ରକ୍ତପାତ ପରେ ବି ସମାଧାନ ନାହିଁ, ଲୋକ ସଭାରେ ଜୟଶଙ୍କରଙ୍କ ଉତ୍ତର…
ନୂଆଦିଲ୍ଲୀ, ୬।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନେଇ ବହିର୍ବ୍ୟାପାରମନ୍ତ୍ରୀ ଏସ୍.ଜୟଶଙ୍କର ବୁଧବାର ଲୋକ ସଭାରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଭାରତ ୟୁକ୍ରେନ୍ରେ ଜାରି ରହିଥିବା ଯୁଦ୍ଧକୁ ବିରୋଧ କରୁଛି। ଏଠାରେ ରକ୍ତପାତ ପରେ ବି…
କଏଦୀଙ୍କ କିଡ୍ନୀ-ହାର୍ଟ-ଲିଭର ଚୋରି କରୁଛି ଚାଇନା…
ବେଜିଂ, ୬।୪ : ଏବେ ଚାଇନାର ଏକ କୁକାର୍ଯ୍ୟ ନେଇ ସାରା ପୃଥିବୀରେ ଚର୍ଚ୍ଚା ଆରମ୍ଭ ହୋଇଛି। ଚାଇନାରୁ ପ୍ରକାଶିତ ହେଉଥିବା କେତେକ ଖବରରେ ଏହା ପ୍ରକାଶ ପାଇଛି ଯେ ଏଠାରେ ଥିବା ଲୋକଙ୍କ ଜୀବନ ସରକାରଙ୍କ ହାତରେ ଅଛି। ସରକାର…
ଆଇଏନ୍ଏସ୍ ବିକ୍ରାନ୍ତର ଶକ୍ତି ବୃଦ୍ଧି ହେବ, ସାମିଲ ହେବ ଏଫ୍-୧୮ ଯୁଦ୍ଧ ବିମାନ…
ନୂଆଦିଲ୍ଲୀ, ୬।୪ : ଆମେରିକାର ବିମାନ କମ୍ପାନୀ ବୋଇଙ୍ଗ ଏହାର ଅତ୍ୟାଧୁନିକ ଏଫ୍-୧୮ ସୁପର ହର୍ନେଟ ଯୁଦ୍ଧ ବିମାନ ଆସନ୍ତା ମାସରେ ଭାରତକୁ ପଠାଇବ। ଭାରତୀୟ ନୌସେନା ଗୋଆ ଆଇଏନଏସ ହଂସାର କୋଷ୍ଟାଲ ଟେଷ୍ଟ ସେଣ୍ଟରରେ ସେମାନଙ୍କୁ ପରୀକ୍ଷଣ କରାଯିବ। ପ୍ରଧାନମନ୍ତ୍ରୀ…
ଆମେରିକା କଲା ମହାବିନାଶକ ହାଇପରସୋନିକ୍ କ୍ଷେପଣାସ୍ତ୍ରର ଗୁପ୍ତ ପରୀକ୍ଷା, ଚାଇନା-ରୁଷିଆର ବଢ଼ିଲା ଚିନ୍ତା…
ଓ୍ବାଶିଂଟନ, ୬।୪ : ଆମେରିକା ଗତ ମାସରେ ମହାବିନାଶକ ହାଇପରସୋନିକ୍ କ୍ଷେପଣାସ୍ତ୍ରର ଗୁପ୍ତ ପରୀକ୍ଷା କରିଛି। ଏହାକୁ ଆମେରିକା କମ୍ପାନୀ ଲୋକହିଡ୍ ମାର୍ଟିନ୍ ପକ୍ଷରୁ ବିକଶିତ କରାଯାଇଛି। ଏହାକୁ ହାଇପରସୋନିକ୍ ଏୟାର ବ୍ରେଦିଙ୍ଗ ଓ୍ବିପନ କନସେପ୍ଟ ଭାବେ ନାମିତ କରାଯାଇଛି। ଏହାକୁ…
୬ ରାଜ୍ୟର ବାଦୁଡ଼ିଙ୍କଠାରେ ନିପା ଆଣ୍ଟିବଡ଼ି…
ନୂଆଦିଲ୍ଲୀ, ୬।୪ : ଦେଶର ଦକ୍ଷିଣ ରାଜ୍ୟରେ ଗତ ଚାରି ବର୍ଷ ମଧ୍ୟରେ ନିପା ଭାଇରସର ସଂକ୍ରମଣ ତିନି ଥର ହୋଇଛି। ୨୦୨୧ରେ କେରଳରେ ନିପା ସଂକ୍ରମଣ ମାମଲା ବୃଦ୍ଧି ପାଇଥିଲା। ସମ୍ପ୍ରତି ଭାରତୀୟ ବୈଜ୍ଞାନିକମାନେ ୬ଟି ରାଜ୍ୟର ବାଦୁଡ଼ିଙ୍କଠାରେ ନିପା…
କରୋନାକୁ ଶକ୍ତିଶାଳୀ କରୁଥିବା ଆଣବିକ ସଂରଚନା ଚିହ୍ନଟ…
ଶିମଲା, ୬।୪ : ହିମାଚଳ ପ୍ରଦେଶର ଆଇଆଇଟିର ମଣ୍ଡିସ୍ଥିତ ସ୍କୁଲ ଅଫ ବେସିକ ସାଇନ୍ସର ବୈଜ୍ଞାନିକମାନେ କରୋନାକୁ ପ୍ରଭାବଶାଳୀ କରାଉଥିବା ଆଣବିକ ସଂରଚନା (ମଲିକୁଲାର କନଫିଗ୍ୟୁରେଶନ)କୁ ଚିହ୍ନଟ କରିଛନ୍ତି। ଏହା କରୋନା ଭୂତାଣୁକୁ ସଂକ୍ରମିତ କରିବା ଲାଗି ଅଧିକ ଶକ୍ତିଶାଳୀ କରାଇଥାଏ।…
ଭାଜପା ପ୍ରତିଷ୍ଠା ଦିବସରେ ମୋଦିଙ୍କ ମନ୍ତ୍ର, ଆଜି ଦେଶରେ ନୀତି ଅଛି-ନିୟମ ବି ରହିଛି…
ନୂଆଦିଲ୍ଲୀ, ୬।୪ : ଭାଜପାର ୪୨ ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଭାଜପା କର୍ମୀ ଦେଶର ସ୍ବପ୍ନର ପ୍ରତିନିଧୀ। ଏକ ଭାରତ, ଶ୍ରେଷ୍ଠ ଭାରତ ମନ୍ତ୍ର ନେଇ…
ଆର୍କଟିକରେ କୁଢ଼ କୁଢ଼ ପ୍ଲାଷ୍ଟିକ ବର୍ଜ୍ୟ, ପୃଥିବୀ ପାଇଁ ବିପଦ ମାଡ଼ି ଆସୁଛି…
ଓ୍ବାଶିଂଟନ/ବର୍ଲିନ, ୬।୪ : ପୃଥିବୀର ସବୁଠାରୁ ଜନଶୂନ୍ୟ ଏବଂ ବରଫ ଅଞ୍ଚଳ ମଧ୍ୟରୁ ଆର୍କଟିକ ଅନ୍ୟତମ। ମାତ୍ର ସେଠାରେ ଏବେ ପୃଥିବୀର ଅନ୍ୟ ଅଞ୍ଚଳ ଭଳି କୁଢ଼ କୁଢ଼ ପ୍ଲାଷ୍ଟିକ ବର୍ଜ୍ୟ ଜମା ହେବାରେ ଲାଗିଛି। ଏଠାରେ ପ୍ଲାଷ୍ଟିକ୍ ପ୍ରଦୂଷଣ ବୃଦ୍ଧି…
ସୁରକ୍ଷା-ଶାନ୍ତି କେଉଁଠି ? ସୁରକ୍ଷା ପରିଷଦରେ ଜେଲେନସ୍କିଙ୍କ ପ୍ରଶ୍ନ…
ଜେନେଭା, ୬।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଅପରପକ୍ଷରେ, କ୍ୱିଭ୍ର ବୁଚାଠାରେ ହୋଇଥିବା ହତ୍ୟାକାଣ୍ଡର ଫଟୋ ଏବେ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଛି। ବୁଚାରେ ୪୦୦ରୁ ଅଧିକ ମୃତଦେହ ମିଳିଛି ଏବଂ ଏପର୍ଯ୍ୟନ୍ତ ମୃତଦେହ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ …
ନୂଆଦିଲ୍ଲୀ, ୬।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ହଜାରେ ତଳେ ରହିବା ପରେ ପୁଣି ବଢ଼ିଛି। ଏହା ହଜାରେ ୮୬ରେ ପହଞ୍ଚିଛି।…
ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର: ୧୬ଦିନରେ ବଢ଼ିଛି ୧୦ଟଙ୍କା
ନୂଆଦିଲ୍ଲୀ,୬।୪: ଦେଶରେ କ୍ରମାଗତ ଭାବେ ତୈଳଦର ଆକାଶଛୁଆଁ ହେବାରେ ଲାଗିଛି। ବୁଧବାର ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ୮୦ ପଇସା ଲେଖାଏ ମହଙ୍ଗା ହୋଇଛି। ଗତ ୧୬ ଦିନ ମଧ୍ୟରେ ସମଗ୍ର ଦେଶରେ ତୈଳଦର ବୁଧବାରକୁ ମିଶାଇ ୧୪ଥର…
ଆରସିବି ୪ ୱିକେଟରେ ବିଜୟୀ…
ମୁମ୍ବାଇ, ୫।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍(ଆର୍ସିବି) ରାଜସ୍ଥାନ ରୟାଲର୍ସ(ଆର୍ଆର୍) ଠାରୁ ୪ ୱିକେଟରେ ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଆରସିବି ୧୯.୧ ଓଭରରେ ୬ ୱିକେଟ ହରାଇ …
Archives


