ପ୍ରଧାନମନ୍ତ୍ରୀ ଆମେରିକାରୁ ଭାରତ ଆଣୁଛନ୍ତି ‘ସ୍ପେଶାଲ-୧୫୭’ ପ୍ରାଚୀନ କଳାକୃତି…
ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଆମେରିକା ଗସ୍ତ ଶେଷ କରି ଭାରତ ଫେରିବେ। ପ୍ରଧାନମନ୍ତ୍ରୀ ସାଙ୍ଗରେ ଆମେରିକାରୁ ଭାରତକୁ ‘ସ୍ପେଶାଲ-୧୫୭’ ପ୍ରାଚୀନ କଳାକୃତି ମଧ୍ୟ ଆଣୁଛନ୍ତି। ସେଥିମଧ୍ୟରେ ୧୦ମ ଶତାବ୍ଦୀର ବାଲିଆ ପଥରରେ ନିର୍ମିତ ହୋଇଥିବା ସୁନ୍ଦର କଳାକୃତି…
ପୁଣି ବିପଦ, ବିପଜ୍ଜନକ ଆର୍-୧ ଭାରିଆଣ୍ଟ୍ ସଂକ୍ରମଣ ବଢ଼ିଲା..
ଓ୍ବାଶିଂଟନ,୨୬।୯: ପୁଣି ପୃଥିବୀ ଉପରେ ବିପଦ ଘନେଇବାରେ ଲାଗିଛି। ଆମେରିକାରେ କରୋନା ମହାମାରୀର ବିପଜ୍ଜନକ ଆର୍-୧ ଭାରିଆଣ୍ଟ୍ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଇତିମଧ୍ୟରେ ଏହି ଭାରିଆଣ୍ଟର ସଂକ୍ରମଣ ୩୫ଟି ଦେଶରେ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି…
ଘର ଘର ବୁଲି କରୋନା ମୃତକଙ୍କ ପରିବାରକୁ ଚିହ୍ନଟ କରିବେ ୧୦୦ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୬।୯: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। କାର୍ଯ୍ୟ ବ୍ୟବସ୍ଥା ସହଜ କରିବା ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରଙ୍କ ପକ୍ଷରୁ ୧୦୦ ଅଧିକାରୀଙ୍କୁ…
ଅସ୍ତ୍ରବିରତି ବନ୍ଦ ହେଲେ ବି ଅନୁପ୍ରବେଶ ଜାରି…
ଶ୍ରୀନଗର,୨୬।୯: ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୋଇଛି। ତେବେ ପାକିସ୍ତାନ ଅନ୍ୟ ଉପାୟରେ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ଅସ୍ତ୍ରବିରତି ବନ୍ଦ ଥିଲେ ମଧ୍ୟ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ଭାରତରେ ଅନୁପ୍ରବେଶ ବୃଦ୍ଧି ପାଇବାରେ ଲାଗିଛି।…
ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଗୁଲାବ’; ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେଲା ବର୍ଷା
ଭୁବନେଶ୍ୱର,୨୬ା୯(ବ୍ୟୁରୋ): ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇଛି। ଏହା ପଶ୍ଚିମ ଦିଗ ଦେଇ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଉପକୂଳକୁ ମାଡ଼ିଆସୁଛି। ବାତ୍ୟା ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୫୦ କି.ମି. ଏବଂ ଆନ୍ଧ୍ରପ୍ରଦେଶର…
ଦିନେ କମିଲେ ପୁଣି ବଢୁଛି…
ନୂଆଦିଲ୍ଲୀ,୨୬।୯: କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଲଗାତାର ୨ ଦିନ ଧରି ୩୦ ହଜାର ତଳେ ରହିଛି। ସଂକ୍ରମଣ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ…
ସୀମାରେ ଚାଇନା ନିର୍ମାଣ କଲାଣି ୬୮୦ ଗ୍ରାମ
ଗାନ୍ଧୀନଗର, ୨୬।୯: ଭାରତ ସୀମାରେ ଚାଇନା ୬୮୦ଟି ସମୃଦ୍ଧ ଓ ଅତ୍ୟାଧୁନିକ ଗ୍ରାମ ନିର୍ମାଣ କରିଛି, ଯାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ବେଜିଂର ଗ୍ରାମ ନିର୍ମାଣ ସମ୍ପର୍କରେ ବିଶ୍ୱ ଆତଙ୍କବାଦ ନିରୋଧୀ ପରିଷଦର ଉପଦେଷ୍ଟା ବୋର୍ଡ ସୂଚନା ଦେଇଛି।…
ରାସ୍ତାରେ ମୃତଦେହ ଝୁଲାଇଲା ତାଲିବାନ୍
ହେରତ୍, ୨୬ା୯: ଆଫଗାନିସ୍ତାନରେ ତାଲିବାନ୍ କ୍ରୁର ଶାସନର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ୪ ଅପହରଣ ଅଭିଯୁକ୍ତଙ୍କୁ ହତ୍ୟା କରି ସେମାନଙ୍କ ମୃତଦେହକୁ ତାଲିବାନ୍ ବିଭିନ୍ନ ସହରର ମୁଖ୍ୟ ରାସ୍ତାରେ ଝୁଲାଇ ଦେଇଛି। ସେଥିମଧ୍ୟରୁ ଗୋଟିଏ ମୃତଦେହ ହେରତ୍ ସହର…
ବିସ୍ତାରବାଦ ବିରୋଧରେ ଏକାଠି ହେବାକୁ ଆହ୍ବାନ
ଜାତିସଂଘ, ୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘର ୭୬ତମ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଆତଙ୍କବାଦକୁ ରାଜନୈତିକ କରିଥିବା ରାଷ୍ଟ୍ରଗୁଡ଼ିକୁ ସମାଲୋଚନା କରିବା ସହ ବିସ୍ତାରବାଦୀଙ୍କ ବିରୋଧରେ ଏକଜୁଟ୍ ହେବାକୁ ଆହ୍ବାନ ଦେଇଛନ୍ତି। ନକାରାତ୍ମକ ଚିନ୍ତାଧାରାର କେତେକ ରାଷ୍ଟ୍ର ଆତଙ୍କବାଦକୁ…
ମାଡ଼ି ଆସୁଛି ବାତ୍ୟା
ଭୁବନେଶ୍ୱର,୨୫ା୯(ବ୍ୟୁରୋ)- ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇଛି। ଏହା ପଶ୍ଚିମ ଦିଗ ଦେଇ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଉପକୂଳକୁ ମାଡ଼ିଚାଲିଛି। ବାତ୍ୟା ଗୋପାଳପୁରଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ୩୫୦…
‘ପାକିସ୍ତାନକୁ କଡ଼ା ଚେତାବନୀ’
ଜାତିସଂଘ,୨୫।୯: ବିକାଶ ବିରୋଧୀ ଚିନ୍ତାଧାରାର କେତେକ ଦେଶ ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର କରିଛନ୍ତି। ଏହା ସେମାନଙ୍କ ପାଇଁ ସମାନ ବିପଦ, ଏକଥାକୁ ଉକ୍ତ ରାଷ୍ଟ୍ରଗୁଡ଼ିକ ହୃଦୟଙ୍ଗମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘ ସାଧାରଣ ସଭାର ୭୬ତମ…
ବଂଶଧାରା ଜଳ ବିବାଦ: ଦୀପାବଳି ପରେ ଚୂଡ଼ାନ୍ତ ଶୁଣାଣି…
ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୯: ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜାରି ରହିଥିବା ବଂଶଧାରା ଜଳ ବିବାଦ ମାମଲାରେ ଶନିବାର ସୁପ୍ରିମ୍କୋର୍ଟ ସ୍ବତନ୍ତ୍ର ଲିଭ୍ ପିଟିଶନ ଜାରି କରିଛନ୍ତି। ୨୦୧୭ ସେପ୍ଟେମ୍ବର ୧୩ରେ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ପକ୍ଷରୁ ପ୍ରଦାନ କରାଯାଇଥିବା ରାୟରେ ଆନ୍ଧ୍ରପ୍ରଦେଶ…
Archives


