ସରକାରଙ୍କୁ ଚେତାବନୀ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ
ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ମଙ୍ଗଳବାର ସାଧାରଣ ପରିଷଦ ବୈଠକ ବସିଥିଲା। ଲଗାତାର ତୈଳ ଦର ବଢିବା ନେଇ ଆଲୋଚନା ହୋଇଥିଲା। ବୈଠକ ପରେ ଘରୋଇ ବସ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି। ତେଲ…
ପଡ଼ୋଶୀ ଦେଶଙ୍କୁ ଡରାଉଛି ଚାଇନା, ପେଣ୍ଟାଗନ୍ ରିପୋର୍ଟ…
ଓ୍ବାଶିଂଟନ,୨୬।୧୦: ବିସ୍ତାରବାଦୀ ନୀତି ଆପଣେଇ ଚାଇନା ପଡ଼ୋଶୀ ଦେଶଙ୍କୁ ଡରାଇବା ସହିତ ଧମକ ଦେଉଛି। ଆମେରିକା ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ଏସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହାଦ୍ୱାରା ପଡ଼ୋଶୀ ଦେଶଗୁଡ଼ିକର ରାଷ୍ଟ୍ରୀୟ ସୁରକ୍ଷା ଏବଂ ଆର୍ଥିକ ସ୍ବାର୍ଥ…
ପୁଣି କରୋନା ଆତଙ୍କ, ୪ ଲକ୍ଷ ଲୋକ ଘରେ ବନ୍ଦ…
ବେଜିଂ,୨୬।୧୦: ଚାଇନାର ବିଭିନ୍ନ ସହରକୁ ପୁଣି ଥରେ କରୋନା ଫେରିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚାଇନାର ଲାଝୁଂ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଏଠାରେ…
କରୋନା ମହାମାରୀରେ ମହିଳା ଅଧିକ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟାରେ ପୁରୁଷ ଆଗରେ…
ଜେନେଭା,୨୬।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣକୁ ୨ ବର୍ଷ ପୂରଣ ହେବାକୁ ଯାଉଛି। ୨୦୧୯ ନଭେମ୍ବରରେ ଏହାର ପ୍ରଥମ ମାମଲା ଚାଇନାରେ ଚିହ୍ନଟ ହୋଇଥିବା ଘୋଷଣା କରାଯାଇଥିଲା। ଇତିମଧ୍ୟରେ ପୃଥିବୀର ୨୪ କୋଟି ୪୭ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।…
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଭାରତର ୮୭୦୦ କୋଟି ଡଲାର କ୍ଷତି…
ନୂଆଦିଲ୍ଲୀ,୨୬।୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଗତ ୨୦୨୦ ବର୍ଷରେ ଦେଖାଦେଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ୭୮୦୦ କୋଟି ଡଲାର କ୍ଷତି ହୋଇଛି। ଏନେଇ ମଙ୍ଗଳବାର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ପକ୍ଷରୁ ଏସିଆରେ ଜଳବାୟୁ ସମ୍ପର୍କରେ ପ୍ରକାଶିତ ଏକ ରିପୋର୍ଟ ଉଲ୍ଲେଖ…
ଯୋଗୀ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଛାଟ, ୪ ହଜାର ଭିଡ଼ରେ ମାତ୍ର ୨୩ ଜଣ ପ୍ରତ୍ୟକ୍ଷଦର୍ଶୀ…
ନୂଆଦିଲ୍ଲୀ,୨୬।୧୦: ଲଖିମପୁର ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଛାଟ ଲାଗିଛି। ଶୀର୍ଷ ଅଦାଲତ କହିଛନ୍ତି ଯେ, ଏହି ମାମଲାରେ ଘଟଣାସ୍ଥଳରେ ୪-୫ ହଜାର ପାଖାପାଖି ଭିଡ଼ ଜମା ହୋଇଥିଲେ। କିନ୍ତୁ ମାତ୍ର ୨୩ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ନାମ…
ଲୁଚି ରହିଥିବା ଆତଙ୍କବାଦୀଙ୍କ ମାର୍ଗଦର୍ଶକ ପାଲଟିଛନ୍ତି ପାକିସ୍ତାନୀ ଅବସରପ୍ରାପ୍ତ ସୈନ୍ୟ…
ଶ୍ରୀନଗର,୨୬।୧୦: ଜମ୍ମୁ-କଶ୍ମୀରର ପୁଞ୍ଚ୍ର ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମାର୍ଗଦର୍ଶକ ପାଲଟିଛନ୍ତି ପାକିସ୍ତାନୀ ଅବସରପ୍ରାପ୍ତ ସୈନ୍ୟ। ଏନେଇ ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲୁଚିଥିବା ଆତଙ୍କବାଦୀମାନେ ସମ୍ପୂର୍ଣ୍ଣ ଭାବେ ତାଲିମ ପ୍ରାପ୍ତ ବୋଲି ଭାରତୀୟ ସୁରକ୍ଷା…
ଉତ୍ତର ଭାରତରେ ଏଥର ହାଡ଼ଭଙ୍ଗା ଶୀତ ପୂର୍ବାନୁମାନ…
ନୂଆଦିଲ୍ଲୀ,୨୬।୧୦: ଏଥର ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ହେବାର ପୂର୍ବାନୁମାନ କରାଯାଇଛି। ଏଠାରେ ତାପମାତ୍ରା ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କିମ୍ବା ଏହାଠାରୁ କମ୍ ରହିବ ବୋଲି ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଉତ୍ତରପୂର୍ବ ଏସିଆରେ ମଧ୍ୟ ଏଭଳିସ୍ଥିତି ସୃଷ୍ଟି…
ଭାଜପା ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ରାଜ୍ୟପାଳ…
ଶିଂଲ,୨୬।୧୦: ଭାଜପା ସରକାରଙ୍କ ବିରୋଧରେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ୍ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ସେ ଏକ ସାକ୍ଷାତ୍କାରରେ କହିଛନ୍ତି ଯେ, ଗୋଆରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।…
୨୩୮ ଦିନ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୨୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୨ ହଜାର ୪୨୮ରେ ପହଞ୍ଚିଛି। ୨୩୮ ଦିନ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ…
ସାକ୍ଷୀଙ୍କୁ ହତ୍ୟା ଆଶଙ୍କା
ମୁମ୍ବାଇ,୨୬।୧୦: ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ୍ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କ ଗିରଫ ଘଟଣାରେ ନୂଆ ମୋଡ଼ ଆଣିଛି ଏକ ସତ୍ୟପାଠ। ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)ର ମୁମ୍ବାଇ ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖଡ଼େଙ୍କୁ ୮ କୋଟି ଟଙ୍କା ଦିଆଯିବ ବୋଲି ନିଖୋଜ…
ନଭେମ୍ବରରେ ଆସିବ କର୍ବେଭାକ୍ସ
ହାଇଦ୍ରାବାଦ, ୨୬।୧୦(ଆଇଏଏନ୍ଏସ୍): ନଭେମ୍ବର ଶେଷ ସୁଦ୍ଧା ହାଇଦ୍ରାବାଦର ଟିକା ଉତ୍ପାଦନକାରୀ କମ୍ପାନୀ ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋଭିଡ୍ ଭାକ୍ସିନ ‘କର୍ବେଭାକ୍ସ’ ବଜାରକୁ ଆସିବ ବୋଲି ଆଶା କରାଯାଉଛି। ପ୍ରଥମ ଦିନରେ କମ୍ପାନୀ ପାଖାପାଖି ୧୦ କୋଟି ଡୋଜ୍ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ…
Archives


