ବାହାରୁ ଆସୁ ନାହାନ୍ତି ଆତଙ୍କବାଦୀ,କଶ୍ମୀର ଯୁବବର୍ଗ ଧରୁଛନ୍ତି ବନ୍ଧୁକ,ଓମାର ଅବଦୁଲ୍ଲାଙ୍କ ବିବାଦୀୟ ମନ୍ତବ୍ୟ…
ଶ୍ରୀନଗର,୨୯।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ମିଳିତ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଯୋଜନାବଦ୍ଧ ଭାବେ ଅପରେଶନ୍ ଅଲ୍ଆଉଟ୍ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଅନୁଚ୍ଛେଦ…
ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୨୯ ।୧୧(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୪୦୯ କୁ ବୃଦ୍ଧି ପାଇଛି। କେବଳ ବରଗଡରୁ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ…
ଏବେ ଆରମ୍ଭ ହେବ ସର୍ଜିକାଲ ଅପରେଶନ୍…
ଶ୍ରୀନଗର,୨୯।୧୧: ଜମ୍ମୁ-କଶ୍ମୀରରେ ଟାର୍ଗେଟ୍ କିଲିଂ ସହିତ ସମ୍ପୃକ୍ତ ଥିବା ସମସ୍ତ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରାଯାଇଛି। ଏବେ ସର୍ଜିକାଲ ଅପରେଶନ୍ ପାଇଁ ଯୋଜନା କରାଯାଇଛି। ଆତଙ୍କବାଦର ମୁକାବିଲା ପାଇଁ ଜମ୍ମୁ-କଶ୍ମୀର ପୋଲିସ, ଗୁପ୍ତଚର ଏଜେନ୍ସି ଏବଂ ସେନାବାହିନୀ ମଧ୍ୟରେ ସମନ୍ବୟ ମାଧ୍ୟମରେ ଯୋଜନା…
ରାଜ୍ୟରେ ୧୯୭ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୧୯୭ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୮୨…
୫୪୪ ଦିନ ପରେ ସର୍ବନିମ୍ନ ସକ୍ରିୟ ମାମଲା…
ନୂଆଦିଲ୍ଲୀ,୨୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୩୦୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୩୬ ଜଣଙ୍କ ମୃତ୍ୟୁ…
ପୂର୍ବ ଲଦାଖ ନିକଟରେ ଚାଇନାର ମିଶାଇଲ ରେଜିମେଣ୍ଟ
ଲେହ, ୨୯।୧୧: ସୀମାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗିରହିଥିବାବେଳେ ପୂର୍ବ ଲଦାଖ ନିକଟରେ ବେଜିଂ ନୂଆ ହାଇଓ୍ବେ ଓ ରାସ୍ତା ନିର୍ମାଣ କରିବା ସହ ସେଠାରେ ମିସାଇଲ୍ ଓ ରକେଟ ରେଜିମେଣ୍ଟ ମୁତୟନ କରିଥିବା ଏକ…
ଭିନ୍ନ ରୂପରେ ଆସିପାରେ କୃଷି ଆଇନ
ନୂଆଦିଲ୍ଲୀ,୨୯।୧୧: ପାର୍ଲାମେଣ୍ଟ ଅଧିବେଶନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୂତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥାଆନ୍ତି। ସରକାରଙ୍କୁ ଅଡ଼ୁଆରେ ପକାଇବା ଭଳି ପ୍ରସଙ୍ଗରେ ବିପକ୍ଷର ବିରୋଧକୁ ପ୍ରଶମିତ କରିବା ଲାଗି ସେ ବିରୋଧୀ ଦଳଗୁଡ଼ିକର ସହଯୋଗ ଲୋଡ଼ିଥାଆନ୍ତି। କିନ୍ତୁ…
ଅନର କିଲିଂକୁ ଜବାବ ଦିଅ,ସ୍ବାଧୀନତାର ୭୫ ବର୍ଷ ପରେ ବି ହଟିନି ଜାତିପ୍ରଥା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୯।୧୧: ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ଜାତିପ୍ରଥା ହଟିନାହିଁ। ସମାଜରେ ଏବେ ବି ଅନର କିଲିଂ ଭଳି ଜାତିଭିତ୍ତିକ ହିଂସା ଦେଖିବାକୁ ମିଳୁଛି। ଜାତି ନାମରେ ଭିଆଯାଉଥିବା ଏଭଳି ଅପରାଧକୁ ସମାଜ କଡ଼ା ଜବାବ ଦେବା ଆବଶ୍ୟକ…
ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ
ନୂଆଦିଲ୍ଲୀ,୨୯ ।୧୧: କରୋନା ମହାମାରୀ ମଧ୍ୟରେ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳିନ ଅଧିବେଶନ । କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଘୋଷଣା କରିବା ପରେ ବି ପ୍ରଥମ ଦିନର ଅଧିବେଶନରେ ହଙ୍ଗାମା ହେବା ଆଶଙ୍କା କରାଯାଉଛି…
କାନାଡାରେ ପହଞ୍ଚିଲା ‘ଓମିକ୍ରନ’
ଓଟାୱା,୨୯ ।୧୧: କରୋନା ଭାଇରସର ନୂଆ ରୂପ ‘ଓମିକ୍ରନ’ ଏବେ ସାରା ବିଶ୍ୱର ନିଦ ହଜାଇ ଦେଇଛି । ସବୁ ଭାରିଏଣ୍ଟଠାରୁ ଏହା ମାରାତ୍ମକ ବୋଲି ବିଶେଷଜ୍ଞମାନେ କହିବା ପରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ…
୧୪ ଦିନର ଟ୍ରାଭେଲ ହିଷ୍ଟ୍ରି ଦାଖଲ କରିବେ ଅନ୍ତର୍ଜାତୀୟ ଯାତ୍ରୀ
ନୂଆଦିଲ୍ଲୀ, ୨୮।୧୧: ଅନ୍ତର୍ଜାତୀୟ ବିମାନ ଯାତ୍ରା ଲାଗି କେନ୍ଦ୍ର ସରକାର ରବିବାର ନୂଆ ଗାଇଡ୍ଲାଇନ ଜାରି କରିଛନ୍ତି। ଡିସେମ୍ବର ୧ରୁ ଏହି ସଂଶୋଧିତ ଗାଇଡ୍ଲାଇନ ଲାଗୁ ହେବ। ଏଥିରେ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ୧୪ ଦିନର ଟ୍ରାଭେଲ ହିଷ୍ଟ୍ରି (ଯାତ୍ରା ବିବରଣୀ) ଦାଖଲ…
୧୪ ରାଜ୍ୟର ମହିଳାଙ୍କ ମତ ‘ସ୍ତ୍ରୀଙ୍କୁ ସ୍ବାମୀ ମାଡ଼ ମାରିବା ଠିକ୍’
ନୂଆଦିଲ୍ଲୀ,୨୮।୧୧: ତୁମ ମତରେ ସ୍ତ୍ରୀଙ୍କୁ ସ୍ବାମୀ ମାଡ଼ ମାରିବା ଉଚିତ କି? ଏହି ପ୍ରଶ୍ନର ଉତ୍ତର ପାଇଁ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍ଏଚ୍ଏଫ୍ଏସ୍) ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏଥିରେ ୧୪…
Archives


