ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ…
ନୂଆଦିଲ୍ଲୀ,୧୧।୮: ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୁଧବାର ସ୍ଥଗିତ ରଖାଯାଇଛି। ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହର ସାଧାରଣ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ସେହିପରି ରାଜ୍ୟ ସଭାରେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଗୃହକୁ ମୁଲତବୀ ରଖାଯାଇଛି।…
୭୨ ଘଣ୍ଟାରେ କରୋନାରୁ ମୁକ୍ତି,ଘୋଡ଼ା ଆଣ୍ଟିବଡ଼ିରୁ ପ୍ରସ୍ତୁତ ହେଉଛି ଔଷଧ…
କୋହ୍ଲାପୁର,୧୧।୮: କରୋନା ମହାମାରୀ ଭୂତାଣୁୁ ବିରୋଧରେ ପୃଥିବୀର ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଦିନରାତି ଗବେଷଣା ଜାରି ରଖିଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥିତ ଆଇସେରା ବାୟୋଲୋଜିକାଲ ନାମକ ଏକ ଚାରି ବର୍ଷ ପୁରୁଣା ବାୟୋ ସାଇନ୍ସ କମ୍ପାନୀ କରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା…
ପାକିସ୍ତାନ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍, ଲଞ୍ଚପ୍ୟାଡ୍ରେ ଆତଙ୍କବାଦୀ ସକ୍ରିୟ…
ଶ୍ରୀନଗର, ୧୧।୮: ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ-କଶ୍ମୀରରେ ପାକିସ୍ତାନର ଏକ ବଡ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାଶ୍ ହୋଇଛି। ଭାରତ-ପାକିସ୍ଥାନ ସୀମାରେ ଏହାର ଲଞ୍ଚପ୍ୟାଡ୍କୁ ପୁଣି ଥରେ ସକ୍ରିୟ କରାଯାଇଛି। ଏବଂ ପ୍ରାୟ ୨୫୦ ଆତଙ୍କବାଦୀ ଏହି ଲଞ୍ଚ ପ୍ୟାଡରେ ଅନୁପ୍ରବେଶ କରିବାକୁ…
ବଡ଼ ନିଷ୍ପତ୍ତି, କୋଭାକ୍ସିନ୍-କୋଭିଶିଲ୍ଡ ମିଶ୍ରିତ ଡୋଜ୍ ଉପରେ ଗବେଷଣା ପାଇଁ ଅନୁମତି…
ନୂଆଦିଲ୍ଲୀ, ୧୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରକଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି। ମିଶ୍ରିତ ଡୋଜ୍ ଉପରେ ଅଧିକ ଗବେଷଣା ଲାଗି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୧୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ହଜାର ୩୫୩ ରେ ପହଞ୍ଚିଛି। ଏହି…
କେହି ସୀମା ଲଂଘିବା ଅନୁଚିତ
ନୂଆଦିଲ୍ଲୀ,୧୧ା୮: ଇସ୍ରାଏଲର ଏନ୍ଏସ୍ଓ ଗ୍ରୁପ୍ ପକ୍ଷରୁ ପ୍ରସ୍ତୁତ ପେଗାସସ୍ ସ୍ପାଏଓ୍ବେରର ସରକାରୀ ବ୍ୟବହାର ନେଇ ତଦନ୍ତ କରାଇବା ଲାଗି ଦାଏର ଏକାଧିକ ଜନସ୍ବାର୍ଥ ମାମଲା (ପିଆଇଏଲ୍)ର ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ଶୁଣାଣି ବେଳେ…
ରାଜ୍ୟ ପ୍ରସ୍ତୁତ କରିବେ ଓବିସି ତାଲିକା
ନୂଆଦିଲ୍ଲୀ,୧୧ା୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ପେଗାସସ୍ ସ୍ପାଏଓ୍ବେର, କୃଷି ଆଇନ ଓ ଦରଦାମ୍ ବୃଦ୍ଧିକୁ ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ମଙ୍ଗଳବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ(ଏସ୍ଇବିସି)ର ଲୋକଙ୍କୁ ଚିହ୍ନଟ କରିବା ପାଇଁ…
ସିବଲଙ୍କ ଘରେ ବିରୋଧୀ ମେଳି
ନୂଆଦିଲ୍ଲୀ,୧୧ା୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ସୋମବାର ରାତିରେ ଆୟୋଜିତ ନୈଶଭୋଜିରେ ଅନେକ ବିରୋଧୀ ଦଳ ନେତା ସାମିଲ ହୋଇଥିଲେ। ସିବଲଙ୍କ ଜନ୍ମଦିନ ପାଳନ ପାଇଁ ଆୟୋଜିତ ରାତ୍ରିଭୋଜନ ବସ୍ତୁତଃ କେନ୍ଦ୍ରର ନରେନ୍ଦ୍ର…
ନାଁ ନୀରଜ ହୋଇଥିଲେ ମିଳିବ ମାଗଣା ପେଟ୍ରୋଲ
ନୂଆଦିଲ୍ଲୀ, ୧୦।୮: ଫିଲ୍ଡ ଓ ଆଥ୍ଲେଟିକ୍ସରେ ଭାରତ ପାଇଁ ପ୍ରଥମ ଅଲିମ୍ପିକ୍ ପଦକ ଜିତିଥିବା ନୀରଜ ଚୋପ୍ରା ରାତାରାତି ସେନସେଶନ ପାଲଟି ଯାଇଛନ୍ତି। ହରିୟାଣାର ୨୩ ବର୍ଷୀୟ ଜାଭେଲିନ ଥ୍ରୋୟରଙ୍କ ଉପରେ ଦେଶବାସୀ ପୁରସ୍କାର ବର୍ଷା କରୁଥିବା ବେଳେ ଗୁଜୁରାଟ ବାରୁଚର…
ମଜାର-ଏ-ଶରିଫରୁ ସ୍ବତନ୍ତ୍ର ବିମାନରେ ସ୍ବଦେଶ ଫେରିବେ ଭାରତୀୟ ନାଗରିକ
କାବୁଲ,୧୦।୮:ଆଫଗାନିସ୍ତାନରେ ଉପୁଜିଥିବା ହିଂସା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଇତିମଧ୍ୟରେ ଭାରତ ସରକାର ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଫଗାନିସ୍ତାନର ମଜାର-ଏ-ଶରିଫ ସହର ସ୍ଥିତ ବାଣିଜ୍ୟ ଦୂତାବାସରେ କାର୍ଯ୍ୟରତ ଥିବା ସମସ୍ତ ଭାରତୀୟ କର୍ମଚାରୀ, ଅଧିକାରୀ ଓ ନାଗରିକଙ୍କୁ…
ଗ୍ୟାସ୍ ସଂଯୋଗ ପାଇଁ ଏବେ ସେଲ୍ଫ ଡିକ୍ଲେରେଶନ୍ ପର୍ଯ୍ୟାପ୍ତ, ସୂଚନା ଦେଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ-୨.୦ ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଏଲପିଜି ସଂଯୋଗ ହସ୍ତାନ୍ତର କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ…
୩୭୦ ଅନୁଚ୍ଛେଦ ହଟିବା ପରେ ୨ ବର୍ଷରେ କେତେ ଜଣ ଜମ୍ମୁ-କଶ୍ମୀରରେ କିଣିଛନ୍ତି ଜମି, ସରକାର ଦେଲେ ଉତ୍ତର…
ନୂଆଦିଲ୍ଲୀ,୧୦।୮: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ହଟାଯିବା ଇତିମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି। ନିୟମ ପରିବର୍ତ୍ତନ ପରେ ବର୍ତ୍ତମାନ ରାଜ୍ୟ ବାହାରର ଯେ କୌଣସି ବ୍ୟକ୍ତି ଜମ୍ମୁ-କଶ୍ମୀରରେ ଜମି କିଣି ପାରିବେ। ମଙ୍ଗଳବାର ଦିନ ସରକାରଙ୍କୁ ସଂସଦରେ ପଚରାଯାଇଥିବା ଏକ…
Archives


