୍ଲୀ,୩୧ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ ଶୁକ୍ରବାର କହିଛନ୍ତି ଯେ, କଂଗ୍ରେସ ଦଳ ସର୍ଦ୍ଦାର ପଟେଲଙ୍କୁ ତାଙ୍କର ଉପଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?