ଭାକ୍ସିନର ଦ୍ୱିତୀୟ ଡୋଜ୍‌ ନେଲେ ମୋଦି

ନୂଆଦିଲ୍ଲୀ,୮।୪: ଦେଶରେ ଲଗାତର ଭାବେ ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କୋଭିଡର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ଏନେଇ ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ସୂଚନା ଦେଇଛନ୍ତି। ଟିକା ନେବା ପାଇଁ ଦେଶବାସୀଙ୍କୁ ମୋଦି ନିବେଦେନ କରିଛନ୍ତି। ଏଥିସହ ସେ କହିଛନ୍ତି, କୋଭିଡକୁ ହରାଇବା ପାଇଁ ବିଭିନ୍ନ ଉପାୟ ରହିଛି ସେଥିମଧ୍ୟରୁ ଟିକା ହେଉଛି ଅନ୍ୟତମ। ଯେଉଁମାନେ ଟିକା ନେବାକୁ ଯୋଗ୍ୟ ସେମାନେ ଟିକା ନେବା ଆବଶ୍ୟକ। ସୁଚନାଯୋଗ୍ୟ, ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଗୁରୁବାର ସକାଳେ ପୁଡୁଚେରୀର ନର୍ସ ପି.ନିବେଦା ମୋଦିଙ୍କୁ ଏହି ଟିକା ଦେଇଛନ୍ତି। ସେହି ସମୟରେ ପଞ୍ଜାବର ଆଉ ଜଣେ ନର୍ସ ନିଶା ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ ମାର୍ଚ୍ଚ ୧ରେ ମୋଦି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ପ୍ରଥମ ଟିକା ନେଇଥିଲେ। ଏବେ ମାସେ ପରେ ପୁଣି ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଟିକା ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ଟାର୍ଗେଟ କଲେ ଜାଭେଡକର

ନୂଆଦିଲ୍ଲୀ,୨୪ ।୧୦: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର କଂଗ୍ରେସ ଶାସିତ ରାଜ୍ୟରେ ହେଉଥିବା ବଳାତ୍କାର ଘଟଣାକୁ ନେଇ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ...

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ ବାସନ୍ଦ କରାଯାଉ: ରାଜନାଥ ସିଂ

ତାସକେଣ୍ଟ୍‌,୪।୧୧: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ ବାସନ୍ଦ କରାଯାଉ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ସୋମବାର ୟୁଜବେକିସ୍ତାନର ତାସକେଣ୍ଟ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମ ଦସ୍ତଲିକ୍‌-୨୦୧୯ରେ ଏହା...

ରାଜ୍ୟରୁ କରୋନା ନେଲାଣି ୪୯୨ ଜୀବନ, ଆଜି ୧୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୪୯୨ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...

କରୋନାର କରୁଣ ଦୃଶ୍ୟ: ମୃତ ଲୋକଙ୍କ ପାଇଁ ମିଳୁନି କଫିନ!

ସାଓ ପୋଲୋ,୨।୫: ବ୍ରାଜିଲର ମାନୁସ ସହରରେ କରୋନାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ମିଳିଥିବା ଖବର ଅନୁଯାୟୀ, ଏଠାରେ ପ୍ରତିଦିନ କରୋନା ସଂକ୍ରମଣରେ ଶହ ଶହ...

ପେଶା ଶିକ୍ଷକତା: ନିଶା ପ୍ରତିଦିନ ଗଛ ଲଗାଇବା

ଜୟପୁର,୨୧।୭: ପରିବେଶ ସୁରକ୍ଷା ପ୍ରତି ଜଣେ ଶିକ୍ଷକ ଗତ ୯ ବର୍ଷ ଧରି ପ୍ରତିଦିନ ଗୋଟିଏ ଗଛ ଲଗାଇବା ଜାରି ରଖିଛନ୍ତି। ୨୦୧୦ ଜୁଲାଇ ୧ରୁ...

କାହିଁକି ଅଜିତଙ୍କ ସହ ମିଶି ଶପଥ ନେଇଥିଲେ ଫଡନବିସ

ମୁମ୍ବାଇ,୮।୧୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏବେ ମହାରାଷ୍ଟ୍ର ରାଜନୀତିକୁ ନେଇ କିଛି କଥା କହିଛନ୍ତି। ଦ୍ୱିତୀୟ ଥର ଲାଗି ସେ କାହିଁକି ଅଜିତ...

ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶରେ ସଜାଯାଏ…

ପଞ୍ଜାବ ଅମୃତସର ନିକଟରେ ଥିବା ପାବ୍‌ ଅଞ୍ଚଳରେ ରହିଛି ଏକ ମନ୍ଦିର। ଏଠାରେ ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶ କରାଯାଇଥାଏ। ଏହି ହନୁମାନ...

ଶୀତର କୁହୁଡ଼ି ତାଜମହଲକୁ ଦେଲା ଲୁଚାଇ

ଆଗ୍ରା,୩୦।୧୨: ରାଜଧାନୀ ଦିଲ୍ଲୀ ସହିତ ଉତ୍ତର ଭାରତର କେତେକ ରାଜ୍ୟରେ ଶୀତ ଲହରି ଜାରି ରହିଛି। ଏହି ଶୀତ ଶହ ଶହ ବର୍ଷର ରେକର୍ଡ ଭାଙ୍ଗିଥିବା...

Advertisement

BGU

Archives

Model This Week

Why Dharitri