Home Middle

ୟୁପିରେ ସରେଣ୍ଡର କରିବାକୁ ଉଦ୍ୟମ..

ନୂଆଦିଲ୍ଲୀ,୨୬।୧୦: ଲୁକ୍‌ଆଉଟ୍‌ ଜାରି ହେବାର ଅନେକ ଦିନ ପରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଗିରଫ ମାମଲାରେ ଏନ୍‌ସିବିର ସ୍ବାଧୀନ ସାକ୍ଷୀ କିରନ ଗୋସାବି ସାମ୍ନାକୁ ଆସିଛନ୍ତି। ଠକେଇ ମାମଲାରେ ମହାରାଷ୍ଟ୍ର ପୋଲିସ ତାଙ୍କୁ ଖୋଜୁ ଥିବା ବେଳେ ସେ ଉତ୍ତର…

‘ସମନ ଆସିନି, କାମରେ ଆସିଛି’

ନୂଆଦିଲ୍ଲୀ,୨୬।୧୦: “କିଛି କାମ ପାଇଁ ଜାତୀୟ ରାଜଧାନୀ ଆସିଛି। ମୁଁ ମୋ ତଦନ୍ତ ସହ ଏବେ ବି ଏକମତ। ମୋତେ ଏପର୍ଯ୍ୟନ୍ତ ଏଜେନ୍ସି ପକ୍ଷରୁ ସମନ ଜାରି କରାଯାଇ ନାହିଁ”। ଡ୍ରଗ୍ସ ଜବତ ଘଟଣାରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନଙ୍କ ପୁଅ…

ଆର୍ଯ୍ୟନଙ୍କ ମାମଲାରେ ଭିଜିଲାନ୍ସ ତଦନ୍ତ

ନୂଆଦିଲ୍ଲୀ,୨୫।୧୦: ଡ୍ରାଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କୁ ଛାଡ଼ିବା ପାଇଁ ଶାହରୁଖ ଖାନଙ୍କ ଠାରୁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଆଞ୍ଚଳିକ ମୁଖ୍ୟ ସମୀର ଓ୍ବାଙ୍ଖଡେ ୨୫ କୋଟି ଟଙ୍କା ମାଗିଥିଲେ। ଚଢ଼ାଉ ବେଳେ କ୍ରୁଜ ଜାହାଜରେ ଉପସ୍ଥିତ ଥିବା…

ଆଇପିଏଲରେ ଖେଳିବେ ଲକ୍ଷ୍ନୌ, ଅହମ୍ମଦାବାଦ୍‌

ନୂଆଦିଲ୍ଲୀ,୨୫।୧୦: ଆଗାମୀ ସିଜନରୁ ଆଇପିଏଲ ପରିବାରରେ ସାମିଲ ହୋଇଛନ୍ତି ଲକ୍ଷ୍ନୌ ଓ ଅହମ୍ମଦାବାଦ ଦୁଇଟି ନୂଆ ଫ୍ରାଞ୍ଚାଇଜ। ଆରପିଏସ୍‌ଜି ଗ୍ରୁପ୍‌ ଓ ଅନ୍ତର୍ଜାତୀୟ ଇନଭେଷ୍ଟମେଣ୍ଟ ଫାର୍ମ ସିଭିସି କ୍ୟାପିଟାଲ ଆଇପିଏଲର ନୂଆ ଫ୍ରାଞ୍ଚାଇଜର ମାଲିକାନା ହାସଲ କରିଛନ୍ତି। ଆରପିଏସ୍‌ଜି ଗ୍ରୁପ୍‌ ଲକ୍ଷ୍ନୌକୁ…

ଟିକାକରଣ ଉପରେ ସନ୍ଦେହ କରାଯିବା ଅନୁଚିତ, ଦେଶ ପାଇଁ ଏହା ସୁରକ୍ଷା କବଚ…

ନୂଆଦିଲ୍ଲୀ,୨୫।୧୦: ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନ ଉପରେ ସନ୍ଦେହ କରିବା ଅନୁଚିତ। ଏହା ଦେଶର ଜନସଂଖ୍ୟା ପାଇଁ ସୁରକ୍ଷା କବଚ ପାଲଟିଛି। ଏଭଳି କହି ସୋମବାର କ୍ଲିନିକାଲ ପରୀକ୍ଷା ପର୍ଯ୍ୟନ୍ତ ଟିକାକରଣ ବନ୍ଦ କରିବାକୁ କରାଯାଇଥିବା ଏକ ଆବେଦନକଚ ସୁପ୍ରିମକୋର୍ଟ…

ପୁଣି ଆତଙ୍କ, ଭାରତରେ ନୂଆ ଭାରିଆଣ୍ଟ୍‌ ଡେଲ୍ଟା ପ୍ଲସ୍‌-ଏଓ୍ବାଇ.୪.୨

ନୂଆଦିଲ୍ଲୀ,୨୫।୧୦: ଭାରତରେ କରୋନା ମହାମାରୀର ଏକ ନୂତନ ଭାରିଆଣ୍ଟ୍‌ ଡେଲଟା ପ୍ଲସ- ଏଓ୍ବାଇ.୪.୨ ଚିହ୍ନଟ ହୋଇଛି। ଏହା ବ୍ରିଟେନରେ ତାଣ୍ଡବ ରଚିସାରିଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ସାର୍ସ କୋଭ୍‌-୨ର ଡେଲଟା ଭାରିଆଣ୍ଟର ସବ୍‌ଲାଇନ ମାମଲା ଚିହ୍ନଟ ହେବା ପରେ ଭାରତର କରୋନା…

ଚନ୍ଦ୍ରରେ ସୁପର ହାଇଓ୍ବେ ତିଆରି କରିବ ଆମେରିକା ସୈନ୍ୟ ବାହିନୀ…

ଓ୍ବାଶିଂଟନ,୨୫।୧୦: ମହାକାଶରେ ଭିତ୍ତି ଭୂମି ବିକାଶ ପାଇଁ ଏବେ ବିଭିନ୍ନ ଦେଶ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଚାଇନା ମହାକାଶ ଅଭିଯାନ ଜାରି ରଖିଥିବାବେଳେ ଆମେରିକା ସୈନ୍ୟ ବାହିନୀ ଚନ୍ଦ୍ର ଯାତ୍ରାକୁ ସହଜ କରିବା ଲାଗି ସୁପର ହାଇଓ୍ବେ ନିର୍ମାଣ ପାଇଁ…

କେବଳ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ବିବାହକୁ ସ୍ବୀକୃତି…

ନୂଆଦିଲ୍ଲୀ,୨୫।୧୦: ସମଲିଙ୍ଗୀ ବିବାହ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତିି ଯେ, କେବଳ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ହୋଇଥିବା ବିବାହକୁ ସ୍ବୀକୃତି ମିଳିବ। ଏହା ସହିତ ଏଭଳି ବିବାହକୁ ପଞ୍ଜିକରଣ ମଧ୍ୟ କରାଯାଇ ପାରିବ। ବିଚାରପତି ଡି.ଏନ୍‌. ପଟେଲ ଏବଂ ଜ୍ୟୋତି ସିଂଙ୍କ…

ନିଟ୍‌ ପିଜି କାଉନସେଲିଂ ଉପରେ ରୋକ…

ନୂଆଦିଲ୍ଲୀ,୨୫।୧୦: ଓବିସି ଏବଂ ଇଡବ୍ଲ୍ୟୁଏସ୍‌ ସଂରକ୍ଷଣ ବୈଧତା ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ନିଟ୍‌ ପିଜି କାଉନସେଲିଂ ଉପରେ ରୋକ ଲଗାଯାଇଛି। ଏନେଇ ସୋମବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। କେନ୍ଦ୍ରର ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ କାଉନସେଲିଂ ହୋଇ ପାରିବ…

ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ୯ ମେଡ଼ିକାଲ କଲେଜ ଉପହାର…

ଲକ୍ଷ୍ନୌ,୨୫।୧୦: ଉତ୍ତରପ୍ରଦେଶରେ ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ୯ଟି ମେଡ଼ିକାଲ କଲେଜ ଉପହାର ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟରେ ସାଧାରଣ ସ୍ବାସ୍ଥ୍ୟ ସେବାରେ ବିକାଶ ହୋଇପାରିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ…

ଶେଷ ହୋଇନି ମହାମାରୀ, ସତର୍କତା ଜରୁରୀ…

ବର୍ଲିନ,୨୫।୧୦: ପୃଥିବୀରୁ କରୋନା ମହାମାରୀ ଶେଷ ହୋଇନି। ଯେଭଳି ସଂକ୍ରମଣ ନ ହେବ ସେ ନେଇ ସଭିଏଁ ସତର୍କ ରହିବା ଜରୁରୀ। କରୋନା ମାର୍ଗଦର୍ଶିକା ପାଳନ ସହିତ ସଚେତନ ରହିବା ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟିସସ…

ବିଦ୍ରୋହୀ ନେତାଙ୍କ ପ୍ରତି କଂଗ୍ରେସ ସାବଧାନ, ସଦସ୍ୟତା ପତ୍ରରେ ସତ୍ୟପାଠ ସାମିଲ…

ନୂଆଦିଲ୍ଲୀ,୨୫।୧୦: ଦଳରେ ବଢୁଥିବା ବିଦ୍ରେରାହୀ ନେତାଙ୍କୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ନେତାଙ୍କ ପ୍ରତି ସାବଧାନ ରହିବା ଲାଗି ଦଳର ସଦସ୍ୟତା ପତ୍ରରେ କେତେକ ପରିବର୍ତ୍ତନ କରାଯାଇଛି। ସାର୍ବଜନୀକ ମଞ୍ଚରେ ଦଳ ବିରୋଧରେ କୌଣସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri