Home Middle

ସର୍ବଦଳୀୟ ବୈଠକରେ ଯୋଗ ଦେଲେନି ପ୍ରଧାନମନ୍ତ୍ରୀ, ଏଏପି କଲା ବହିଷ୍କାର…

ନୂଆଦିଲ୍ଲୀ,୨୮।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରବିବାର ଡକାଯାଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକରେ ଯୋଗଦେଇ ନାହାନ୍ତି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ, ଆଧୀର ରଞ୍ଜନ ଚୌଧୁରୀ, ଆନନ୍ଦ ଶର୍ମା,…

୨୦୨୪ରେ ‘ମୋଦି ବନାମ ଦିଦି’ ଶଙ୍ଖନାଦ, କଂଗ୍ରେସ ବୈଠକରୁ ଦୂରେଇଲା ତୃଣମୂଳ…

ନୂଆଦିଲ୍ଲୀ,୨୮।୧୧: ସଂସଦର ଶୀତ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଗୃହରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସୋମବାର କଂଗ୍ରେସ ବିରୋଧୀ ଦଳର ଏକ ବୈଠକ ଡାକିଛି। କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ…

ତିନି ଧାଡ଼ିଆ ହ୍ବିପ୍‌ ଅନୁସାରେ ଉପସ୍ଥିତ ରହିବେ ସମସ୍ତ ଭାଜପା ଏମ୍‌ପି…

ନୂଆଦିଲ୍ଲୀ,୨୮।୧୧: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଏକ ତିନି ଧାଡିଆ ହ୍ବିପ୍‌ ଜାରି କରାଯାଇଛି। ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ଏମ୍‌ପିମାନେ ଉପସ୍ଥିତ ରହିବାକୁ ଭାଜପା କହିଛି। ଏହି ହ୍ବିପ୍‌କୁ…

ପୁଣି ଫେରିଲା ଲକ୍‌ଡାଉନ୍‌, ଓମିକ୍ରନ୍‌କୁ ନେଇ ଲୋକେ ଆତଙ୍କିତ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୧: ପୃଥିବୀର ବହୁ ଦେଶରେ ପୁଣି ଲକ୍‌ଡାଉନ୍‌ ଫେରିଛି। କରୋନା ମହାମାରୀ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବ୍ୟାପିବାରେ ଲାଗିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏହାକୁ ଭାରିଆଣ୍ଟ୍‌ ଅଫ୍‌  କନସର୍ନ ବୋଲି କହିଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଭାରିଆଣ୍ଟ୍‌ ତୁଳନାରେ ଏହା…

କ୍ଷମତାରେ ରହିବାର ଆଶୀର୍ବାଦ ଦିଅନ୍ତୁ ନାହିଁ, ସବୁବେଳେ ସେବା କରିବାକୁ ଚାହେଁ…

ନୂଆଦିଲ୍ଲୀ,୨୮।୧୧: ଦେଶର ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଆୟୋଜିତ ହେଉଥିବା ଅମୃତ ମହୋତ୍ସବ ମନରେ ଦେଶ ଲାଗି କିଛି କରିବାର ଉତ୍ସାହ ଏବଂ ପ୍ରେରଣା ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୮୩ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି।…

୫୦ ବର୍ଷରେ ମହିଳା ଭୋଟରଙ୍କ ସଂଖ୍ୟା ୨୩୫ ପ୍ରତିଶତରୁ ଅଧିକ…

ନୂଆଦିଲ୍ଲୀ,୨୮।୧୧: ଦେଶରେ ୧୯୭୧ ନିର୍ବାଚନ ପରଠାରୁ ମହିଳା ଭୋଟରଙ୍କ ସଂଖ୍ୟାରେ ୨୩୫.୭୧ ପ୍ରତିଶତ ବୃଦ୍ଧି ଘଟିଛି। ଦେଶରେ ମହିଳାଙ୍କ ଭୋଟର ନିର୍ବାଚନରେ ପୁରୁଷଙ୍କ ତୁଳନାରେ ଅଧିକ ମତଦାନ କରୁଛନ୍ତି। ଅଂଶଗ୍ରହଣ ୨୦୧୯ ସାଧାରଣ ନିର୍ବାଚନରେ ଭହିଳା ଭୋଟରଙ୍କ ସଂଖ୍ୟା୬୭ ପ୍ରତିଶତରୁ ଅଧିକ…

ପାକିସ୍ତାନୀ ଗୁପ୍ତଚର ଗିରଫ…

ଜୈସଲମେର,୨୮।୧୧: ରାଜସ୍ଥାନର ଜୈସଲମେରରେ ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନାମ ନବାବ ଖାଁ। ତାଙ୍କ ବୟସ ୩୨ ବର୍ଷ। ସେ ଚାନେସର ଖାଁ ଅଞ୍ଚଳର ବାସିନ୍ଦା। ଏହି ପାକିସ୍ତାନୀ ଗୁପ୍ତଚରଙ୍କୁ ଭାରତୀୟ ସୁରକ୍ଷା…

ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ାଇଲା ଚିନ୍ତା…

ନୂଆଦିଲ୍ଲୀ,୨୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୭୭୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୬୨୧ ଜଣଙ୍କ ମୃତ୍ୟୁ…

ଅଣ୍ଡାମାଡ଼ ରାଜନୀତି

ପୁରୀ ଅଫିସ,୨୮।୧୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସକୁ ୪ ଦିନ ପୂରିଛି। ଓଡ଼ିଆଙ୍କ ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ଉଦ୍ଦିଷ୍ଟ ଥିବା ହେତୁ ପୁରୀବାସୀଙ୍କ ସମେତ ରାଜ୍ୟବାସୀଙ୍କ ନଜର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଉପରେ ରହିଥିଲା। ମାତ୍ର…

ନୂଆ ଭାରିଏଣ୍ଟ ଚିହ୍ନିବାରୁ ମିଳିଲା ଦଣ୍ଡ: ଦକ୍ଷିଣ ଆଫ୍ରିକା

କେପଟାଉନ,୨୮ ।୧୧: କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଛି କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ । ଏହି ଭାରିଏଣ୍ଟ ସବୁଠାରୁ ମାରାତ୍ମକ ବୋଲି କୁହାଯାଉଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ…

ଉଦ୍ଧବ ସରକାର ପୂରଣ କଲା ଦୁଇ ବର୍ଷ

ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ରର ମହାବିକାଶ ଅଘାଡି ମେଣ୍ଟ ସରକାର ୨ବର୍ଷ ପୂରଣ କରିଛି । ଏହି ଅବସରରେ ମେଣ୍ଟରେ ସାମିଲ ଥିବା ଶିବସେନା, ଏନ୍‌ସିପି ଓ କଂଗ୍ରେସରେ କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି ।…

କ୍ୱାର୍ଟର ଫାଇନାଲରେ ଭାରତ

ଭୁବନେଶ୍ୱର,୨୭।୧୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ର କ୍ବାର୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ପୁଲ୍‌ ‘ବି’ର ଶନିବାର ଅନୁଷ୍ଠିତ ଶେଷ ଲିଗ୍‌ ମ୍ୟାଚରେ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ହରାଇ ଦେଇଛି। ପୁଲ୍‌ ‘ବି’ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri