ତାଇଓ୍ବାନ ନିଶ୍ଚିତ ଚାଇନାରେ ମିଶିବ, ଜିନ୍ପିଙ୍ଗ୍ଙ୍କ ଦୃଢ଼ୋକ୍ତି..
ବେଜିଂ,୯।୧୦: ତାଇଓ୍ବାନ ପ୍ରସଙ୍ଗରେ ଚାଇନା ପୁଣି ଦାଦାଗିରି ଦେଖାଇବା ଆରମ୍ଭ କରିଛି। ତାଇଓ୍ବାନକୁ ଚାଇନାରେ ନିଶ୍ଚିତ ମିଶାଯିବ। ଏଥିରେ କୌଣସି ତୃତୀୟ ପକ୍ଷ ଅବା ବାହାରର କାହାର ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ ବୋଲି ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଶନିବାର…
ଟିକାକରଣ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ କାହିଁକି, କେନ୍ଦ୍ରକୁ ହାଇକୋର୍ଟଙ୍କ ଜବାବ୍ ତଲବ…
ଥିରୁଭାନନ୍ତପୁରମ୍,୯।୧୦: କରୋନା ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିବା ସମ୍ପର୍କରେ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। କୋଟ୍ଟାୟାମର ବାସିନ୍ଦା ଏମ୍. ପିଟର ଅଭିଯୋଗ କରିଛନ୍ତି ଯେ, ଟିକାକରଣ ପ୍ରମାଣପତ୍ର ନାଗରିକଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ…
ଆଶିଷ କ୍ରାଇମ୍ ବ୍ରାଞ୍ଚ୍ କାର୍ଯ୍ୟାଳୟରେ, ପଚରାଉଚରା ଜାରି…
ନୂଆଦିଲ୍ଲୀ,୯।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା କ୍ରାଇମ ବ୍ରାଞ୍ଚ୍ ଶାଖା କାର୍ଯ୍ୟାଳୟରେ ଶନିବାର ପହଞ୍ଚିଛନ୍ତି। କ୍ରାଇମ ବ୍ରାଞ୍ଚ ଦଳ ଆଶିଷଙ୍କୁ ପଚରାଉଚରା ଆରମ୍ଭ କରୁଛନ୍ତିି। ଆଶିଷଙ୍କ ଆଇନଜୀବୀ କହିଥିଲେ ଯେ ସେ ଠିକ ସମୟରେ…
ଜନମତ ସର୍ବେକ୍ଷଣ: ଭାଜପା କବ୍ଜାରେ ଉତ୍ତରପ୍ରଦେଶ-ଉତ୍ତରାଖଣ୍ଡ-ଗୋଆ, ପଞ୍ଜାବରେ ଝୁଲା ସ୍ଥିତି…
ନୂଆଦିଲ୍ଲୀ,୯।୧୦: ଆଗକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେତେକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ହୋଇଥିବା ଜନମତ ସର୍ବେକ୍ଷଣରୁ ଜଣାପଡିଛି ଯେ ଉତ୍ତରପଦେଶ, ଉତ୍ତରାଖଣ୍ଡ, ଗୋଆରେ ଭାଜପା କବ୍ଜା କରିବ। ଅପରପକ୍ଷରେ ପଞ୍ଜାବରେ ଝୁଲା ସ୍ଥିତିି ଦେଖାଯିବାର…
୨୦୬ ଦିନ ପରେ ସର୍ବନିମ୍ନ ସକ୍ରିୟ ମାମଲା…
ନୂଆଦିଲ୍ଲୀ,୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ପାର୍ବଣ ଯୋଗୁ ଭିଡ଼କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୯ ହଜାର ୭୪୦ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ…
ଖାଲି କଥା, କାର୍ଯ୍ୟାନୁଷ୍ଠାନ ନାହିଁ
ନୂଆଦିଲ୍ଲୀ,୯।୧୦: କେବଳ କଥା କହୁଛ, କାର୍ଯ୍ୟାନୁଷ୍ଠାନର ଦେଖା ନାହିଁ। ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଯାଏ ଯାହା କିଛି ପଦକ୍ଷେପ ଗ୍ରହଣ କରାଯାଇଛି ତାକୁ ନେଇ ଆମେ ଆଦୌ ସନ୍ତୁଷ୍ଟ ନୋହୁଁ। ବିକ୍ଷୋଭକାରୀଙ୍କୁ ଗୁଳିମାଡ଼ ଅଭିଯୋଗ ଅତି ଗମ୍ଭୀର ଅଭିଯୋଗ।…
ଭାରତ ପହଞ୍ଚିଲେ ଡେନମାର୍କ ପ୍ରଧାନମନ୍ତ୍ରୀ: ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା, ରାଷ୍ଟ୍ରପତିଙ୍କ ସହ ସାକ୍ଷାତ୍କାର
ନୂଆଦିଲ୍ଲୀ,୯ ।୧୦: ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନ ଶୁକ୍ରବାର ରାତିରେ ତାଙ୍କ ୩ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି । ରାତି ପ୍ରାୟ ସାଢେ ୨ଟାରେ ତାଙ୍କ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲା । ବୈଦେଶିକ ରାଜ୍ୟ…
ଅଟକାଇବାରୁ ଦଳିଦେଲା ଟ୍ରକ
ଚଣ୍ଡିଖୋଲ,୮ା୧୦(ଡି.ଏନ.ଏ.): ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଛକଠାରେ ଶୁକ୍ରବାର ରାତିରେ ଟ୍ରକ୍ ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାରିପଦା ଅଞ୍ଚଳର ସଞ୍ଜୟ କୁମାର ଖିଲାର। ସୂଚନାନୁସାରେ, ସଞ୍ଜୟ ଓ ତାଙ୍କ ସ୍ତ୍ରୀ ଏକ କାର୍ ଯୋଗେ କଟକରୁ ବାରିପଦା…
ମୁମ୍ବାଇ ପାଇଁ କିଛି ଅସମ୍ଭବ ନୁହେଁ
ଆବୁଧାବି,୮।୧୦: ପ୍ଲେ-ଅପ୍ରେ ସ୍ଥାନ ନିଶ୍ଚିତ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠୁ ଜରୁରୀ ଥିଲା ହାଇଦ୍ରାବାଦ୍ ଆଗରେ ଏକ ବିଶାଳ ଟାର୍ଗେଟ ଛିଡ଼ା କରିବା। ପ୍ରଥମେ ଇଶାନ କିଷନ ଓ ପରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ ତାହା…
ଛକା, ଚୌକା ବର୍ଷା ଭାଙ୍ଗିଲା ରେକର୍ଡ
ଆବୁଧାବି,୮।୧୦: ପ୍ଲେ-ଅପ୍ରେ ସ୍ଥାନ ପାଇବା ପାଇଁ ସନରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷ ମ୍ୟାଚ୍ରେ ବିଶାଳ ସ୍କୋର ଛିଡ଼ା କରିବା ପାଇଁ ଦୃଢ଼ ମୂଳଦୁଆ ପକାଇଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ପାଓ୍ବରପ୍ଲେର ୬ ଓଭରରେ ୧ ଉଇକେଟ ହରାଇ ୮୩ ରନ୍ କରିଛି। ଅଧିନାୟକ…
ଡିଏଫ୍ଓ, ରୋଷେୟାଙ୍କ ବିରୋଧରେ କିଛି ମିଳିଲା ନାହିଁ
ଭୁବନେଶ୍ୱର,୮ା୧୦: ବହୁ ଚର୍ଚ୍ଚିତ ପାରଳାଖମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଡିଏଫ୍ଓ ଏବଂ ରୋଷେୟାଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ତଦନ୍ତରୁ ଡିଏଫ୍ଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ କୌଣସି…
ସୌମ୍ୟ ଜଳୁଥିଲେ, ଲିଭାଇ ନ ଥିଲେ ବିଦ୍ୟାଭାରତୀ
ଭୁବନେଶ୍ୱର,୮ା୧୦: ବହୁ ଚର୍ଚ୍ଚିତ ପାରଳାଖମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ଏକ ଦୁର୍ଘଟଣା ଜନିତ। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ତଦନ୍ତରୁ ଏହା ଏକ…
Archives


