Home Middle

ମୁମ୍ବାଇର ଲଗାତର ପଞ୍ଚମ ପରାଜୟ

ପୁଣେ,୧୨୵୪: ଆଇପିଏଲ ୨୦୨୨ର ୨୩ତମ ମ୍ୟାଚରେ ଆଜି ପୁଣି ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସାମ୍ନା କରିବାକୁ ପଡିଛି। ପୁଣେରେ ଖେଳାଯାଉଥିବା ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ୧୯୯ ରନର ବିଜୟ ଲକ୍ଷ୍ୟକୁ ପିଛା…

ଧାଓ୍ବନଙ୍କ ଧୂଆଁଧାର ବ୍ୟାଟିଂ: ମୁମ୍ବାଇ ଆଗରେ ୧୯୯ ରନ୍‌ର ବିଜୟ ଲକ୍ଷ୍ୟ

ମୁମ୍ବାଇ,୧୩ା୪: ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ବିପକ୍ଷରେ ଚାଲିଥିବା ଆଇପିଏଲ୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସର ଖେଳାଳିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି। ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଏମ୍‌ଆଇ। ପଞ୍ଜାବ ବ୍ୟାଟିଂ ନିମନ୍ତ୍ରଣ ପାଇ ୨୦ ଓଭରରେ ୫ ଉଇକେଟ…

ୟୁକ୍ରେନକୁ ୯୦ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଛୁ: ଏସ୍‌ ଜୟଶଙ୍କର

ଓ୍ବାଶିଂଟନ,୧୩ା୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌ ଜୟଶଙ୍କର କହିଛନ୍ତି, ମାନବିକତା ପରିସ୍ଥିତିରେ (ୟୁକ୍ରେନ) ବିଭିନ୍ନ ଦେଶ କ’ଣ କରୁଛନ୍ତି ସେ ବିଷୟରେ ଆମେ ଆଲୋଚନା କରିଛୁ। ମାର୍ଚ୍ଚରେ ଆମେ ୯୦ ଟନ୍‌ ରିଲିଫ ସାମଗ୍ରୀ ଦେଇଥିଲୁ, କିନ୍ତୁ ବର୍ତ୍ତମାନ ୟୁକ୍ରେନକୁ…

ଦେଶର ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲା ତାଲିକା: ତୃତୀୟରେ ମାଲକାନଗିରି

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଦେଶର ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲା ତାଲିକାରେ ତୃତୀୟ ସ୍ଥାନରେ ମାଲକାନଗିରି ରହିଛି। ନିତି ଆୟୋଗଙ୍କ ଆକାଂକ୍ଷୀ ଜିଲା ତାଲିକାର ୩ୟ ସ୍ଥାନରେ ମାଲକାନଗିରି ଥିବା ବେଳେ ୧ମରେ ଆସାମର ଉଦଲଗିରି,୨ୟରେ କର୍ନାଟକର ୟାଦର୍ଗି, ୪ର୍ଥରେ ଛତିଶଗଡ଼ର ସୁକମା ଓ…

ଟସ୍‌ ଜିତିଲା ମୁମ୍ବାଇ, ବ୍ୟାଟିଂ କରୁଛି ପଞ୍ଜାବ

ମୁମ୍ବାଇ,୧୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ବୁଧବାର ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ଜାରି ରହିଛି। ଏଥିରେ ମୁମ୍ବାଇ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛି। ପୂର୍ବରୁ ଖେଳିଥିବା ଚାରି ମ୍ୟାଚ୍‌ରେ ପରାଜିତ ହୋଇଥିବା…

ଚାଇନାରେ ଜାରି ହେବ କଡ଼ା ନିୟମ

ବେଜିଂ,୧୩ା୪: ବର୍ତ୍ତମାନ ଚାଇନାରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କ୍ରମରେ ବୁଧବାର ଦେଶର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କହିଛନ୍ତି, ଦେଶରେ ନିଆଯାଇଥିବା ପ୍ରତିରୋଧ ଏବଂ ସତର୍କତାମୂଳକ ପଦକ୍ଷେପକୁ ଛାଡ଼ିବା ଉଚିତ ନୁହେଁ। ଚାଇନାର ବାଣିଜି୍ୟକ ରାଜଧାନୀ…

ୟୁକ୍ରେନ ଉପରେ ଫସ୍‌ଫରସ୍‌ ବୋମା ଫିଙ୍ଗୁଛି ରୁଷିଆ: ଜେଲେନସ୍କି

କ୍ୱିଭ୍‌,୧୩ା୪: ରୁଷିଆ ସେନା ୟୁକ୍ରେନ ଉପରେ ଆକ୍ରମଣ ଏବେ ବି ଜାରି ରଖିଛି। ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବୁଧବାର ଇଷ୍ଟୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ସାଧାରଣ ନାଗରିକଙ୍କ ବିରୋଧରେ ରୁଷିଆ ଆତଙ୍କବାଦୀ କୌଶଳ ଆପଣାଇଥିବା ଜେଲେନସ୍କି ଅଭିଯୋଗ…

ପୁଟିନ୍‌ଙ୍କ ହାତରେ ପୁଣି ନ୍ୟୁକ୍ଲିୟର ବ୍ରିଫ୍‌କେସ୍‌, ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା ନେଇ ଚର୍ଚ୍ଚା !…

ମସ୍କୋ, ୧୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୮ ଦିନ ବିତିଛି। କିନ୍ତୁ ଏତେ ଦିନ ପରେ ମଧ୍ୟ ରୁଷିଆର ସେନା ପଛଘୁଞ୍ଚା ଦେଇ ନାହାନ୍ତି କିମ୍ବା ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌କୁ ଦଖଲ କରିବାରେ ସକ୍ଷମ ହୋଇ ନାହାନ୍ତ।…

କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ଅସମ୍ଭବ…

ନୂଆଦିଲ୍ଲୀ, ୧୩।୪ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାର ଦେଶରେ ଏକ ତୃତୀୟ ମାମ୍ମୁଖ୍ୟ ଗଠନ ନେଇ ବୁଧବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ସମ୍ଭବ ନୁହେଁ।…

ପାକିସ୍ତାନ ଜେଲରେ ୫୦ ବର୍ଷ ଧରି ବନ୍ଦୀ ଥିବା ମେଜରଙ୍କ ମୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ଏସ୍‌ସିଙ୍କ ଜବାବ୍‌ ତଲବ…

ନୂଆଦିଲ୍ଲୀ, ୧୩।୪ : ପାକିସ୍ତାନ ଜେଲରେ ୫୦ ବର୍ଷ ଧରି ବନ୍ଦୀ ଥିବା ମେଜର କନଓ୍ବଲଜିତ୍‌ ସିଂଙ୍କ ମୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ଜବାବ୍‌ ତଲବ କରିଛନ୍ତି ସୁପ୍ରିମ୍‌କୋର୍ଟ (ଏସ୍‌ସି)। ଏହାର ଶୁଣାଣି ୩ ସପ୍ତାହ ପରେ ହେବ ବୋଲି କୋର୍ଟ…

ପୂର୍ବ ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ପ୍ରସ୍ତୁତ ହେଉଛି ରୁଷିଆ…

ମସ୍କୋ/କ୍ୱିଭ୍‌, ୧୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୪୮ ଦିନ ବିିତିଛି। ରୁଷିଆ ସୈନ୍ୟ କ୍ୱିଭ୍‌ ଦଖଲ କରିବା ଯୋଜନା କରୁଥିବା ଚେଚେନ୍ୟା କହିଛି। ସେହିପରି ରୁଷିଆ ପୂର୍ବ ୟୁକ୍ରେନ୍‌ ଦଖଲ କରିବା ଲାଗି ନିଜର…

ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍‌ରେ ବୋମା! ଯାତ୍ରୀଙ୍କୁ ବାହାର କରି ଚାଲିଛି ଯାଞ୍ଚ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ନେଇ ସୂଚନା ମିଳିଛି। ଏହାପରେ ଟ୍ରେନ୍‌କୁ ଅଟକାଇ ବମ ସ୍କ୍ବାର୍ଡ ବୁଧବାର ଯାଞ୍ଚ ଆରମ୍ଭ କରିଛି । ମଙ୍ଗଳବାର ଭୁବନେଶ୍ୱରରୁ କୋଣାର୍କ ଏକ୍ସପ୍ରେସ୍‌ ଛାଡ଼ିଥିଲା। ତେବେ ଏହି ଏକ୍ସପ୍ରେସରେ ବୋମା ଥିବା ଖବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri