Home Middle

ମୋଦିଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ

ନୂଆଦିଲ୍ଲୀ,୧ ।୧୦:ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ୍ କରିଛନ୍ତି । ପ୍ରାୟ ୧ ଘଣ୍ଟା ଧରି ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଚନ୍ନୀ ଆଲୋଚନା କରିଥିଲେ । ଏହି…

କୃଷକମାନେ ସହରର ଶ୍ୱାସରୁଦ୍ଧ କରୁଛନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧ ।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କୁ ଆଜି କିଛି କଟୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଏକ କୃଷକ ସଙ୍ଗଠନର ଓକିଲଙ୍କୁ କହିଛନ୍ତି, ‘ସମସ୍ତ ନାଗରିକଙ୍କର ରାସ୍ତା ଉପରେ…

ଫେରିଲା ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର,୩୦।୯(ବ୍ୟୁରୋ): ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ନୂତନ ଗାଇଡ୍‌ଲାଇନ ଆଣିଛନ୍ତି। ଏସ୍‌ଆର୍‌ସି ପ୍ରଦୀପ ଜେନା ଗୁରୁବାର ଏହି ନୂତନ ଗାଇଡ୍‌ଲାଇନ ଘୋଷଣା କରିଛନ୍ତି। ଗାଇଡ୍‌ଲାଇନରେ ଅକ୍ଟୋବର ୧ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ…

ହକିରୁ ସନ୍ୟାସ ନେଲେ ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର,୩୦।୯(ବ୍ୟୁରୋ): ଭାରତୀୟ ପୁରୁଷ ହକି ଦଳର ତାରକା ଖେଳାଳି ତଥା ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଦଳର ଅଂଶ ଥିବା ବୀରେନ୍ଦ୍ର ଲାକ୍ରା ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ହକି ଇଣ୍ଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୩୧…

ଛଟ୍‌ ପୂଜାକୁ ନା….

ନୂଆଦିଲ୍ଲୀ,୩୦।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମ୍‌ଏ)ଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ, ସାର୍ବଜନୀକ ସ୍ଥାନରେ ଛଟ୍‌ ପୂଜା କରିହେବ ନାହିଁ। ଫଳରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଛଟ୍‌ ପୂଜା…

ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ସବୁବେଳ ପାଇଁ ବନ୍ଦ କରିହେବନି ରାଜରାସ୍ତା…

ନୂଆଦିଲ୍ଲୀ,୩୦।୯: ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟ ତାଗିଦ୍‌ କରିଛନ୍ତି। ସବୁବେଳ ପାଇଁ ଅଥବା ଦୀର୍ଘ ସମୟ ଲାଗି ରାଜରାସ୍ତାକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ସ୍ଥାୟୀ ଭାବେ ରାଜରାସ୍ତା ବନ୍ଦ ରହିଥିଲେ ମଧ୍ୟ ସରକାର ଏହାକୁ ଖୋଳିବାରେ ଅସଫଳ…

ଭାଜପାରେ ଯୋଗ ଦେବିନି, ଶୀଘ୍ର ଛାଡ଼ିବି କଂଗ୍ରେସ…

ଚଣ୍ଡିଗଡ଼,୩୦।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ କଂଗ୍ରେସ ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏକ ନ୍ୟୁଜ୍‌ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି ଯେ, ଭାଜପାରେ ଯୋଗ ଦେବିନି, କିନ୍ତୁ ଶୀଘ୍ର କଂଗ୍ରେସ ଛାଡ଼ିବି। ଏହାକୁ ନେଇ ରାଜ୍ୟ…

କେଜ୍ରିଓ୍ବାଲଙ୍କ ମିଶନ ପଞ୍ଜାବ, ସମସ୍ତଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟସେବା…

ଚଣ୍ଡିଗଡ଼,୩୦।୯: ପଞ୍ଜାବରେ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତି ଜାରି ରଖିଛି। ମିଶନ ପଞ୍ଜାବ ଅନ୍ତର୍ଗତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ଗଣମାଧ୍ୟମ ସମ୍ମିଳନୀରେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି…

ପିପିଲି ଉପନିର୍ବାଚନ: ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ୨୪.୭୬% ମତଦାନ

ପୁରୀ ଅଫିସ,୩୦ା୯: ଆଜି ଅନୁଷ୍ଠିତ ହେଉଛି ପିପିଲି ଉପନିର୍ବାଚନ। ଏନେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପିପିଲିବାସୀ। ବିଭିନ୍ନ ବୁଥ୍‌ରେ ସକାଳୁ ମତଦାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ତଥା କୋଭିଡ୍‌ କଟକଣା ମଧ୍ୟରେ ଭୋଟରମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରୁଛନ୍ତି।…

କ୍ୟାପଟେନ୍‌ଙ୍କ ହାତରେ ବଲ ଧରାଇଲା ଭାଜପା…

ଚଣ୍ଡିଗଡ଼,୩୦।୯: ପଞ୍ଜାବର ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଭାଜପା ପକ୍ଷରୁ କ୍ୟାପଟେନ୍‌ଙ୍କ ହାତରେ ବଲ୍‌ ଧରାଇ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି। କ୍ୟାପଟେନ୍‌ଙ୍କୁ ୨ଟି ବିକଳ୍ପ ଦିଆଯାଇଛି। ପ୍ରଥମଟି ହେଉଛି ଯଦି ସେ…

ବାୟୁସେନାର ବଢ଼ିବ ଶକ୍ତି, ସାମିଲ ହେବ ୨୫ ଆଧୁନିକ ହେଲିକପ୍ଟର…

ନୂଆଦିଲ୍ଲୀ,୩୦।୯: ଭାରତୀୟ ବାୟୁସେନାର ଶକ୍ତିରେ ବୃଦ୍ଧି ହେବାକୁ ଯାଉଛି। ଖୁବ୍‌ ଶୀଘ୍ର ୨୫ ଆଧୁନିକ ହାଲକା ହେଲିକପ୍ଟର (ଏଏଲ୍‌ଏଚ୍‌)କୁ ବାୟୁସେନାରେ ସାମିଲ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ଡିଫେନ୍ସ ଆକ୍ୟୁଜିଶନ କାଉନସିଲ୍‌ (ଡିଏସି) ହେଲିକପ୍ଟର ସହିତ ଅନ୍ୟ ଉପକରଣ…

କଡ଼ା ସୁରକ୍ଷା ମଧ୍ୟରେ ଭବାନୀପୁରରେ ମତଦାନ ଆରମ୍ଭ…

କୋଲକାତା,୩୦।୯: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଗୁରୁବାର ମତଦାନ ଆରମ୍ଭ ହୋଇଛି। ନିର୍ବାଚନର ଫଳାଫଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିବିଷ୍ୟତ ନିର୍ଦ୍ଧାରଣ କରିବ। ଭବାନୀପୁରରେ ମୁଖ୍ୟତଃ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ମୁକାବିଲା ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?