Home Middle

ଅରବିନ୍ଦ କେଜରିୱାଲ କରୋନା ପଜିଟିଭ

ନୂଆଦିଲ୍ଲୀ,୪ । ୧: ରାଜଧାନୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି । ଟୁଇଟ୍‌ କରି ସେ ନିଜେ ଏହି ସୂଚନା ଦେଇଛନ୍ତି ।…

୧୫ରୁ ୧୮ ବର୍ଷୀୟଙ୍କ ଟିକାକରଣ: ଦ୍ୱିତୀୟ ଦିନ ସୁଦ୍ଧା ୫୪ ଲକ୍ଷ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୪ ।୧: କରୋନା ମହାମାରୀ ସହ ଲଢିବା ପାଇଁ ୧୫ରୁ ୧୮ ବର୍ଷର ପିଲାଙ୍କୁ ସୋମବାରଠାରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ମଙ୍ଗଳବାର ଏହାର ଦ୍ୱିତୀୟ ଦିନ । ସୋମବାର ଅର୍ଥାତ୍ ପ୍ରଥମଦିନ ପ୍ରାୟ ୪୦ ଲକ୍ଷ ପିଲା୍‌କୁ କରୋନା…

ରାଜଧାନୀର ୬ ହସ୍ପିଟାଲ ପାଲଟିଛି କରୋନା ହଟସ୍ପଟ: ୫୯ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ,୪ ।୧: କରୋନା ସଂକ୍ରମଣକୁ ନେଇ ଏବେ ରାଜଧାନୀ ଦିଲ୍ଲୀର ହସ୍ପିଟାଲ ହଟସ୍ପଟ ପାଲଟି ଯାଇଛି । କିଛିଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ହସ୍ପିଟାଲରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଦେଖାଯାଇଛି । ସୋମବାର ମିଳିଥିବା ସୂଚନା…

ପାଟନାରେ ୧୬୮ ଡାକ୍ତର ଓ ମେଡିକାଲ ଛାତ୍ର କରୋନା ପଜିଟିଭ

ପାଟନା,୪ ।୧: ସାରା ବିଶ୍ୱରେ ପୁଣିଥରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଭାରତରେ ବି ଏହି ସଂକ୍ରମଣ ଭିନ୍ନ ଭିନ୍ନ ରୂପରେ ତାଣ୍ଡବ ରଚିବା ଆରମ୍ଭ କରି ଦେଇଛି । ରାଜଧାନୀ ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମଣ ସର୍ବାଧିକ ଥିବା…

ଜନଗଣନା ଏବେ ନୁହେଁ

ନୂଆଦିଲ୍ଲୀ,୪।୧: ଦଶବର୍ଷକୁ ଥରେ କରାଯାଉଥିବା ଜନଗଣନା ୨୦୨୦-୨୧ରେ ହେବାର ଥିଲା। ମାତ୍ର କୋଭିଡ୍‌ ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ନିକଟ ଭବିଷ୍ୟତରେ ମଧ୍ୟ ଜନଗଣନା ହେବାର ନାହିଁ। ସମ୍ଭବତଃ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଥିବାରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

ଓ୍ବେଲ ଡନ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧: ‘ଓ୍ବେଲଡନ ଇଣ୍ଡିଆ’। ସୋମବାର ଠାରୁ ଆରମ୍ଭ ହୋଇଥିବା କିଶୋରଙ୍କ ଟିକାକରଣ ଲାଗି ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖି ଏଭଳି ଟୁଇଟ୍‌ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟ। ପ୍ରଥମ ଦିନରେ ଦେଶରେ ୪୦ ଲକ୍ଷ ପିଲାଙ୍କୁ ଟିକା…

ବାୟୋମେଟ୍ରିିକ୍‌ ବ୍ୟବହାର ହୋଇପାରିବନି

କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ସମସ୍ତ କର୍ମଚାରୀଙ୍କ ପାଇଁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବାୟୋମେଟ୍ରିକ୍‌ ଉପସ୍ଥାନ ସ୍ଥଗିତ ରଖିଛନ୍ତି। ତେବେ ସମସ୍ତ କର୍ମଚାରୀ ଉପସ୍ଥାନ ଖାତାରେ ସେମାନଙ୍କ ଉପସ୍ଥାନ ପକାଇବାକୁ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି…

ଓମିକ୍ରନ୍‌ ଯୋଗୁ ବେକାରୀ ହାର ୭.୯ ପ୍ରତିଶତ…

ନୂଆଦିଲ୍ଲୀ, ୩।୧ : ଦେଶରେ ବେକାରୀ ହାର ୨୦୨୧ ଡିସେମ୍ବରରେ ୭.୯ ପ୍ରତିଶତ ଛୁଇଁଛି। ଏନେଇ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମଆଇଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେତେକ ରାଜ୍ୟରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର…

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା

ଭୁବନେଶ୍ୱର,୩ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି।…

ଏଲ୍‌ଓସିରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର-ନିଶାଦ୍ରବ୍ୟ ଜବତ…

ଶ୍ରୀନଗର, ୩।୧ : ଏଲ୍‌ଓସିରେ ପାକିସ୍ତାନ ପଟୁ ଲଗାତାର ଉତ୍ତେଜନା ସୃଷ୍ଟି ଜାରି ରହିଛି। ଜମ୍ମୁ-କଶ୍ମୀରର ସାମ୍ବା ଜିଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମା ନିକଟରେ ପାଟ୍ରୋଲିଂ ବେଳେ ବିଏସଏଫ ଯବାନମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଏସବୁ ଏକ ବୁଦା…

ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ବର୍ଷା,ପ୍ରତି ମହିଳାଙ୍କୁ ମାସକୁ ୨ ହଜାର ଟଙ୍କା, ବର୍ଷରେ ୮ ସିଲିଣ୍ଡର ଦେବାକୁ ଘୋଷଣା…

ନୂଆଦିଲ୍ଲୀ, ୩।୧ : ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ନା ନା ପ୍ରକାର ପ୍ରତିଶ୍ରୁତି ପ୍ରଦାନ ଜାରି ରହିଛି। ରାଜ୍ୟରେ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ବର୍ଷା ହେବାରେ ଲାଗିଛି।…

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଆଉ ଶୁଣିବାକୁ ମିଳିବନି ମାଇଁ ଲଡ୍‌ ଉଚ୍ଚାରଣ

କଟକ ଅଫିସ,୩ା୧: ଏଣିକି ଆଉ କୋର୍ଟରେ ଶୁଣିବାକୁ ମିଳିବନି ମାଇଁ ଲର୍ଡ ଉଚ୍ଚାରଣ। ମାଇଁ ଲର୍ଡ ବଦଳରେ  ଶୁଣିବାକୁ ମିଳିବ ସାର୍‌। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏପରି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ରୁମ୍‌ରେ ଆଉ ମାଇଁ ଲଡ୍‌ ସମ୍ବୋଧନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri