Home Middle

ଜାତିସଂଘକୁ ମଧ୍ୟ ବେଖାତିର, ଏକଛତ୍ରବାଦୀ ଶାସକ କଲେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା…

ପୋୟଙ୍ଗୟାଙ୍ଗ୍‌,୨୮।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ବହୁ ଅନ୍ତର୍ଜାତୀୟ ବାରଣ ସତ୍ତ୍ୱେ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା ଜାରି ରଖିଛନ୍ତି। ମଙ୍ଗଳବାର ଉତ୍ତର କୋରିଆର ଜାଗାଙ୍ଗ ପ୍ରଦେଶର ଉପକୂଳ ଅଞ୍ଚଳର ସମୁଦ୍ରରେ ଶର୍ଟ ରେଞ୍ଜ୍‌ ବାଲାଷ୍ଟିକ୍‌ ମିଜାଇଲ୍‌ ପରୀକ୍ଷଣ…

ପୁଣି ବାତ୍ୟା ଆଶଙ୍କା, ‘ଗୁଲାବ’ ପରେ ଏବେ ‘ଶାହିନ୍‌’ ଭୟ…

ନୂଆଦିଲ୍ଲୀ,୨୮।୯: ସାମୁଦ୍ରିକ ଝଡ଼ ଗୁଲାବ ଏବେ ଉତ୍ତର ତେଲେଙ୍ଗାନା ଏବଂ ବିଦର୍ଭ ଉପରେ ଦେଇ ଅତିକ୍ରମ କରିବା ସହିତ ଦୁର୍ବଳ ହୋଇସାରିଛି। ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ମଙ୍ଗଳବାର ସକାଳେ ତେଲେଙ୍ଗାନା ଏବଂ ମରାଠୱାଡା ଏବଂ ବିଦର୍ଭ ଅଞ୍ଚଳରେ ପ୍ରବେଶ କରିଥିବା…

ପିଓକେରେ ୧୫୦ରୁ ଅଧିକ ଆତଙ୍କବାଦୀ, ଅନୁପ୍ରବେଶ ଷଡ଼ଯନ୍ତ୍ର…

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଉତ୍ତେଜନା ହ୍ରାସ ପାଇଁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୋଇଛି। ତେବେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ଭାରତରେ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ଷଡ଼ଯନ୍ତ୍ର କରିଛି। ଫଳରେ ଲଗାତାର ଏଲ୍‌ଓସି…

୨୦୧ ଦିନ ପରେ ୨୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଲଗାତାର ୩ ଦିନ ଧରି ୩୦…

‘ଡାକ୍ତରଙ୍କୁ ଫୁଟ୍‌ବଲ ଭଳି ବ୍ୟବହାର କରନାହିଁ’

ନୂଆଦିଲ୍ଲୀ, ୨୮।୯: ଚଳିତ ବର୍ଷ ହେବାକୁ ଥିବା ନ୍ୟାଶନାଲ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକ ପରୀକ୍ଷା ପୋଷ୍ଟଗ୍ରାଜୁଏଟ୍‌ ସୁପର ସ୍ପେଶିଆଲିଟି (ଏନ୍‌ଇଇଟି ଏସ୍‌ଏସ୍‌)ରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରାଯାଇଥିବାରୁ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କ୍ଷମତା ଖେଳରେ ଯୁବ…

ବ୍ରିଟେନରେ ତୈଳ ସଙ୍କଟ

ଲଣ୍ଡନ, ୨୮ା୯: ବ୍ରିଟେନରେ ପେଟ୍ରୋଲ, ଡିଜେଲର ଘୋର ସଙ୍କଟ ଦେଖାଦେଇଛି। ଟ୍ରକ୍‌ ଡ୍ରାଇଭରଙ୍କ ଅଭାବ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ବ୍ରିଟେନର ପ୍ରମୁଖ ସହରଗୁଡ଼ିକରେ ପ୍ରାୟ ୫୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଖାଲି ପଡ଼ିଛି। ଯେଉଁ…

ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ୪% ବଢ଼ିଛି

ନୂଆଦିଲ୍ଲୀ,୨୮ା୯: ଦେଶର ସଙ୍ଗଠିତ କ୍ଷେତ୍ରର ନିଯୁକ୍ତି ଗତ ୭ ବର୍ଷରୁ ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସ ସୁଦ୍ଧା ୪% ହାରରେ ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ନୂତନ ଭାବେ ପ୍ରକାଶିତ ତ୍ରୈମାସିକ ନିଯୁକ୍ତି ସର୍ଭେ (କ୍ୟୁଇଏସ୍‌)ରେ ନିଯୁକ୍ତି…

ଉଲଗ୍ନ କରି ଚଲାଇଥିଲେ

ଭୁବନେଶ୍ୱର,୨୮ା।୯(ବ୍ୟୁରୋ) ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଉତ୍କଳ ଆଲୁମିନା କମ୍ପାନୀ ସ୍ଥାନୀୟ ଲୋକଙ୍କୁ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ପ୍ରତିଦିନ କିପରି ନିର୍ଯାତନା ଦେଇଆସୁଛି ସେନେଇ ୨୬ ତାରିଖ ରବିବାର ଧରିତ୍ରୀରେ ‘ଲୋଭ ଦେଖାଇ ଲୁଟିନେଲା’ ଶୀର୍ଷକ ଖବର ମାଧ୍ୟମରେ ଯାହା ଜଣାଇଛୁ ତାହା…

ଯେ କୌଣସି ସ୍ଥିତିରେ ଶତ୍ରୁକୁ ବିନାଶ କରିବ ‘ଆକାଶ ପ୍ରାଇମ୍‌’

ବାଲେଶ୍ୱର,୨୭।୯: ଡିଆର୍‌ଡିଓ ଦ୍ୱାରା ପରିଚାଳିତ ଚାନ୍ଦିପୁରସ୍ଥିତ ଆଇଟିଆର୍‌ କ୍ଷେପଣାସ୍ତ୍ର ଘାଟିରୁ ସୋମବାର ‘ଆକାଶ ପ୍ରାଇମ’ର ସଫଳ ପରୀକ୍ଷଣ ହୋଇଛି। ଆକାଶ ସିଷ୍ଟମର ଏହା ଏକ ଅପଡେଟ୍‌ ଭର୍ସନ। ଅପରାହ୍ନ ୪ଟା ୩୦ରେ ଏହାର ପରୀକ୍ଷା କରାଯାଇଥିଲା। ଆକାଶରେ ଉଡୁଥିବା ମାନବ ବିହୀନ…

କୋଚି-ଲକ୍ଷ୍ମୀଦ୍ୱୀପ ଦ୍ୱୀପପୁଞ୍ଜ ଅପ୍ଟିକ ଫାଇବର ପ୍ରକଳ୍ପରେ ଭାରତୀୟ ସଂସ୍ଥାଗୁଡ଼ିକ ପାଇଁ ବାଧାସୃଷ୍ଟି: ନୀତି ଆୟୋଗ ସଦସ୍ୟ…

ନୂଆଦିଲ୍ଲୀ,୨୭।୯: କୋଚି-ଲକ୍ଷ୍ମୀଦ୍ୱୀପ ଦ୍ୱୀପପୁଞ୍ଜ (କେଏଲ୍‌ଆଇ) ଅପ୍ଟିକ ଫାଇବର ପ୍ରକଳ୍ପ ପାଇଁ ଟେଣ୍ଡର ଡକା ଯାଇଛି। ତେବେ ୧,୦୭୨ କୋଟି ଟଙ୍କାର ଏହି ପ୍ରକଳ୍ପ ଭାରତୀୟ ସଂସ୍ଥାଗୁଡ଼ିକ ପ୍ରତି ବାଧା ସୃଷ୍ଟି କରିବା ପାଇଁ ଡିଜାଇନ ହୋଇଥିବା ବୈଜ୍ଞାନିକ ତଥା ନୀତି ଆୟୋଗ…

ଶିରୀ ହରାଇଛି ଶିକ୍ଷାନୁଷ୍ଠାନ

ଗଁଦିଆ, ୨୭।୯: ସମୃଦ୍ଧ ହେବ ଶିକ୍ଷାବ୍ୟବସ୍ଥା। ଭୟମୁକ୍ତ ବାତାବରଣ ମଧ୍ୟରେ ପଢ଼ିବେ ପିଲାଏ। କ୍ୟାମ୍ପସରେ ଉପଲବ୍ଧ ହେବ ଅତ୍ୟାଧୁନିକ ଲାବୋରେଟୋରି, ଲାଇବ୍ରେରି, କମ୍ପ୍ୟୁଟର ଶିକ୍ଷା। ଦକ୍ଷ କ୍ରୀଡ଼ାବିତ୍‌ ସୃଷ୍ଟି କରିବା ଲାଗି କ୍ରୀଡ଼ା ଉପକରଣଠାରୁ ଆରମ୍ଭ କରି ବ୍ୟବସ୍ଥିତ କରାଯିବ ଖେଳପଡ଼ିଆ।…

ପ୍ରତିଶ୍ରୁତିରେ ବିତିଲାଣି ୨୨ ବର୍ଷ

କେନ୍ଦୁଝର, ୨୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଶିବନାରାୟଣପୁର ଗୋଡା ପଞ୍ଚାୟତର ତମାଙ୍ଗ ଗ୍ରାମର କାଞ୍ଜିଆଝରଣ ସାହିରେ ବସବାସ କରୁଥିବା ପାହାଡିଆ ଭୂୟାଁ ଆଦିବାସୀମାନେ ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ରହିଛନ୍ତି। ସାହିକୁ ସବୁଦିନିଆ ରାସ୍ତା ନାହିଁ କି ପାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?