Home Middle

ନଦୀ ଜଳ ହଠାତ୍‌ ହେଲା କଳା, ଭାସୁଛନ୍ତି ଶହ ଶହ ମଲା ମାଛ…

ଇଟାନଗର,୩୦।୧୦: ଚାଇନାର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ନଦୀର ଜଳ ହଠାତ୍‌ କଳା ହୋଇଯାଇଛି। ଫଳରେ ନଦୀରେ ଶହ ଶହ ମଲା ମାଛ ଏବଂ ଅନ୍ୟ ଜଳଜୀବ ମରି ଭାସୁଛନ୍ତି॥ ଜିଲା ମତ୍ସ୍ୟ ବିଭାଗର…

ଉଭୟ ଡୋଜ୍‌ ବି କରୋନାରୁ ସୁରକ୍ଷା ଦେବାରେ ବିଫଳ, ଲାସେଣ୍ଟ୍‌ ରିପୋର୍ଟ…

ଲଣ୍ଡନ/ନୂଆଦିଲ୍ଲୀ,୩୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୀପାବଳି ପୂର୍ବରୁ ଦେଶରେ ପୁଣି ଥରେ କରୋନା ସଂକ୍ରମଣର ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ସେମାନେ…

ରହସ୍ୟରେ ରହିଯିବ କରୋନା ଉତ୍ପତ୍ତି, ଆମେରିକା ବି ପଛେଇଲା…

ଓ୍ବାଶିଂଟନ,୩୦।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ରୁଷିଆ ଏବଂ ଚାଇନାରେ ସଂକ୍ରମଣ ବଢୁଥିବାରୁ ପୁଣି ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ କିଭଳି ବ୍ୟାପିଲା ଏବଂ ଏହାର ଉତ୍ପତ୍ତି ହେଲା କିପରି ତାହା ବୋଧହୁଏ ରହସ୍ୟରେ ରହିଯିବ…

ଡ୍ରଗ୍ସ୍‌ ଯାଞ୍ଚ୍‌ ନେଇ ଏନ୍‌ସିବି ଉପରେ ପ୍ରଶ୍ନ ଚିହ୍ନ, ବର୍ଷେରେ ୫ ମାମଲା, ସବୁଥିରେ ଜଣେ ସାକ୍ଷୀ…

ନୂଆଦିଲ୍ଲୀ,୩୦।୧୦: ମୁମ୍ବାଇ କ୍ରୁଜ ଡ୍ରଗ ମାମଲାରେ ଜାମିନ ପାଇବା ପରେ ଶାହାରୁଖ ଖା୍ୟଙ୍କ ପୁଅ ଆର୍ୟନ ଖାଁ ଶନିବାର ଜାମିନ୍‌ରେ ଜେଲରୁ ମୁକୁଳିଛନ୍ତି। ମୁମ୍ବାଇ ଡ୍ରଗ ମାମଲା ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ ହୋଇଛି। ଗୋଟିଏ ପଟେ ଆର୍ୟନଙ୍କ ମାମଲା ଏବଂ…

ଭାରତ ଡରରେ ନାଭିଗେଶନ ସିଷ୍ଟମ ବନ୍ଦ କଲା ଚାଇନା…

ବେଜିଂ,୩୦।୧୦: ଭାରତ ଡରରେ ଚାଇନା ଏହାର ନାଭିଗେଶନ ସିଷ୍ଟମ୍‌କୁ ବନ୍ଦ କରି ଦେଇଛି। ଚାଇନା ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) ହଠାତ୍‌ ଏହାର ନାଭିଗେଶନ ସିଷ୍ଟମ ବେଇଦୁକୁ ଭାରତ ସୀମାରେ ବ୍ୟବହାର ଲାଗି ଚାଇନା ନିଷେଧାଦେଶ ଜାରି କରିଛି। ଭାରତ ଲାଇନ…

୨୨ ଦିନ ପରେ ମୁକୁଳିଲେ ଆର୍ୟନ…

ମୁମ୍ବାଇ,୩୦।୧୦: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ ଶନିବାର ୨୨ ଦିନ ପରେ ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକୁଳିଛନ୍ତି। ଶାହାରୁଖ ଖାଁ ମଧ୍ୟ ଆର୍ୟନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଜେଲ ବାହାରେ ପହଞ୍ଚିଥିଲେ। ଆର୍ୟନଙ୍କୁ ସର୍ତ୍ତ…

ଦୈନିକ ମୃତ୍ୟୁ ସଂଖ୍ୟା ଉପର ମୁହାଁ, ଚିନ୍ତାରେ ସରକାର…

ନୂଆଦିଲ୍ଲୀ,୩୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୪ ହଜାର ୩୧୩ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୫୪୯ ଜଣଙ୍କ…

ରାଜ୍ୟରେ ୩୭୪ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୫୬…

୧୬ ଆଞ୍ଚଳିକ ଦଳକୁ ମିଳିଛି ୨୪.୭୭୯ କୋଟି ଚାନ୍ଦା

ନୂଆଦିଲ୍ଲୀ, ୩୦।୧୦(ପି.ଟି.): ୨୦୧୯-୨୦ ଆର୍ଥତ୍କ ବର୍ଷରେ ଦେଶର ୧୬ଟି ଆଞ୍ଚଳିକ ରାଜନୈତିକ ଦଳଙ୍କୁ ୧,୦୨୬ ଦାନ ସୂତ୍ରରୁ ବିନା ପ୍ୟାନ୍‌ ବିବରଣୀରେ ମୋଟ ୨୪.୭୭୯ କୋଟି ଟଙ୍କା ଚାନ୍ଦା ମିଳିଛି। ଉକ୍ତ ଦଳଗୁଡ଼ିକ ପକ୍ଷରୁ ଭାରତର ନିର୍ବାଚନ ଆୟୋଗ (ଇସି)ଙ୍କ ନିକଟରେ…

ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଭୂସ୍ବର୍ଗ ନ ହେଉ

ଓ୍ବାଶିଂଟନ, ୩୦।୧୦(ପି.ଟି.): ଆଫଗାନିସ୍ତାନ ଯେପରି ଆତଙ୍କବାଦୀମାନଙ୍କ ଭୂସ୍ବର୍ଗ ନ ପାଲଟେ ତାହା ସୁନିଶ୍ଚିତ କରିବାକୁ ଭାରତ ଓ ଆମେରିକା ତାଲିବାନକୁ ଆହ୍ବାନ ଦେଇଛନ୍ତି। ଆତଙ୍କବାଦର ମୁକାବିଲା ଦିଗରେ ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ାଇବା ଉପରେ ଆୟୋଜିତ ଅଫିସର ସ୍ତରୀୟ ମିଳିତ…

ଲିଭ୍‌-ଇନ୍‌ ସମ୍ପର୍କ ବ୍ୟକ୍ତିଗତ ସ୍ବାଧୀନତା

ପ୍ରୟାଗରାଜ, ୩୦।୧୦(ଆଇଏଏନ୍‌ଏସ୍‌): ଲିଭ୍‌-ଇନ ରିଲେଶନଶିପ୍‌ ବା ବିବାହ ନ କରି ପୁରୁଷ ଓ ମହିଳା ଏକତ୍ର ରହିବା ଏବେ ଜୀବନଶୈଳୀର ଅଂଶବିଶେଷ ହୋଇଗଲାଣି। ତେଣୁ ସାମାଜିକ ନୈତିକତା ପରିବର୍ତ୍ତେ ଏହାକୁ ବ୍ୟକ୍ତିଗତ ସ୍ବାଧୀନତାର ଚଷମାରେ ଦେଖିବା ଆବଶ୍ୟକ ବୋଲି ଆଲ୍ଲାହାବାଦ ହାଇକୋର୍ଟ…

ଆଜି ଏସ୍‌ଆର୍‌ସି ନିଷ୍ପତ୍ତି ନେବେ

କଟକ ଅଫିସ,୩୦।୧୦: ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ରାଜ୍ୟରେ ସବୁଜ ବାଣ ବିକ୍ରିନେଇ ନିଷ୍ପତ୍ତି ନେବେ। ଏନେଇ ଶନିବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ମଧ୍ୟରେ ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ। ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri