Home Middle

ପଶ୍ଚିମବଙ୍ଗ ବିଭାଜନ ନେଇ ଭାଜପାରେ ଫାଟ…

କୋଲକାତା, ୨୩।୮: ପଶ୍ଚିମବଙ୍ଗ ବିଭାଜନ ନେଇ ରାଜ୍ୟ ଭାଜପାରେ ଫାଟ ସୃଷ୍ଟି ହୋଇଛି। ରାଜ୍ୟ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଉତ୍ତର ପଶ୍ଚିମବଙ୍ଗକୁ ଅଲଗା ରାଜ୍ୟର ମାନ୍ୟତା ଦେବା ପାଇଁ ମୌଖିକ ଭାବେ କେନ୍ଦ୍ରୀୟ ମନ୍ତ୍ରୀ ଜନ୍ ବାର୍ଲାଙ୍କ ଦାବିକୁ ସମର୍ଥନ କରିବା…

୫ ବର୍ଷ ପରେ ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଗିରଫ

କଟକ ଅଫିସ,୨୩ା୮: କୁଖ୍ୟାତ ଅପରାଧୀ ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ପ୍ରଦୀପ କୁମାର ସାହୁ (ଦିଲୁ)ଙ୍କୁ ଗିରଫ କରାଯାଇଛି। କଟକ ଅର୍ବାନ ପୋଲିସ ତାଙ୍କୁ ଆଜି ଗିରଫ କରିଥିବା ଏକ ଖବରଦାତା ସମ୍ମିଳନୀରେ ଦେଇଛନ୍ତି ଟୁଇନ୍‌ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସୂଚନାଯୋଗ୍ୟ,…

ବାଇଡେନ୍‌ଙ୍କ ତଣ୍ଟିରେ କଣ୍ଟା…

ଓ୍ବାଶିଟନ, ୨୩।୮: ଆଫଗାନିସ୍ତାନରୁ ସୈନ୍ୟ ଫେରାଇ ଆଣିବା ଘଟଣାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଡୁଆରେ ପଡ଼ିଛନ୍ତି। ତାଙ୍କ ତଣ୍ଟିରେ କଣ୍ଟା ଅଟକି ଥିବା ପରି ଅବସ୍ଥା ସୃଷ୍ଟି ହୋଇଛି। ଏବେ ତାଲିବାନର ନାଲି ଆଖି ସତ୍ତ୍ୱେ ମଧ୍ୟ ସେ ସୈନ୍ୟଙ୍କୁ…

ଆଫଗାନିସ୍ତାନ ସମସ୍ୟା, ଅଗଷ୍ଟ ୨୬ରେ ସର୍ବଦଳୀୟ ବୈଠକ…

ନୂଆଦିଲ୍ଲୀ, ୨୩।୮: ଆଫଗାନିସ୍ତାନ ସମସ୍ୟା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି। ବୈଠକ ଅଗଷ୍ଟ ୨୬ରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ। ଏନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସୂଚନା ଦେଇଛନ୍ତି। ବୈଠକରେ ବିରୋଧୀଙ୍କ ସମସ୍ତ…

ଖୁସି ଖବର, ବୁଷ୍ଟର ଡୋଜ୍‌ ଯୋଗୁ ପ୍ରତିରୋଧକ ଶକ୍ତି ବଢୁଛି ୪ ଗୁଣା…

ତେଲଅଭିବ୍‌,୨୩।୮: କରୋନା ମହାମାରୀ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ନିକଟରେ ହୋଇଥିବା ଏକ ଗବେଷଣାରୁ ସୁଫଳ ମିଳିଛି। ଭାକ୍ସିନ୍‌ର ଦୁଇ ଡୋଜ ପରେ, ବୁଷ୍ଟର ଡୋଜ ନେବା ଦ୍ୱାରା ଶରୀର ରୋଗପ୍ରତିରୋଧକ ଶକ୍ତି ୪ ଗୁଣା ବୃଦ୍ଧି ପାଉଥିବା ଏକ ଗବେଷଣାରୁ…

ପ୍ରତୀକ୍ଷାର ଘଟିଲା ଅନ୍ତ: ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି

ଆରଡ଼ି,୨୩ା୮(ଡି.ଏନ୍‌.ଏ.): ଦୀର୍ଘ ୪ ମାସ ପରେ ସୋମବାର ଖୋଲିଛି ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ମନ୍ଦିର। ସକାଳ ୬ଟାରୁ କୋଭିଡ୍‌ କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେବାୟତମାନେ ଯଥାରୀତି ପ୍ରଭୁଙ୍କ ପୂଜା କାର୍ଯ୍ୟ ସମାପନ କରିଥିଲେ।…

ଗୁମୁରି କାନ୍ଦୁଛି ଘୁମୁରା

କାମାକ୍ଷାନଗର, ୨୩।୮:  ଘୁମୁରା ବାଜିଲେ ଉଠୁଥିଲା, ପଡୁଥିଲା ଆଦିବାସୀ ଗାଁ। ବେଶଧାରୀଙ୍କ ନୃତ୍ୟଗୀତରେ ମସ୍‌ଗୁଲ ହୋଇଯାଉଥିଲେ ଶବର ସମ୍ପ୍ରଦାୟର ଆବାଳବୃଦ୍ଧବନିତା। କେବେ ରଣବାଦ୍ୟ ତ କେବେ ଗଣବାଦ୍ୟ, କେବେ ଶକ୍ତି ଉପାସନା ତ ଆଉ କେବେ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା ଏହି…

୩୦୦ ତାଲିବାନ୍‌ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

କାବୁଲ,୨୩।୮: ଆଫଗାନିସ୍ତାନର ଏକମାତ୍ର ଅଞ୍ଚଳ ପଞ୍ଜଶୀର ତାଲିବାନର ନିୟନ୍ତ୍ରଣ ବାହାରେ ରହିଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶୀରକୁ ତାଲିବାନ ଦଖଲକୁ ନ ଦେବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ସାଲେହ ପଞ୍ଜଶୀରକୁ ଯାଉଥିବା ସଲାଙ୍ଗ ରାଜପଥକୁ ବନ୍ଦ କରିଦେଇଛନ୍ତି। ପଞ୍ଜଶୀର…

ଜଳ ପରିଚାଳନାରେ ଓଡ଼ିଶା ପଛୁଆ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ପାନୀୟ ଜଳ ଯୋଗାଣରେ ସମ୍ପୃକ୍ତ ଥିବା ବିଭିନ୍ନ ଜାତୀୟ ଓ ରାଜ୍ୟ ସଂସ୍ଥା, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତଥ୍ୟକୁ ଆଧାର କରି ନୀତି ଆୟୋଗଙ୍କ ଦ୍ୱାରା ଜଳ ଯୋଗାଣ ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇଛି। କେବଳ ପାନୀୟ ଜଳ…

ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ତଳେ…

ନୂଆଦିଲ୍ଲୀ,୨୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୭୨ରେ ପହଞ୍ଚିଛି। ଏହି ସମୟ…

ଖୋଲିଲା ଶ୍ରୀମନ୍ଦିର

ପୁରୀ ଅଫିସ,୨୩ା୮: ଦୀର୍ଘ ୪ ମାସର ବ୍ୟବଧାନ ପରେ ସୋମବାରଠାରୁ ସର୍ବସାଧାରଣଙ୍କ ଲାଗି ଶ୍ରୀମନ୍ଦିର ଖୋଲିଛି। କୋଭିଡ୍‌ଗାଇଡ୍‌ ଲାଇନ୍‌ ଅନୁଯାୟୀ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି। ଆର୍‌ଟିପିସିଆର ନେଗେଟିଭ୍‌ ରିପୋର୍ଟ ଏବଂ ଦୁଇଟି ଡୋଜ୍‌ ଟିକାକରଣ ରିପୋର୍ଟ ସହ…

ପୁଣି ବିପଦ, ସେପ୍ଟେମ୍ବରରୁ ପ୍ରତିଦିନ ୪ ରୁ ୫ ଲକ୍ଷ ଦୈନିକ ସଂକ୍ରମଣ ଆଶଙ୍କା…

ନୂଆଦିଲ୍ଲୀ,୨୩।୮: ପୁଣି ବିପଦ ମାଡ଼ି ଆସୁଛି। କରୋନା ମହାମାରୀର ଭୟଙ୍କର ରୂପ ପୁଣି ଥରେ ଭାରତରେ ଦେଖିବାକୁ ମିଳିବାର ଆଶଙ୍କା ରହିଛି। ଏନେଇ ନୀତି ଆୟୋଗ ପକ୍ଷରୁ ଚେତାବନୀ ଦିଆଯାଇଛି। କରୋନାର ତୃତୀୟ ଲହର ନେଇ ନୀତି ଆୟୋଗ ପକ୍ଷରୁ ଅଅଗୁଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri