Home Middle

ମୁକୁଳିଲେ ଅପହୃତ କମାଣ୍ଡୋ

ନୂଆଦିଲ୍ଲୀ, ୮ା୪- ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ଯବାନ। ସିଆରପିଏଫ୍‌ର କୋବ୍ରା ବାଟାଲିୟନର କମାଣ୍ଡୋ ରାକେଶ୍ୱର ସିଂ ମାନ୍‌ହାସଙ୍କୁ ୧୦୦ରୁ ଅଧିକ ଘଣ୍ଟା ପରେ ମୁକ୍ତ କରିଛନ୍ତି ମାଓବାଦୀମାନେ। ଏ ନେଇ ରାଜ୍ୟ ସରକାର ଗୁରୁବାର ପ୍ରକାଶ କରିଛନ୍ତି। ଗତ ଶନିବାର…

ଅନ୍‌ଲାଇନ୍‌ରେ ବୋର୍ଡ ପରୀକ୍ଷା: ୧ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର କଲେ ହସ୍ତାକ୍ଷର

ନୂଆଦିଲ୍ଲୀ,୮।୪: ସିବିଏସ୍‌ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆଉ ୩ ସପ୍ତାହ ସମୟ ରହିଛି। ଏହା ମେ ୪ରେ ଆରମ୍ଭ ହେବ। ଏପରିସ୍ଥଳେ କରୋନା ସଂକ୍ରମଣକୁ ଭୟ କରି ୧ ଲକ୍ଷରୁ ଅଧିକ ଦଶମ ଏବଂ ଦ୍ୱାଦଶ…

ଛତିଶଗଡ଼ ପରେ ଏବେ ଏହି ରାଜ୍ୟରେ ଲକ୍‌ଡାଉନ ଘୋଷଣା

ଭୋପାଳ,୮।୪: ଦେଶରେ ଲଗାତର ଭାବେ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବଢ଼ିଚାଲିଥିବା କରୋନା ସଂକ୍ରମଣ ଉପରେ ରୋକୋ ଲଗାଇବା ପାଇଁ ଏବେ ସବୁ ରାଜ୍ୟସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଛତିଶଗଡ଼ ପରେ ଏବେ ମଧ୍ୟପ୍ରଦେଶରେ…

୨୮ ଏପ୍ରିଲ୍‌ ଯାଏଁ ଭାରତୀୟଙ୍କୁ ନ୍ୟୁଜିଲାଣ୍ଡ ଯିବା ମନା

ଓ୍ବିଲିଂଣ୍ଟନ/ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣ ପୁଣି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପକ୍ଷରୁ ୧୧ ଏପ୍ରିଲ୍‌ରୁ ୨୮ ଏପ୍ରିଲ୍‌ ଯାଏଁ ନ୍ୟୁଜିଲାଣ୍ଡ ଯିବାକୁ ବାରଣ କରାଯାଇଛି। ୧୧ ଏପ୍ରିଲ୍‌ ଅପରାହ୍ନ ୪ଟାରୁ ନ୍ୟୁଜିଲାଣ୍ଡରେ ଏହି ନିୟମ…

ଏସ୍‌ବିଆଇ ମେନ୍‌ ବ୍ରାଞ୍ଚ ସିଲ୍‌‌

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇଛି କରୋନା। କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଗୁରୁବାର ଭୁବନେଶ୍ୱର ୟୁନିଟ୍‌-୧ ସ୍ଥିତ ଏସ୍‌ବିଆଇର ମୁଖ୍ୟ କାର୍ଯ୍ୟାଳୟରେ ଆଉ ୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ…

ପୁଣି କରୋନା ଆତଙ୍କ: ଘରମୁହାଁ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣ ପୁଣି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଗତବର୍ଷ ତୁଳନାରେ କରୋନା ସଂକ୍ରମଣ ଅଧିକ ବେଗରେ ବ୍ୟାପୁଥିବାରୁ ଦିଲ୍ଲୀ, ପୁଣେ, ସୁରଟ ଆଦି ସହରରେ କାମ କରୁଥିବା ପ୍ରବାସୀ ଶ୍ରମିକ ଏବେ ଲକ୍‌ଡାଉନ୍‌ ଭୟରେ ଘରମୁହାଁ ହେବାରେ…

ଦ୍ୱିତୀୟ ଲହର ବେକାବୁ: ହସ୍ପିଟାଲରେ ବେଡ୍‌-ଭେଣ୍ଟିଲେଟର ଅଭାବ

ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବେକାବୁ ହେବାରେ ଲାଗିଛି। ଏହା ପୂର୍ବାପେକ୍ଷା ୩ଗୁଣା ଅଧିକ ବେଗରେ ବ୍ୟାପୁଥିବାରୁ ଏହାକୁ ଆୟତ୍ତ କରିବା କଷ୍ଟକର ହେଉଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍‌ ଏବଂ ଭେଣ୍ଟିଲେଟରର ଅଭାବ…

କାର୍ଯ୍ୟରେ ଲାଗୁନି କ୍ରେଚ୍‌

ବଅଁରପାଳ, ୮।୪ : ଅନୁଗୋଳ ଜିଲା ନାଲ୍‌କୋରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମହିଳାମାନେ ଯେପରି ସେମାନଙ୍କ ଶିଶୁଙ୍କ ଠାରୁ ଅଧିକ ସମୟ ଦୂରେଇ ନ ରହିବେ ସେଥିପାଇଁ ପ୍ଲାଣ୍ଟ କର୍ତ୍ତୃପକ୍ଷ ଶିଶୁପାଳନ ଗୃହ (କ୍ରେଚ୍‌) ନିର୍ମାଣ କରିଥିଲେ। ହେଲେ ଯେଉଁ ଉଦ୍ଦେଶ୍ୟରେ…

ଡୋଜ୍‌ ଅଭାବ ନେଇ ଲେଟର ଓ୍ବାର: କେନ୍ଦ୍ର ପକ୍ଷରୁ ପାଲଟା ଜବାବ

ନୂଆଦିଲ୍ଳୀ,୮।୪: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି। କରୋନାରୁ ଦୂରେଇ ରହିବା ପାଇଁ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନରେ ଏବେ ସଙ୍କଟ ସୃଷ୍ଟି ହୋଇଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଟିକାକରଣ ଲାଗି ଡୋଜ୍‌ର…

ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜ୍ୟରେ ଲଗାତର ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୮୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୧୮ କ୍ୱାରାଣ୍ଟାଇନ୍‌ରୁ ଓ ୩୬୧ ଲୋକାଲ କେସ୍‌ ରହିଥିବା ଜଣାପଡ଼ିଛି। ଏନେଇ ସୂଚନା…

କରୋନାର ଲଙ୍ଗ୍‌ ଜମ୍ପ୍‌: ଗୋଟିଏ ଦିନରେ ଲକ୍ଷେ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୮।୪: ଦେଶରେ କରୋନାର ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ି ଚାଲିିଛି। ଦେଶରେ ଲଗାତାର ଗତ ୨ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…

ଭାକ୍ସିନର ଦ୍ୱିତୀୟ ଡୋଜ୍‌ ନେଲେ ମୋଦି

ନୂଆଦିଲ୍ଲୀ,୮।୪: ଦେଶରେ ଲଗାତର ଭାବେ ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କୋଭିଡର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ଏନେଇ ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ସୂଚନା ଦେଇଛନ୍ତି। ଟିକା ନେବା ପାଇଁ ଦେଶବାସୀଙ୍କୁ ମୋଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri