Home Middle

ନଷ୍ଟ ହେଉଛି ଡୋଜ୍‌: ସରକାର ଜାରି କଲେ ସଚେତନତା ପୋଷ୍ଟର

ନୂଆଦିଲ୍ଲୀ, ୨୧।୧: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଜାରି ରହିଛି। ତେବେ ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଫଳରେ ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି। ଏହାଯୋଗୁ ଡୋଜ୍‌ ନଷ୍ଟ ହେବାରେ ଲାଗିଛି। ଏହାକୁ…

ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ଟର୍ମିନାଲ-୧ ଗେଟ୍‌ରେ ଅଗ୍ନିକାଣ୍ଡ

ପୁଣେ, ୨୧।୧: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଖ୍ୟାତି ହାସଲ କରିଥିବା ମହାରାଷ୍ଟ୍ରର ପୁଣେ ସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ଟର୍ମିନାଲ-୧ ଗେଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ୧୦ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଅଗ୍ନିକାଣ୍ଡର କାରଣ…

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଛାତ୍ରଙ୍କୁ ‘ପରୀକ୍ଷା ଦର୍ପଣ’ ବହି ମିଳିବ। ଏଥିରେ ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିଛି। ବହିଟି ୭୦୦ ପୃଷ୍ଠାର ହୋଇଥି ଥିବା ବେଳେ ୬ ଲକ୍ଷ ୨୦ହଜାର ପିଲାଙ୍କୁ ମାଗଣାରେ ଏହା…

୧୧୦୦ରୁ ଅଧିକ ସ୍କୁଲରେ ପ୍ରଦାନ କରାଯିବ ଏନ୍‌ସିସି ତାଲିମ୍‌

ନୂଆଦିଲ୍ଲୀ, ୨୧।୧: ଦେଶର ଉପକୂଳବର୍ତ୍ତୀ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଏନ୍‌ସିସି ତାଲିମ ପ୍ରଦାନ କରାଯିବ। ଏନେଇ ୧୧୦୦ରୁ ଅଧିକ ସ୍କୁଲକୁ ଚିହ୍ନଟ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏସମ୍ପର୍କରେ ଗୁରୁବାର ସୂଚନା ଦେଇଛନ୍ତି। ଦିଲ୍ଲୀର ଏନ୍‌ସିସି…

ଭାରତରେ କରୋନା ଟିକାର କମ୍‌ ପାର୍ଶ୍ୱ ପ୍ରତିକ୍ରିୟା: ଅସୁସ୍ଥଙ୍କ ସଂଖ୍ୟା ୬୦୦ ଛୁଇଁଲା

ନୂଆଦିଲ୍ଲୀ, ୨୧।୧: ଭାରତରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଜାରି ରହିଛି। କରୋନା ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଜାନୁୟାରୀ ୧୬ଠାରୁ ଇତିମଧ୍ୟରେ ୬୦୦ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେଥିମଧ୍ୟରୁ ୧୦ ଜଣଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି…

ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌: ରତଲେ ଜଳ ବିଦ୍ୟୁତ୍‌ ପରିଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୨୧।୧: ଭାରତ ସରକାରଙ୍କ ପକ୍ଷରୁ ପୁଣି ଥରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଛି। ଜମ୍ମୁ-କଶ୍ମୀରର କିସ୍ତଓ୍ବାଡ ଜିଲାର ଚେନାବ୍‌ ନଦୀ ଉପରେ ରତଲେ ଜଳ ଜଳବିଦ୍ୟୁତ୍‌ ପରିଯୋଜନାକୁ ଭାରତ ସରକାର ମଞ୍ଜୁରୀ ଦେଇଛନ୍ତି। ୮୫୦ ମେଗାଓ୍ବାଟ ଏହି ଜଳ…

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍‌ପିମାନେ ନେବେ କରୋନା ଟିକା!

ନୂଆଦିଲ୍ଲୀ,୨୧ ।୧: ଦେଶରେ କରୋନା ବିରୋଧରେ ଲଢିବାକୁ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ଆରମ୍ଭ ହୋଇସାରିଛି । ଭ୍ୟାକ୍ସିନେଶନର ପ୍ରଥମ ପର୍ଯ୍ୟାୟରେ ହେଲ୍‌ଥ ୱାର୍କର ଓ ଫ୍ରଣ୍ଟ ଲାଇନ୍ ୱାର୍କରଙ୍କୁ ସ୍ଥାନ ଦିଆଯାଇଥିଲା । ଏବେ ଶୁଣିବାକୁ ମିଳିଛି କି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ,…

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ପାଇଁ ୫୦ ହଜାର ଟପିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଭାବରେ ଜୋ ବାଇଡେନ୍‌ ଶପଥ ନେବା ପରେ ଭାରତୀୟ ଶେୟାର ବଜାରରେ ଏହାର ପ୍ରଭାବ ଦେଖାଯାଇଛି। ଗୁରୁବାର ଶେୟାର ବଜାର ରେକର୍ଡ ସ୍ତରରେ ପହଞ୍ଚିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଅଗ୍ରଣୀ ସୂଚକାଙ୍କ ସେନ୍ସେକ୍ସ ୨୨୩,୧୭ ପଏଣ୍ଟ (୦.୪୫…

ନିଷ୍ପତ୍ତି କ୍ଷମତା କମିଟିର ନାହିଁ

ନୂଆଦିଲ୍ଲୀ, ୨୧।୧: ନୂଆ କୃଷି ଆଇନକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୁପ୍ରିମକୋର୍ଟ ବିଶେଷଜ୍ଞମାନଙ୍କର ଏକ କମିଟି ଗଠନ କରିଥିଲେ। କୃଷକ ସଂଗଠନଗୁଡ଼ିକ ଉକ୍ତ କମିଟିର ନିରପେକ୍ଷତାକୁ ନେଇ ସମାଲୋଚନା କରିଥିବାରୁ ସର୍ବୋଚ୍ଚ ଅଦାଲତ ସେମାନଙ୍କୁ ଭର୍ତ୍ସନା କରିଛନ୍ତିି। ଆଇନ…

ସଙ୍କଟ ଏବେ ସୁଯୋଗ

ଓ୍ବାଶିଂଟନ,୨୧ା୧:ଘାତକ କରୋନା ମହାମାରୀ ୪ ଲକ୍ଷ ୧୧ ହଜାର ୫୨୦ ଆମେରିକୀୟଙ୍କ ଜୀବନ ନେଇସାରିଛି। ଏହି ଅଦୃଶ୍ୟ ଭୂତାଣୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଉଜାଡ଼ି ସୃଷ୍ଟି କରିଛି ନାହିଁ ନ ଥିବା ଅଚଳାବସ୍ଥା। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅମଳରେ…

ସରକାରଙ୍କ ପଛଘୁଞ୍ଚା

ନୂଆଦିଲ୍ଲୀ, ୨୧।୧(ପି.ଟି.):ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ୫୮ ଦିନରେ ପହଞ୍ଚିଥିବାବେଳେ ଏଥିରେ ବ୍ୟତିବ୍ୟସ୍ତ ହୋଇ ସରକାର ପଛଘୁଞ୍ଚା ଦେଇଛନ୍ତି। ଶେଷରେ ନୂଆ କୃଷି ଆଇନକୁ ୧୮ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ…

ବାଇଡେନ୍‌, ହାରିସ୍‌

ଓ୍ବାଶିଂଟନ,୨୧ା୧: ଆମେରିକାର ୪୬ତମ ରାଷ୍ଟ୍ରପତି ରୂପେ ଜୋ ବାଇଡେନ୍‌ ଓ ୪୯ତମ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍‌ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଭାରତୀୟ ସମୟ ରାତି ୧୦ଟା ୩୦ରେ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଓ୍ବାଶିଂଟନସ୍ଥିତ ପାରମ୍ପରିକ କ୍ୟାପିଟୋଲ ବିଲ୍ଡିଂର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri