Home Middle

ସାମାନ୍ୟ ନୁହେଁ ଓମିକ୍ରନ୍‌: ଏକ ସପ୍ତାହ ମଧ୍ୟରେ ବିଶ୍ୱରେ ଦେଢ କୋଟି ସଂକ୍ରମିତ, ୪୮ ହଜାର ମୃତ୍ୟୁ

ଜେନେଭା,୧୩ ।୧: ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ହୋଇଚାଲିଛି । ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଏକ ନୂଆ ରିପୋର୍ଟରେ ଦର୍ଶାଇଛି ଗତ ସପ୍ତାହ ମଧ୍ୟରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୫୫ ପ୍ରତିଶତ ବୃଦ୍ଧି ହୋଇଛି ।…

ବଜେଟ ଅଧିବେଶନ ପୂର୍ବରୁ ପାର୍ଲାମେଣ୍ଟରେ କରୋନା ବିସ୍ଫୋରଣ, ୭୧୮ କର୍ମଚାରୀ ପଜିଟିଭ୍‌…

ନୂଆଦିଲ୍ଲୀ, ୧୩।୧ : ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏଠାରେ କରୋନା ବିସ୍ଫୋରଣ ଘଟିଛି। ପାର୍ଲାମେଣ୍ଟର ୭୧୮ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହି କାରଣରୁ, ବଜେଟ ଅଧିବେଶନକୁ ଠିକ ସମୟରେ ଆରମ୍ଭ ହେବା ନେଇ…

ପିଓକେ ଲଞ୍ଚପ୍ୟାଡ୍‌ରେ ୪୦୦ ଆତଙ୍କବାଦୀ

ନୂଆଦିଲ୍ଲୀ,୧୩।୧(ଆଇଏଏନ୍‌ଏସ୍‌):: ଭାରତରେ ଅନୁପ୍ରବେଶ ଲାଗି ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ବିଭିନ୍ନ ଲଞ୍ଚ୍‌ପ୍ୟାଡ୍‌ ଓ ପ୍ରଶିକ୍ଷଣ ଶିବିରରେ ୩୫୦ରୁ ୪୦୦ ଆତଙ୍କବାଦୀ ଉପସ୍ଥିତ ଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ବୁଧବାର କହିଛନ୍ତି। ଭାରତୀୟ ସେନାର ବାର୍ଷିକ ଖବରଦାତା…

ଋଣ ଜାଲରେ ଶ୍ରୀଲଙ୍କା

କଲମ୍ବୋ, ୧୩ା୧: ‘ଦେଶ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯିବ। ଲୋକଙ୍କୁ ଭୟଭୀତ କରିବାକୁ ଉଦ୍ଦେଶ୍ୟ ନାହିଁ। କିନ୍ତୁ ଏଭଳି ଆର୍ଥିକ ସଙ୍କଟ ଜାରି ରହିଲେ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଆଇଟି ସିଷ୍ଟମ ଠପ୍‌ ହୋଇଯିବ। ଏପରି କି ଗୁଗଲ ମ୍ୟାପ୍‌ ବ୍ୟବହାର…

ବଦଳିଲା କୋଭିଡ ସଂକ୍ରମିତଙ୍କ ଡିସଚାର୍ଜ ପଲିସି

ନୂଆଦିଲ୍ଲୀ,୧୩ ।୧: କେନ୍ଦ୍ର ସରକାର କୋଭିଡ ସଂକ୍ରମିତଙ୍କ ଡିସଚାର୍ଜ ପଲିସିରେ ପରିବର୍ତ୍ତନ କରିଛନ୍ତି । ନୂଆ ନିର୍ଦ୍ଦେଶ ଅନୁଯାୟୀ, କରୋନାର ସାମାନ୍ୟ ଓ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କର ରିପୋର୍ଟ ପଜିଟିଭ ଆସିବା କରେ ଅତିକମ୍‌ରେ ସାତ ଦିନ କିମ୍ବା ଲଗାତାର…

ମହଙ୍ଗା ମାଡ଼ ଜାରି

ନୂଆଦିଲ୍ଲୀ, ୧୩ା୧: ଦେଶରେ ମହଙ୍ଗା ମାଡ଼ ଜାରି ରହିଛି। ଖାଉଟିଙ୍କୁ ଦରଦାମ ବୃଦ୍ଧିଜନିତ ବୋଝରୁ ଆଶ୍ୱସ୍ତି ମିଳିପାରୁନାହିଁ। ଖାଦ୍ୟ ସାମଗ୍ରୀରେ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ଗତ ନଭେମ୍ବର ତୁଳନାରେ ଡିସେମ୍ବରରେ ଲମ୍ବା ଡିଅଁା ମାରିଛି। ଖାଉଟି ମୂଲ୍ୟ ସୂଚକାଙ୍କ…

ପୁଣି ସୁପ୍ରିମକୋର୍ଟ ଗଲା ଓଡ଼ିଶା

ନୂଆଦିଲ୍ଲୀ,୧୩।୧ : କୋରାପୁଟ ଜିଲାର କୋଟିଆ ଅଞ୍ଚଳ ସୀମା ବିବାଦକୁ ନେଇ ଓଡ଼ିଶା ସରକାର ବୁଧବାର ପୁଣିଥରେ ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆନ୍ଧ୍ର ସହ ଦୀର୍ଘବର୍ଷ ଧରି ଲାଗିରହିଥିବା ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ନିମନ୍ତେ କୋଟିଆ…

କରୋନା ତୃତୀୟ ଲହର: ଦେଶରେ ପ୍ରଥମଥର ୨୪ ଘଣ୍ଟାରେ ୨ ଲକ୍ଷ ଅତିକ୍ରମ କଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୩ ।୧: କରୋନାର ତୃତୀୟ ଲହର ଦେଶରେ ତାଣ୍ଡବ ରଚୁଥିବା ସମୟରେ ପ୍ରଥମଥର ଲାଗି ଗତ ୨୪ ଘଣ୍ଟାରେ ଗୁରୁବାର ୧୨ଟା ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨,୪୫,୫୨୫ ଥିବା ଜଣାପଡିଛି । ଏହାସହ ୩୭୯ଜଣଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ…

୫ ଦିନ ହାଇକୋର୍ଟ ଶଟ୍‌ଡାଉନ୍‌

କଟକ ଅଫିସ,୧୨ା୧: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ୫ ଦିନ ଯାଏ ଶଟ୍‌ଡାଉନ୍‌ କରାଯାଇଛି। ଗୁରୁବାର ଅର୍ଥାତ୍‌ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ରହିବ। ୧୮ରୁ ହାଇକୋର୍ଟ ପୁଣି ଥରେ…

ଘରର ଛାତ ଭୁଶୁଡ଼ିଲା: ଗୋଟିଏ ପରିବାରର ୫ ମୃତ, ୨ ଗୁରୁତର

ଇସଲାମାବାଦ,୧୨ା୧: ଉତ୍ତର-ପଶ୍ଚିମ ପାକିସ୍ତାନରେ ଲଗାତର ବର୍ଷା ହେତୁ ଗୋଟିଏ ଘରର ଛାତ ଭୁଶୁଡ଼ି ପଡ଼ିଛି। ଫଳରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ପେଶୱାରର ଇନ୍‌କିଲାବ କଲୋନୀରେ ଏହି…

ବାକ୍ସ ଭିତରେ ବନ୍ଦ ରହିଲେ ହଜାର ହଜାର ସଂଖ୍ୟାରେ ମହିଳା, ଶିଶୁ

ବେଜିଂ,୧୨ା୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ସ୍ଥିତିକୁ ବିଗାଡ଼ି ଦେଇଛି। ଏହି ଭାଇରସର ପ୍ରକୋପ ଚାଇନାର ଅନୟାଙ୍ଗ ସମେତ ଆଉ କିଛି ସହରରେ ମଧ୍ୟ ବଢ଼ିଚାଲିଛି। ତେଣୁ ଚାଇନାର କିଛି ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଚାଇନାର ‘ଜିରୋ କୋଭିଡ୍‌…

ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସି ଏହି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପ୍ରଚାର ସମୟରେ ବହୁଜନ ସମାବେଶ ଉପରେ ରୋକ ଲଗାଇଛନ୍ତି। ସର୍ବାଧିକ ୧୦୦ ଜଣରେ ରାଜନୈତିକ ସମାବେଶକୁ ଅନୁମତି ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri