ଫିଟୁଛି ଗୁମର, ବଢ଼ୁଛି ସନ୍ଦେହ
ଓଡ଼ିଶା ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି। ଏଥିରେ ଅନେକ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ(ଓପିଆର୍ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ଭାବେ…
ବିଗିଡ଼ିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସ୍ବାସ୍ଥାବସ୍ଥା, ହସ୍ପିଟାଲରେ ଭର୍ତ୍ତି
ଶ୍ରୀନଗର,୪।୧୦: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନଫରେନ୍ସ (ଏନସି) ସଭାପତି ଡକ୍ଟର ଫାରୁକ ଅବଦୁଲ୍ଲାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଶ୍ରୀନଗରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦଳୀୟ ନେତାଙ୍କ ଅନୁଯାୟୀ, ୮୭ ବର୍ଷୀୟ ଫାରୁକ…
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ଗିଲ୍ଙ୍କୁ ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ ଦଳ ଘୋଷଣା କରିଛି। ଶୁବମନ ଗିଲଙ୍କୁ ଦଳର ନୂତନ ଅଧିନାୟକ ନିଯୁକ୍ତ କରାଯାଇଛି। ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଶ୍ରେୟସ…
ଭାରତର ଜବରଦସ୍ତ ବିଜୟ: ଅହମ୍ମଦାବାଦ୍ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ୍ ଚିତ୍ପଟାଙ୍ଗ
ଅହମ୍ମଦାବାଦ,୪।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଭାରତ ଜିତିନେଇଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇ ଏହି ଟେଷ୍ଟକୁ ଟିମ ଇଣ୍ଡିଆ ଗୋଟିଏ ଇନିଂସ ଏବଂ ୧୪୦ ରନ ବ୍ୟବଧାନରେ ଜିତିଛି। ଭାରତୀୟ ଦଳ…
ଭାରତର ଚେତାବନୀ ଶୁଣି ପାକିସ୍ତାନର ନିଦ ହଜିଲା: ଏବେ ମୁନିର କରିବେ କ’ଣ
ନୂଆଦିଲ୍ଲୀ,୪ା୧୦:ରାଜସ୍ଥାନର ଅନୁପଗଡ଼ସ୍ଥିତ ଆର୍ମି ପୋଷ୍ଟରେ ଭାରତୀୟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି। ପଶ୍ଚିମରେ ଥିବା ପଡ଼ୋଶୀ ଆତଙ୍କବାଦର ମାଷ୍ଟରମାନଙ୍କୁ ପ୍ରୋତ୍ସାହନ ଦେବା ନେଇ କୁଖ୍ୟାତ। ପାକିସ୍ତାନ ଯଦି ମାନଚିତ୍ରରେ ନିଜ ଭୌଗୋଳିକ ଅବସ୍ଥିତି ବଜାୟ ରଖିବାକୁ…
ମାଡ଼ିଆସୁଛି ବାତ୍ୟା ‘ଶକ୍ତି’: ପ୍ରବଳ ପବନ ସାଙ୍ଗକୁ ଛେଚିବ ବର୍ଷା
ନୂଆଦିଲ୍ଲୀ/ପୁନେ,୪।୧୦: ମୌସୁମୀ ବିଦାୟ ନେବା ପରେ ମଧ୍ୟ ଅନେକ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଭାରତ ପାଣିପାଗ ବିଭାଗ (IMD) ଘୂର୍ଣ୍ଣିଝଡ଼ ଶକ୍ତି ପାଇଁ ଏକ ସତର୍କତା ଜାରି କରିଛି। IMD ଅନୁଯାୟୀ, ଅକ୍ଟୋବର ୪ ରୁ ୭ ମଧ୍ୟରେ…
ଆସୁଛି ପୁଣି ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୪ା୧୦ (ବନ୍ଦନା ସେଠୀ):ମୌସୁମୀ ଆସିବାଠାରୁ ଏପର୍ଯ୍ୟନ୍ତ ୧୬ଟି ଲଘୁଚାପ ରାଜ୍ୟକୁ ପ୍ରଭାବିତ କରିଛି। ଏବେ ଲଘୁଚାପଜନିତ ବର୍ଷା ଲାଗି ରହିଥିବାବେଳେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଅକ୍ଟୋବର ୯ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ…
ପୁଣି ଭାରତ-ପାକିସ୍ତାନ ଯୁଦ୍ଧ! ଯବାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ସେନା ମୁଖ୍ୟ
ନୂଆଦିଲ୍ଲୀ,୪ା୧୦:ରାଜସ୍ଥାନର ଅନୁପଗଡ଼ସ୍ଥିତ ଆର୍ମି ପୋଷ୍ଟରେ ଭାରତୀୟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର କହିଛନ୍ତି, ପଶ୍ଚିମରେ ଥିବା ପଡ଼ୋଶୀ ଆତଙ୍କବାଦର ମାଷ୍ଟରମାନଙ୍କୁ ପ୍ରୋତ୍ସାହନ ଦେବା ନେଇ କୁଖ୍ୟାତ। ପାକିସ୍ତାନ ଯଦି ମାନଚିତ୍ରରେ ନିଜ ଭୌଗୋଳିକ ଅବସ୍ଥିତି ବଜାୟ ରଖିବାକୁ ଚାହେଁ ତେବେ…
ଭାରତ ବୁଲ୍ଡୋଜରରେ ନୁହେଁ, ଆଇନ ଦ୍ୱାରା ପରିଚାଳତ
ନୂଆଦିଲ୍ଲୀ,୩ା୧୦: ଭାରତର ମୁଖ୍ୟ ବିଚାରପତି (CJI) ବି.ଆର୍ ଗଭାଇ ଶୁକ୍ରବାର କହିଛନ୍ତି ଯେ, ଭାରତୀୟ ନ୍ୟାୟିକ ବ୍ୟବସ୍ଥା ବୁଲଡୋଜରର ଶାସନ ଦ୍ୱାରା ପରିଚାଳିତ ନୁହେଁ, ଆଇନର ଶାସନ ଦ୍ୱାରା ପରିଚାଳିତ। ମରିସସ୍ରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ, ସେ ‘ବୁଲଡୋଜର ନ୍ୟାୟ’କୁ…
ଶାନ୍ତି ଚୁକ୍ତି ଗ୍ରହଣ ପାଇଁ ହମାସକୁ ଟ୍ରମ୍ପଙ୍କ ଶେଷ ଚେତାବନୀ, କହିଲେ ଏଥର ରାଜି ନ ହେଲେ…
ଓ୍ବାଶିଂଟନ,୩ା୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସକୁ ଶାନ୍ତି ପ୍ରସ୍ତାବ ଗ୍ରହଣ କରିବା ପାଇଁ ଏକ ସମୟସୀମା ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ହମାସ ରବିବାର (ଅକ୍ଟୋବର ୫) ସନ୍ଧ୍ୟା ୬ଟା ଭିତରେ ଶାନ୍ତି ପ୍ରସ୍ତାବ ଗ୍ରହଣ କରିବାକୁ ସମୟ ଦିଆଯାଇଛି। ଯଦି…
SI ପରୀକ୍ଷା ସ୍କାମ: ବିଜେଡିର ସାଂଘାତିକ ଖୁଲାସା, ମାଷ୍ଟରମାଇଣ୍ଡ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ
ଭୁବନେଶ୍ୱର,୩।୧୦: SI ପ୍ରଶ୍ନପତ୍ର ଲିକ ଘଟଣାରେ ବିଜେଡି ଭାଜପା ସରକାରଙ୍କୁ କଡ଼ା ଟାର୍ଗେଟ କରିଛି। ପେପର୍ ଲିକ ଘଟଣାରେ କିଏ ସମ୍ପୃକ୍ତ ତାହା ଜାଣିବାକୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ସିଧା ପ୍ରଶ୍ନ କରିଛି। ସୂଚନା ଅନୁଯାୟୀ, ଶଙ୍କର ପୃଷ୍ଟିଙ୍କ କମ୍ପାନୀ ପଞ୍ଚସଫ୍ଟ ପରୀକ୍ଷା…
୧୨ ଘଣ୍ଟାରେ ବାତ୍ୟା ସମ୍ଭାବନା! ଓଡ଼ିଶାରେ ପ୍ରବଳ ବର୍ଷା, ଆଲର୍ଟରେ ସରକାର
ଭୁବନେଶ୍ୱର,୩।୧: ଦ୍ରୁତ ଗତିରେ ଭାରତୀୟ ଉପକୂଳକୁ ମାଡି ଆସୁଛି ବାତ୍ୟା। ଖୁବଶୀଘ୍ର ଆରବ ସାଗରରେ ନୂଆ ବାତ୍ୟା ରୂପ ନେବାର ସୂଚନା ମିଳିଛି। ଗଲ୍ଫ୍ ଅଫ୍ କଚ୍ଛ ନିକଟରେ ସୃଷ୍ଟ ସ୍ପଷ୍ଟ ନିମ୍ନ ଚାପ ଶୁକ୍ରବାର ଉତ୍ତର-ପୂର୍ବ ଆରବ ସାଗରରେ ପ୍ରବେଶ…
Archives


