Home Middle

ପାକିସ୍ତାନକୁ ଚାଇନା ଦେଲା ଅଧିକ ପେଲୋଡ କ୍ଷମତା ବିଶିଷ୍ଟ ଡ୍ରୋନ୍‌, ଆତଙ୍କବାଦୀଙ୍କୁ ବି ଟ୍ରେନିଂ ଦେଉଛି ଚାଇନା ସେନା!

ଜମ୍ମୁ,୭ ।୧୦: ପାକିସ୍ତାନ ଭାରତର ସୀମା ଜମ୍ମୁ ନିକଟରେ ଡ୍ରୋନ୍ ମାଧ୍ୟମରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି । ଏବେ ଗୁଇନ୍ଦା ସଂସ୍ଥା ନିକଟରେ ଏମିତି ଖବର ପହଞ୍ଚିଛି ଯେ ପାକିସ୍ତାନ ଚାଇନାଠାରୁ ଅଧିକ ପେଲୋଡ ଡ୍ରୋନ ଆଣୁଛି । ଏହି ଡ୍ରୋନ…

ହତ୍ୟାରେ ସାପର ବ୍ୟବହାର ଟ୍ରେଣ୍ଡ ପାଲଟିଛି

ନୂଆଦିଲ୍ଲୀ,୭।୧୦: ସାପ ଧରାଳିଙ୍କ ଠାରୁ ବିଷାକ୍ତ ସାପ କିଣି ଲୋକଙ୍କୁ ହତ୍ୟା କରିବା ଏବେ ଟ୍ରେଣ୍ଡ ପାଲଟିଛି। ଏହା ରାଜସ୍ଥାନରେ ସାଧାରଣ କଥା ପାଲଟିଗଲାଣି। ସାପ କାମୁଡ଼ା ଦ୍ୱାରା ଜଣେ ମହିଳାଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି…

ଦାନା ବାନ୍ଧୁଛି ଆଉ ଏକ ବାତ୍ୟା, ଫିକା ପଡ଼ିବ ଦଶହରା!

ଭୁବନେଶ୍ୱର,୬।୧୦(ବ୍ୟୁରୋ): ପୁଣି ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ। ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମେ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଦିଗକୁ ଆସିପାରେ ବୋଲି…

୫୦୦ କୋଟି ଲୋକ ଶୋଷରେ ହେବେ ଆଉଟୁପାଉଟୁ…

ଓ୍ବାଶିଂଟନ,୬।୧୦: ଏବେ ପୃଥିବୀରେ ଜାରି ରହିଥିବା ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନ ଧାରାରେ ପରିବର୍ତ୍ତନ ନ ଆସିଲେ ଆଉ ୩୦ ବର୍ଷ ପରେ ୨୦୫୦ ବେଳକୁ ସ୍ଥିତି ଅଣାୟତ ହେବ। ପୃଥିବୀର ୫୦୦ କୋଟି ଲୋକ ପିଇବା ପାଣି ମୁନ୍ଦେ…

ରସାୟନ ବିଜ୍ଞାନରେ ବେଞ୍ଜାମିନ୍‌-ମ୍ୟାକ୍‌ମିଲନଙ୍କୁ ନୋବେଲ…

ଓ୍ବାଶିଂଟନ,୬।୧୦: ରସାୟନ ବିଜ୍ଞାନରେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲେ୍‌ଲଖନୀୟ ଅବଦାନ ଲାଗି ୨ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏନେଇ ଜର୍ମାନୀର ବେଞ୍ଜାମିନ୍‌ ଲିଷ୍ଟ ଏବଂ ଆମେରିକାର ଡାଭିଡ୍‌ ଡବ୍ଲ୍ୟୁ.ସି.…

ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଲା ଚାଇନା…

ବେଜିଂ,୬।୧୦: ତାଇଓ୍ବାନ ଆକାଶ ମାର୍ଗରେ ଆଣବିକ ବୋମାବର୍ଷୀ ଯୁଦ୍ଧ ବିମାନ ଉଡ଼ାଇ ଉତ୍ତେଜନା ସୃଷ୍ଟି କରୁଥିବା ଚାଇନା ଏବେ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି। ଦକ୍ଷିଣ ଚାଇନା ସାଗରରେ ଆମେରିକା, ବ୍ରିଟେନ, କାନାଡ଼ ଏବଂ ଅଷ୍ଟ୍ରେଲିଆର ଯୁଦ୍ଧପୋତ ଲଗାତାର ପଇଁତରା ମାରୁ…

ବିତିଲାଣି ଅଢ଼େଇ ବର୍ଷ, ଲୋକ ସଭାରେ ଏବେ ବି ଖାଲି ଉପବାଚସ୍ପତି ପଦବୀ…

ନୂଆଦିଲ୍ଲୀ,୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌କୁ ଇତିମଧ୍ୟରେ ଅଢ଼େଇ ବର୍ଷ ପୂରଣ ହେଲାଣି। ତେବେ ବର୍ତ୍ତମାନ ସୁଦ୍ଧା ଲୋକ ସଭାର ଉପବାଚସ୍ପତି ପଦବୀ ଖାଲି ପଡ଼ିଛି। ଏହି ସାମ୍ବିଧାନିକ ପଦବୀ ଏତେ ଦିନ ପର୍ଯ୍ୟନ୍ତ ପୂ ପୂର୍ବରୁ କେବେ…

ମାନିଲା ପ୍ରଶାସନ, ରାହୁଲ-ପ୍ରିୟଙ୍କାଙ୍କୁ ଲକ୍ଷ୍ମୀପୁର ଯିବାକୁ ଅନୁମତି…

ଲକ୍ଷ୍ନୌ,୬।୧୦: ଶେଷରେ ଉତ୍ତରପ୍ରଦେଶ ପ୍ରଶାସନ ମାନିଛି। ଲକ୍ଷ୍ମୀପୁର ଖିରି ହିଂସାଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପାଇଁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀଙ୍କୁ ଅନୁମତି ମିଳିଛି। ଏହା ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଅନୁମତି ମିଳିଛି।…

ଅନ୍ୟଙ୍କୁ ମୃତ୍ୟୁ ଭଳି ସଙ୍କଟରେ ପକାଇ ଉତ୍ସବ ପାଳନ କରିବା ଠିକ ନୁହେଁ…

ନୂଆଦିଲ୍ଲୀ,୬।୧୦: ଉତ୍ସବ ପାଳନ କରିବାକୁ ମନା ନାହିଁ। କିନ୍ତୁ ଅନ୍ୟଙ୍କୁ ମୃତ୍ୟୁ ଭଳି ସଙ୍କଟରେ ପକାଇ ଉତ୍ସବ ପାଳନ କରିବା ଠିକ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଦିଲ୍ଲୀରେ ବାଣ ବିକ୍ରି ମନା ଏବଂ ଏହାର ବ୍ୟବହାର ବନ୍ଦ କରିବା ବିରୋଧରେ…

ଅନୁକମ୍ପାମୂଳକ ନିଯୁକ୍ତି ଅଧିକାର ନୁହେଁ…

ନୂଆଦିଲ୍ଲୀ,୬।୧୦: ସରକାରଙ୍କୁ ପକ୍ଷରୁ ପ୍ରଦାନ କରାଯାଉଥିବା ଅନୁକମ୍ପା ମୂଳକ ନିଯୁକ୍ତି ଦୟା ମନୋଭାବ ଯୋଗୁ କରାଯାଇଥାଏ। ହଠାତ୍‌ ସଙ୍କଟ ଦୂର କରିବା ଲାଗି ସରକାରଙ୍କ ପକ୍ଷରୁ ଏଭଳି କରାଯାଇଥାଏ। ମାତ୍ର ଏହା ଅଧିକାର ନୁହେଁ ବୋଲି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ଶୀର୍ଷ…

ଅନୁଶାସନହୀନତା ପାଇଁ ତାଗିଦ୍‌ ଆତ୍ମହତ୍ୟା କରିବାକୁ ଉସୁକାଇବା ନୁହେଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୬।୧୦: ଅନୁଶାସନହୀନତା ପାଇଁ କୌଣସି ଶିକ୍ଷାର୍ଥୀ ତାଗିଦ୍‌ କରିବା ଆତ୍ମହତ୍ୟା କରିବାକୁ ଉସୁକାଇବା ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଛାତ୍ରୀ ଛାତ୍ରଙ୍କୁ ମାଡ ମାରିବା ଠିକ ନୁହେଁ, ଏହାର ଅର୍ଥ ନୁହେଁ ଯେ, କୌଣସି ଶିକ୍ଷକ କିମ୍ବା…

୨୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୨୦ ହଜାର ତଳେ ରହିଛି। ୨୦୩ ଦିନ ପରେ ଦୈନିକ ସଂକ୍ରମଣ କମି ୧୮ ହଜାର ୮୩୩ ରେ ପହଞ୍ଚିଛି। ଏହି ସମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri