Home Middle

ମିଶନ ନନ୍ଦିଗ୍ରାମ

କୋଲକାତା/ନୂଆଦିଲ୍ଲୀ,୬ା୩: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ହଳଦିଆ ସବ୍‌ସିଡିଭିଜନ୍‌ ଅଧୀନ ଏକ ଛୋଟ ସହର ନନ୍ଦିଗ୍ରାମ। ୨୦୦୭ରେ ପଶ୍ଚିମବଙ୍ଗର ତତ୍କାଳୀନ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ସରକାର ସଲିମ ଗ୍ରୁପ୍‌କୁ ଏଠାରେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ (ଏସ୍‌ଇଜେଡ୍‌) ଅଧୀନରେ ଏକ କେମିକାଲ ହବ୍‌ ପ୍ରତିଷ୍ଠା…

ସୁଶାନ୍ତଙ୍କ ମୃତ୍ୟୁ ମାମଲା : ଚାର୍ଜଶିଟ୍‌ରେ ଦୀପିକା, ଶ୍ରଦ୍ଧା, ସାରା

ନୂୂଆଦିଲ୍ଲୀ,୫।୩ : ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ କାରବାର ମାମଲାରେ ଶୁକ୍ରବାର ଚାର୍ଜ ଶିଟ୍‌ ଦାଖଲ କରିଛି ନାର୍କୋଟିକ୍‌ ସେଣ୍ଟ୍ରାଲ ବ୍ୟୁରୋ (ଏନ୍‌ସିବି)। ଏଥିରେ ବଲିଉଡ୍‌ ଷ୍ଟାର ଦୀପିକା ପାଦୁକୋଣ, ଶ୍ରଦ୍ଧା କପୁର ଓ…

ଚତୁର୍ଥ ଟେଷ୍ଟରେ ଭାରତକୁ ନିୟନ୍ତ୍ରଣ ଆଣି ଦେଲା ପନ୍ତ-ସୁନ୍ଦରଙ୍କ ଭାଗୀଦାରିତା

ଅହମ୍ମଦାବାଦ,୫।୩ : ରିଷଭ ପନ୍ତ ଓ ଓ୍ବାଶିଂଟନ ସୁନ୍ଦରଙ୍କ ଭାଗୀଦାରିତା ଭାରତ ପାଇଁ ମୂଲ୍ୟବାନ ସାବ୍ୟସ୍ତ ହୋଇଛି। ଇଂଲଣ୍ଡ ବିପକ୍ଷରେ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଅନ୍ତିମ ତଥା ଚତୁର୍ଥ ଟେଷ୍ଟ ଟିମ୍‌ ଇଣ୍ଡିଆର ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ…

ଡେମୋ ଦେଖାଇଲେ ବିବନ: ସିବିଆଇ ଆଗରେ ବଖାଣିଲେ ଘଟଣାକ୍ରମ

ବାରଙ୍ଗ,୫।୩(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବାରଙ୍ଗ ନରଣପୁରର ବିବନ ବିଶ୍ୱାଳ ଶୁକ୍ରବାର ସକାଳେ ସିବିଆଇକୁ ଡେମୋ ଦେଖାଇଛନ୍ତି। ସିବିଆଇ ଆଖିରୁ ଖସି ଦୀର୍ଘ ୨୨ବର୍ଷ ଧରି ଫେରାର ଥିବା ବିବନଙ୍କୁ କମିଶନରେଟ ପୋଲିସ ଗତ୨୧ତାରିଖରେ…

ଆଜି ବିଜୁ ଜୟନ୍ତୀ:ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ ନବୀନ

ଭୁବନେଶ୍ୱର, ୫ା୩(ବ୍ୟୁରୋ):ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ବିଜେଡି ପକ୍ଷରୁ ଶୁକ୍ରବାର ପାଳନ କରାଯିବ। ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ସ୍ତରରେ ଏହି କାର୍ଯ୍ୟକ୍ରମ ପାଳନ ଲାଗି ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ ସବୁ ବିଧାୟକ, ଏମ୍‌ପି,…

ଭୁବନେଶ୍ୱର ଦ୍ୱିତୀୟ ବାସୋପଯୋଗୀ

ନୂଆଦିଲ୍ଲୀ, ୫ା୩(ପିଆଇବି):ଭାରତରେ ୧୦ ଲକ୍ଷରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ବାସପୋଯୋଗୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା ରାଜଧାନୀ ଭୁବନେଶ୍ୱର। ଗୃହ ନିର୍ମାଣ ଏବଂ ସହରାଞ୍ଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଗୁରୁବାର ଜାରି କରିଥିବା ଇଜ୍‌ ଅଫ୍‌…

ବେଙ୍ଗାଲୁରୁ ବାସୋପଯୋଗୀ ଶ୍ରେଷ୍ଠ ସହର ତାଲିକା ଶୀର୍ଷରେ

ନୂଆଦିଲ୍ଲୀ,୪।୩: ବାସୋପଯୋଗୀ ଶ୍ରେଷ୍ଠ ସହର ତାଲିକା ମଧ୍ୟରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି। କେନ୍ଦ୍ରୀୟ ଆବାସ ଓ ସହର ବ୍ୟାପାର ପକ୍ଷରୁ ଇଜି ଅଫ୍‌ ଲିଭିଙ୍ଗ୍‌ ଇଣ୍ଡେକ୍ସ୍‌ ର଼୍ୟାଙ୍କିଙ୍ଗ୍‌-୨୦୨୦ ଜାରି କରାଯାଇଛି। ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଏହି ରିପୋର୍ଟ ପ୍ରକାଶ କରିଛନ୍ତି।…

ଆଇଇଡ଼ି ବିସ୍ଫୋରଣ: ୨ ଯବାନ ଶହୀଦ୍‌, ୩ ଗୁରୁତର

ରାଞ୍ଚି,୪।୩: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲାରେ ମାଓବାଦୀଙ୍କ ଦ୍ୱାରା ପ୍ଲାଣ୍ଟ୍‌ କରାଯାଇଥିବା ଆଇଇଡ଼ି ବିସ୍ଫୋରଣରେ ୨ ଜଣ ଜାଗୁଆର ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ହୋୟାତୁ ଗାଁରେ ପୂର୍ବାହ୍ନ ୮ଟା ୪୫ରେ…

ନାଗରିକ ସ୍ବତନ୍ତ୍ରତା: ଭାରତର ରେଟିଂ କମିଲା

ନୂଆଦିଲ୍ଲୀ,୪।୩: ଭାରତରେ ନାଗରିକଙ୍କ ସ୍ବତନ୍ତ୍ରତା ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମିଛି। ଆମେରିକା ସଂସ୍ଥା ଫ୍ରିଡ଼ମ୍‌ ହାଉସ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଗତବର୍ଷ ଭାରତ ଶ୍ରେଷ୍ଠ ନାଗରିକ ସ୍ବତନ୍ତ୍ରତା ପ୍ରଦାନକାରୀ ଦେଶ ମଧ୍ୟରେ ମୋଟ…

ଜନବସତିକୁ ବିପଦ ଜଙ୍ଗଲ ନିଆଁ

ଖମାର,୪ା୩:  ଜଳୁଛି ଏକାଧିକ ଜଙ୍ଗଲ। ପୋଡ଼ି ପାଉଁଶ ହୋଇଯାଉଛି ହଜାର ହଜାର ବୃକ୍ଷଲତା। ଅନେକ ଜୀବଜନ୍ତୁ, ସରୀସୃପଙ୍କ ଜୀବନହାନି ହେଉଥିଲେ ମଧ୍ୟ ବଢ଼ୁଥିବା ନିଆଁକୁ ରୋକିପାରୁନି ବନ ବିଭାଗ। ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଦେବଗଡ ବନଖଣ୍ଡ ଅଧୀନ ଅନୁଗୋଳ ଜିଲା…

ଚାରିପଟେ ଆଲୁଅ, ଅନ୍ଧାରରେ ମାଙ୍କଡ଼ହଟିଂ

ଯୋଡ଼ା, ୪।୩(ଡି.ଏନ.ଏ.)- ଚାରି ପାଖରେ ଖଣି। ସବୁଠି ଜଳୁଛି ଉଚ୍ଚଶକ୍ତିିସମ୍ପନ୍ନ ଆଲୋକମାଳା। ହେଲେ ବିଜୁଳି ଆଲୁଅ ଟିକେ ପାଇଁ ଡହଳବିକଳ ହେଉଛନ୍ତି କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଭୂୟାଁରୋଇଡ଼ା ପଞ୍ଚାୟତ ଅଧୀନ ମାଙ୍କଡ଼ହଟିଂ ଅଞ୍ଚଳବାସୀ। ଚିରାଚରିତ ଭାବେ ଡିବିରି ଓ ଲଣ୍ଠନ…

କରୋନା ପରେ ଏବେ ମହଙ୍ଗା ମାଡ଼: ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ମଧ୍ୟବିତ୍ତ

ନୂଆଦିଲ୍ଲୀ,୩।୩: କରୋନା ମହାମାରୀ ପରେ ଏବେ ଦେଶରେ ସୃଷ୍ଟି ହୋଇଥିବା ମହଙ୍ଗା ମାଡ଼ ଯୋଗୁ ସଙ୍କଟ ଦେଖାଦେଇଛି। କରୋନା ଯୋଗୁ ବହୁ ଲୋକ ଚାକିରି ହରାଇ ବେରୋଜାଗାର ହୋଇଯାଇଛନ୍ତି। ଏହା କର୍ମଜୀବୀଙ୍କଠାରୁ ଆରମ୍ଭ କରି ଶ୍ରମିକ, ଛୋଟ ବ୍ୟବସାୟୀ ସଭିଙ୍କୁ ପ୍ରଭାବିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri