ଚାଇନା ପୂର୍ବରୁ ଜେଟ୍ର ଧ୍ୱଂସାବଶେଷ ଖୋଜୁଛି ଆମେରିକା, କାରଣ ଜାଣିଲେ…
ଓ୍ବାଶିଂଟନ,୨୭ା୧: ଦକ୍ଷିଣ ଚାଇନା ସାଗରରେ ଦୁର୍ଘଟଣାଗ୍ରସ୍ତ ଆଡ୍ଭାନ୍ସଡ ଫାଇଜର ଜେଟ୍-୩୫ର ଧ୍ୱଂସାବଶେଷ ଆମେରିକା ଖୋଜିବାକୁ ଚାହୁଁଛି। କାରଣ ଏହି ଜେଟ୍ର ଆବର୍ଜନାକୁ କୌଣସି ପରିସ୍ଥିତିରେ ଚାଇନା ଧରି ପାରିବ ନାହିଁ। ଦକ୍ଷିଣ ଚାଇନା ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ଆମେରିକୀୟ ଯୁଦ୍ଧ…
କଏଦୀଙ୍କର ବୈବାହିକ ସମ୍ପର୍କର ମୌଳିକ ଅଧିକାର ନାହିଁ, ହାଇକୋର୍ଟଙ୍କ ରାୟ…
ଚେନ୍ନାଇ, ୨୭।୧ : କଏଦୀଙ୍କ ମୌଳିକା ଅଧିକାର ନେଇ ମାଡ୍ରାସ ହାଇକୋର୍ଟ ଏକ ରାୟରେ ଦୁଇଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଦୋଷୀ ସାବ୍ୟସ୍ତ କଏଦୀଙ୍କୁ ବୈବାହିକ ଅଧିକାରରୁ ବଞ୍ଚିତ କରିବା ଦ୍ୱାରା ସାମ୍ବିଧାନିକ ଧାରା ୨୧ ର ଉଲ୍ଲଂଘନ ହେବ କି…
କଣ୍ଠରୋଧ କରୁଛି ଟୁଇଟର, ରାହୁଲଙ୍କ ଅଭିଯୋଗ…
ନୂଆଦିଲ୍ଲୀ, ୨୭।୧ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଏକ ଚିଠି ଲେଖିଛନ୍ତି। ଟୁଇଟର ତାଙ୍କ କଣ୍ଠରୋଧ କରୁଥିବା ସେ ଅଭିଯୋଗ କରିଛନ୍ତି। ସରକାରଙ୍କ ଚାପରେ ଏଭଳି କରାଯାଉଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ତାଙ୍କ…
ବିବାଦୀୟ ମନ୍ତବ୍ୟ ଦେଲେ ଅନସାରୀ…
ନୂଆଦିଲ୍ଲୀ, ୨୭।୧ : ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ୨୬ ଜାନୁଆରୀ ଅବସରରେ ଏକ ଆମେରିକୀୟ ସଂଗଠନର ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାରତରେ ଅସହିଷ୍ଣୁତା ବୃଦ୍ଧି ପାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ…
କିଏ ହେବେ ନୂଆ ରାଷ୍ଟ୍ରପତି ? ଦୌଡ଼ରେ ୪ ଜଣଙ୍କ ନାମ…
ନୂଆଦିଲ୍ଲୀ, ୨୭।୧ : ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୫ ଜୁଲାଇ ୨୦୨୨ରେ ଶେଷ ହେବାକୁ ଯାଉଛି। ପାଞ୍ଚ ମାସ ପରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଏହାପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମକୁ ନେଇ ଭାଜପା…
ଫେବୃୟାରୀ ୧୫ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
ଲକ୍ଷ୍ନୌ, ୨୭।୧: ଉତ୍ତରପ୍ରଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଫେବୃୟାରୀ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ରାଜ୍ୟର ସମସ୍ତ ସ୍କୁଲ କଲେଜକୁ କଲେଜକୁ…
ଚାକିରି ନାହିଁ, ଦେଶ ଛାଡ଼ିବାକୁ ଚାହୁଁଛନ୍ତି ହତାଶ ଯୁବବର୍ଗ…
ନୂଆଦିଲ୍ଲୀ, ୨୭।୧ : ଭାରତରେ ବେକାରୀ ପରିସ୍ଥିତି ଉତ୍କଟ ହେବାରେ ଲାଗିଛି। ଚାକିରି ନ ଥିବାରୁ ଯୁବବର୍ଗ ହତାଶ ହୋଇ ଦେଶ ଛାଡି ବିଦେଶ ଯିବାକୁ ଚାହୁଁଛନ୍ତି। କ୍ରମାଗତ ଏଭଳି ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସରକାରୀ ନୀତି ବିଫଳ ହେଉଥିବାରୁ…
ପୁଣି ଉପର ମୁହାଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ, ୨୭।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍ ଲାଗିବା ପରେ ଏହା ପୁଣି ଉପର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୮୬ ହଜାର ୩୮୪ ଜଣ ନୂଆ…
ଆମେରିକାକୁ ଚ୍ୟାଲେଞ୍ଜ୍, ଜାପାନ ସମୁଦ୍ରରେ କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍…
ସିଓଲ, ୨୭।୧ : ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କଟକଣାକୁ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଲଗାତାର ଅଣଦେଖା କରିବାରେ ଳାଗିଛନ୍ତି। ଏହି ମର୍ମରେ ସେ ଗୁରୁବାର ସକାଳେ ଜାପାନର ସମୁଦ୍ରରେ ପୁଣି ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହାକୁ…
ଅଳ୍ପସଂଖ୍ୟକଙ୍କ ଧାର୍ମିକ ସ୍ଥଳକୁ ଟାର୍ଗେଟ୍, ବୈଜ୍ଞାନିକ-କଳାକାର-ଲେଖକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି…
ବେଙ୍ଗାଲୁରୁ, ୨୭।୧ : କର୍ନାଟକରେ ଅଳ୍ପସଂଖ୍ୟକଙ୍କ ଧାର୍ମିକ ସ୍ଥଳକୁ ଟାର୍ଗେଟ୍ କରାଯାଉଛି। ଏସବୁ ଧାର୍ମିକସ୍ଥଳ ଉପରେ ଲଊଗାତାର ଆକ୍ରମଣ ବୃଦ୍ଧି ପାଉଛି। ଏନେଇ ୩୭ ଜଣ ବୈଜ୍ଞାନିକ, ପରିବେଶ୍ବିତ୍, କଳାକାର ଏବଂ ଲେଖକ ରାଜ୍ୟ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କୁ ଚିଠି ଲେଖିଛନ୍ତି।…
କଂଗ୍ରେସକୁ ଘାରିଛି ଘର କଳି ଚିନ୍ତା, ପଞ୍ଜାବ-ଉତ୍ତରାଖଣ୍ଡରେ ଅବୁଝାଙ୍କୁ ବୁଝାଇବା ଜାରି…
ନୂଆଦିଲ୍ଲୀ, ୨୭।୧ : ଆଗକୁ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ। ତେବେ ଏହି ଦୁଇରାଜ୍ୟରେ ଘର କଳି ଯୋଗୁ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି। ଟିକଟ ବଣ୍ଟନ ଉପରେ ଦଳୀୟ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଦଳର ହାଇକମାଣ୍ଡ…
ରେଲଓ୍ବେ ଟ୍ରାକ୍ ଉଡାଇଲେ ମାଓବାଦୀ…
ରାଞ୍ଚି, ୨୭।୧ : ଝାଡ଼ଖଣ୍ଡରେ ବୁଧବାର-ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ରେଲଓ୍ବେ ଟ୍ରାକ୍କୁ ଉଡାଇ ଦେଇଛନ୍ତି। ଝାଡ଼ଖଣ୍ଡର ଗିରିଡ଼ିହ ନିକଟରେ ମାଓବାଦୀମାନଙ୍କ ପକ୍ଷରୁ ଏଭଳି ଆଇଡି ବିସ୍ଫୋରଣ କରାଯାଇଛି। ରାତି ୧୨ଟା ୩୪ରେ ଧାନବାଦ ଡିଭିଜନ୍ର କରମାବାଦ୍-ଚିଚାକି ଷ୍ଟେଶନ ମଧ୍ୟରେ ଏହି…

